ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ 10 ତାରିଖରେ ହୋଇପାରିବ ନାହିଁ। ବର୍ତ୍ତମାନ ଆଜି 9 ତାରିଖରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଉତ୍ସବ ହେଉଛି। ଏହା ଶେଷ ହେବା ପରେ 10 ତାରିଖରେ ଓଡିଶାର […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ପୁଣି ଥରେ ସ୍ଥାନ ପାଇବେ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ତାଙ୍କୁ ପିଏମଓରୁ କଲ ଆସିବା ପରେ ସେ ପ୍ରଧାନମନ୍ତ୍ରୀ ବାସଭବନରେ ଉପସ୍ଥିତ ହେଉଛନ୍ତି। ନୂଆଦିଲ୍ଲୀର ସୂଚନା ଅନୁସାରେ ମୋଦି ତାଙ୍କୁ ତୃତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ […]
ଭୁବନେଶ୍ବର: ପରାଜୟ ବରଣ ପରେ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି ଡ. ଅଚ୍ୟୁତ ସମାନ୍ତ। ଏ ନେଇ ସେ ଏକ ଘୋଷଣା କରିଛନ୍ତି। ଏଥିସହିତ ଗତକାଲି ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଅବସର ନେବେ ବୋଲି ଅବଗତ କରାଇଛନ୍ତି। […]
ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତାଙ୍କ ସହିତ ମନ୍ତ୍ରୀ ମଣ୍ଡଳର ମଧ୍ୟ ଶପଥ ଗ୍ରହଣ ହେବ। ତେବେ ମୋଦିଙ୍କ ଏହି ତୃତୀୟ ପାଳିରେ କେଉଁମାନେ ମନ୍ତ୍ରୀହେବେ ସେ ନେଇ ଆଶା ଆଶଙ୍କା […]
ଭୁବନେଶ୍ୱର: ଭାରତୀୟ ଗଣମାଧ୍ୟମ ଜଗତର ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ଗଭୀର ଶୋକ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମର ସମ୍ପାଦକ, ପ୍ରତିନିଧି ଏବଂ ମିଡିଆ ସହ ଜଡ଼ିତ ବ୍ୟକ୍ତିମାନେ ଏକାଠି ହୋଇ ଶନିବାର ସନ୍ଧ୍ୟାରେ ଦିବଙ୍ଗତ ଆତ୍ମାଙ୍କ ପ୍ରତି […]
ଭୁବନେଶ୍ୱର: ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ୱର ଜୟଦେବ ଭବନଠାରେ ଚାଲିଥିବା ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ ମଞ୍ଚରେ ରାମୋଜୀ ରାଓଙ୍କୁ […]
ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ରେ ଓଡ଼ିଶାର ଏକ ମାତ୍ର ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ଦେଶର ୪୬ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ବିଶ୍ୱ ର୍ୟାଙ୍କିଙ୍ଗ୍ରେ ସ୍ଥାନ ପାଇଛି […]
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡିର ବଡ ବିପର୍ଯ୍ୟୟ ପରେ ବର୍ତ୍ତମାନ ଅନେକ ଦଳର ମଙ୍ଗ ଧରିଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ଦୋଷ ଦେଉଛନ୍ତି। ତାଙ୍କ ଯୋଗୁଁ ବିଜେଡିର ଏପରି ପରାଜୟ ହେଲା ବୋଲି ସମସ୍ତେ କହିବାରେ ଲାଗିଛନ୍ତି। ତେବେ ଏସବୁ ଶୁଣିବା ପରେ […]
ନୂଆଦିଲ୍ଲୀ: ଭୁବନେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ମିଶିଛନ୍ତି। ସେ ନୂଆଦିଲ୍ଲୀ ଯାଇ ସେଠାରେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ତେବେ ଏ ନେଇ ବିଜେପି ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ସେ […]
ନୂଆଦିଲ୍ଲୀ: ପ୍ରତିଷ୍ଠିତ ଗଣମାଧ୍ୟମ ତଥା ଚଳଚିତ୍ର ବ୍ୟକ୍ତିତ୍ବ ରାମୋଜୀ ରାଓଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ରାମୋଜୀ ରାଓ ଭାରତର ବିକାଶ କରିବା ଦିଗରେ ଯଥେଷ୍ଠ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି। ଏକ ଟୁଇଟ […]
ପୁରୀ: ଶ୍ରୀମନ୍ଦିରରେ ପୁଣିଥରେ ଲେଜର ଲାଇଟ ଲଗାଯାଉଛି। ଗତ ୩ ଦିନ ହେଲା ଏହି ଲାଇଟ ବନ୍ଦ ହୋଇଥିଲା। ଶ୍ରୀମନ୍ଦିରରେ ଆଲୋକିକରଣ ବନ୍ଦ ହେବା କାରଣରୁ ସେବାୟତଙ୍କଠାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଥିଲା। ତେବେ ଯେଉଁ ସଂସ୍ଥା ଏହି ଲାଇଟକୁ ସେଠାରୁ […]
ଭୁବନେଶ୍ବର: ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ବରିଷ୍ଠ ଆଇପିଏସ ଡି ଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟିଛି। ତାଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବା ପାଇଁ କୁହାଯାଇଛି। କୁଟ୍ଟେଙ୍କ ବିରୋଧରେ ବିଜେପି ଦଳ ପାଇଁ କାମ କରୁଛନ୍ତି ବୋଲି […]
ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ବଡ ଖବର ଆସିଛି। ମୌସୁମୀ ଓଡିଶା ଛୁଇଁଥିବା ସୂଚନା ରହିଛି। ରାଜ୍ୟରେ ୪ ଦିନ ପୂର୍ବରୁ ମୌସୁମୀ ପ୍ରବେଶ କରିଛି। ବର୍ତ୍ତମାନ ମାଲକାନଗିରିରେ ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଥିବା ଜଣାପଡିଛି।
ଭୁବନେଶ୍ୱର: ଟ୍ରେନକୁ ପଥର ଫିଙ୍ଗିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦୁଇ ଜଣଙ୍କୁ ଗିରଫ କରିଛି। ଗତ ୬ ତାରିଖ ସାନ୍ଧ୍ୟ ସମୟରେ ୧୨୫୫୨ କାମାକ୍ଷା-ବେଙ୍ଗାଳୁରୁ ଏକ୍ସପ୍ରେସ କୁ ପଥର ଫିଙ୍ଗିବା ଅଭିଯୋଗରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେଳବାଇ […]
ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ମିଡିଆ ବ୍ୟକ୍ତିତ୍ବ ତଥା ବିଖ୍ୟାତ ଫିଲ୍ମ ଷ୍ଟୁଡିଓ ଏବଂ ଚଳଚିତ୍ର ପ୍ରଯୋଜକ ରାମୋଜୀ ରାଓଙ୍କ 87 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗତ 5 ତାରିଖରୁ ଅସୁସ୍ଥ ହୋଇ ହାଇଦ୍ରାବାଦରେ ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। […]
ଭୁବନେଶ୍ଵର: ଭାରତର ସର୍ବବୃହତ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲର ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡସ୍ ପକ୍ଷରୁ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ […]
ଭୁବନେଶ୍ବର: ମାସେ କିମ୍ବା ଦୁଇ ମାସ ନୁହେଁ। ଏକାଥରେ ୬ ମାସ ପାଇଁ ଛୁଟିରେ ଗଲେ ବହୁ ଚର୍ଚ୍ଚିତ କାର୍ତ୍ତିକ ପାଣ୍ଡିଆନଙ୍କ ଆଇଏଏସ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେ ପୁରା ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଗଲେ। ଛୁଟି ନେବା […]
ଭୁବନେଶ୍ବର: ନିର୍ବାଚନ ପରେ ପରେ ପ୍ରଦେଶ କଂଗ୍ରେସ ତାହାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆଜି ଦଳର ଟାଣୁଆ ନେତା ତଥା କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ଦଳ ବହିସ୍କାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ 6 ବର୍ଷ […]
ଭୁବନେଶ୍ଵର: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି। ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଜୟ ପ୍ରଧାନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଶ୍ରୀ ଜଗଦ୍ଦେବଙ୍କୁ ଅଦାଲତ ତିନିଦିନିଆ ଜାମିନ ପ୍ରଦାନ କରିଛନ୍ତି। ଜୁନ ୯, ୧୦ ଏବଂ ୧୧ […]
ଭୁବନେଶ୍ୱର: ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। […]
ଭୁବନେଶ୍ବର: ଆଜିଠାରୁ ଯୁକ୍ତ ଦୁଇ ପାଇଁ ନାମଲେଖା ଆବେଦନ ଆରମ୍ଭ ହୋଇଯାଇଛି। ସାମସ୍ ପୋର୍ଟାଲରେ ଆବେଦନ ପତ୍ର ଉପଲବ୍ଧ ହେଉଛି। କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ନାମଲେଖା ଆବେଦନ କରିବେ। ଜୁଲାଇ ୬ ତାରିଖ […]