ଭୁବନେଶ୍ବର : ଆଜି ରାଜ୍ୟର 29ଟି ଜିଲ୍ଲାରୁ ମୋଟ୍ 3 ହଜାର 219ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 731ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 400, ପୁରୀରୁ 217, ବାଲେଶ୍ବରରୁ 194, ବରଗଡରୁ 185, ଗଞ୍ଜାମରୁ 169, […]
ଭୁବନେଶ୍ବର : ରାଜ୍ୟରେ ଆଜି 3ହଜାର 219 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1931ଜଣ ଚିହ୍ନଟ […]
ଭୁବନେଶ୍ବର, ସେପ୍ଟେମ୍ବର ମାସରେ ପ୍ରତି ଶନିବାର ଦିନ ରାଜ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଅତ୍ୟାବଶ୍ୟକ ସେବା ଯେପରିକି ସ୍ବତନ୍ତ୍ର […]
କେନ୍ଦ୍ରାପଡା : ଦୁର୍ଘଟଣାପରେ ବସ୍କୁ ଜାଳିଦେଲେ ଲୋକେ । ଏକ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାଗରେ ବସ୍କୁ ଜାଳି ଦେଇଥିବାର ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡା ଜିଲ୍ଲା ଏନଏଚ୍-5 (କ) ହଳଦିଆପଡା ରାଧାଭାଟି ନିକଟରେ ଏକ ଦୁର୍ଘଟଣାରେ ଜଣେ […]
ପୁରୀ, ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦୁଇମାସ ଧରି ଚାଲିଥିବା ଚାତୁର୍ମାସ ବ୍ରତ ଉଦଜାପିତ ହୋଇଛି। ଏହି ବ୍ରତ ଆଷାଢ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଭାଦ୍ରବ ପୂର୍ଣ୍ଣିମା ପର୍ଯ୍ୟନ୍ତ କରାଯାଇଥାଏ। ଏହି ସମୟରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା ଅନ୍ୟ […]
ରମେଶ ମହାନ୍ତି ଜଗତସିଂହପୁର: ଆଜି ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲା ଗସ୍ତ କରି ଦେବୀ ନଦୀର ସମ୍ବେଦନଶୀଳ ଦଳେଇଘାଇ ନଦୀବନ୍ଧ ପରିଦର୍ଶନ କରି ବନ୍ୟାସ୍ଥିତି ଅନୁଧ୍ୟାନ କରିଥିଲେ।ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ […]
ଭୁବନେଶ୍ବର,ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପାଣି ଜମି ରହିଛି। ଆଜି ମାସର ପହିଲା ହୋଇଥିବାରୁ ଆଇସିଡିଏସର ଟେକ ହୋମ ରାସନ ବଣ୍ଟା ଯିବା କଥା। ହେଲେ ଏହି ବନ୍ୟା ପ୍ଲାବିତ ଅଞ୍ଚଳରେ ମଧ୍ୟ ଅଙ୍ଗନବାଡି କର୍ମିମାନେ ଘରକୁ ଘର ବୁଲି […]
ଭୁବନେଶ୍ବର: ଆଜି ରାଜ୍ୟରେ ୩୪୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଖୋର୍ଦ୍ଧାରୁ ସର୍ବାଧିକ ୮୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪, […]
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 307 ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ମୋଟ୍ 307ପଜିଟିଭ୍ରୁ 135ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 172ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ରୁ ଚିହ୍ନଟ ହୋଇଛନ୍ତି । ଆଜି କ୍ବାରେଣ୍ଟାଇନ୍ରି ଚିହ୍ନଟ ହୋଇଥିବା 135ଜଣଙ୍କ ମଧ୍ୟରେ ଓୟୁଏଟି କଲେଜରୁ […]
କଟକ: ଘରୋଇ ସ୍କୁଲ୍ ଫି ବୃଦ୍ଧି ପ୍ରସଙ୍ଗରେ ଆପୋସ ସମାଧାନ ପାଇଁ ଆଜି ଓଡିଶା ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ବୈଠକ ଡାକି ଆଲୋଚନା କରି ସମାଧାନର ସୂତ୍ର ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ହାଇକୋର୍ଟ । ଏକ ମାମଲାର […]
ପୁରୀ : ପୁରୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ପୁଣି ମାସେ ବଢିଲା । ସେପ୍ଟେମ୍ବର 30 ଯାଏ କଟକଣା ବଢାଇଲେ ପୁରୀ ଜିଲ୍ଲାପାଳ। ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ ସଂସ୍କାର କରିବା ମନା । କେବଳ ପୁରୀ […]
ଭୁବନେଶ୍ବର : ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ । ତେବେ ଏହି ମାମଲାର ମୋଡ଼ ବଦଳିବାକୁ ଯାଉଛି। ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡ଼ିର ହାତ ରହିଛି ବୋଲି ଆଦିତ୍ୟଙ୍କ ବାପା ଅଭିଯୋଗ […]
ଭୁବନେଶ୍ବର : ସିଏମ୍ସି ଓ ବିକାଶ ଭବନ କାର୍ଯ୍ୟାଳୟ 15 ଦିନ ସାଧାରଣ ଲୋକଙ୍କୁ ମନା । ଏକାଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସିବା ପରେ ପଦକ୍ଷେପ ନିଆଯାଇଛି। ସାଧାରଣ ଲୋକ କାର୍ଯ୍ୟାଳୟ ନ ଆସିବା ପାଇଁ ସିଏମସି ବାରଣ କରିଥିବା […]
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଙ୍ଗଲ ଅଧିକାରୀମାନେ ପ୍ରାୟ ୧୯ କିଲୋଗ୍ରାମର ୧୪ ଟି ହାତୀ ଦାନ୍ତ ଜବତ କରିଛନ୍ତି। ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି କେନ୍ଦୁଝର ଜଙ୍ଗଲ ବିଭାଗ କହିଛି। ସୋମବାର ବିଳମ୍ବିତ ରାତିରେ ପିଟାପିଟି ଗ୍ରାମ ନିକଟରୁ ଏକ […]
ଭୁବନେଶ୍ବର, ଗ୍ୟାଙ୍ଗେଟିକ୍ ପଶ୍ଚିମ-ବଙ୍ଗ ଏବଂ ତାର ଆଖପାଖ ଅଂଚଳରେ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ସମୁଦ୍ର ପତ୍ତନ ଠାରୁ ୦.୯ କିମି ଯାଇଁ ବ୍ୟାପିଛି। ଏହା ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, […]
ଭୁବନେଶ୍ବର : ଏଣିକି ସପ୍ତାହର ସାତ ଦିନ ଯାକ ମୋ’ ବସ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କ୍ରୁଟ୍ ତଥା ଓଏସ୍ଆର୍ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ସେହିପରି ଅଧିକ ଡିମାଣ୍ଡ ଥିବା 8ଟି ରୁଟ୍ – ରୁଟ୍ […]
ଭୁବନେଶ୍ବର :ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ 6 ଜଣଙ୍କର ମୃତ୍ୟୁ ହୋଇଛି ।ଆନନ୍ଦପୁରରେ 4 ଏବଂ ଜଳେଶ୍ବର ଅଞ୍ଚଳରେ 2ଜଣଙ୍କ ମୃତ୍ୟୁହୋଇଛି। ଆନନ୍ଦପୁର ନନ୍ଦିପଦା ଥାନା ରମ୍ପାସ୍ରେ ଜଣେ ଓ ଇଞ୍ଚଳ ଗାଁରେ ଜଣକର ମୃତ୍ୟୁ ହୋଇଛି । ରାମଚନ୍ଦ୍ରପୁର […]
କୋଣାର୍କ: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ଏଏସଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। କରୋନା ଯୋଗୁଁ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା। ମାର୍ଚ୍ଚ 16 ତାରିଖରୁ ସୂର୍ଯ୍ୟ ମନ୍ଦିରକୁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡକର୍ଳାକଟ ଗ୍ରାମର ଶୁଣ୍ଡି ପଡା ଠାରେ ତିନି ଲକ୍ଷ୍ୟ ଅଟକଳ ମୂଲ୍ୟରେ ନିର୍ମାଣ ହେଉଥିବା କମ୍ୟୁନିଟି ହଲ୍ ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି, ଏହି କମ୍ୟୁନିଟି ହୋଲ ନିର୍ମାଣ କରିବା […]
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ସଂସ୍କୃତି ଭବନ ଠାରେ ଜଗତସିଂହପୁର ପୌରପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ପୌରପରିଷଦକୁ ସରସସୁନ୍ଦର ଓ ପ୍ରଗତିଶୀଳ କରିବା ପାଇଁ ୩କୋଟି ୮୪ଲକ୍ଷ ୪୧ହଜାର ୨୧୨ଟଙ୍କା ବ୍ୟୟ […]
ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 500 ଟପିଛି। ଆଜି ରାଜ୍ୟରୁ କରୋନା ଯୋଗୁଁ 11 କରୋନାଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା, ମୟୂରଭଞ୍ଜ ଓ ପୁରୀରୁ ସର୍ବାଧିକ 2ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ,ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ରାୟଗଡାରୁ […]