ଭୁବନେଶ୍ବର: ଗୁରୁବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀମାନଙ୍କର ବୈଠକ କରିଥିଲେ। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନବୀନ ପରାଜୟର ସମୀକ୍ଷା କରିଥିଲେ। ସେମାନଙ୍କୁ ଆହୁରି ଅଧିକ କାମ କରିବା ପାଇଁ ନବୀନ ପରାମର୍ଶ […]
ଭୁବନେଶ୍ବର: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ବିଜେଡିର ବଡ ବିପର୍ଯ୍ୟୟର କାରଣ ପାଣ୍ଡିଆନ ବୋଲି କୁହାଯାଉଛି। ଫଳରେ ସେ ବର୍ତ୍ତମାନ କେଉଁଠି ଅଛନ୍ତି ସେ ନେଇ ବିଭିନ୍ନ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ବେଶ […]
ଭୁବନେଶ୍ବର: ଆଜି ଭୁବନେଶ୍ବର ତମାଣ୍ଡୋ ଓଭର ବ୍ରିଜ ନିକଟରେ ଏକ ଟ୍ରକରେ ନିଆଁ ଲାଗିଯାଇଛି। ଏତେ ଜୋରରେ ଧୂଆଁ ବାହାରିଥିଲା ଯେ, ଆଖପାଖ ଲୋକେ ଭୟଭିତ ହୋଇଯାଇଥିଲେ। ତେବେ ଅଗ୍ନିଶମ ବାହିନୀ ତୁରୁନ୍ତ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ନିଆଁ […]
ଭୁବନେଶ୍ବର: ଓଡିଶାର ନୂଆ ସରକାର ଗଠନ ନ ହେବା ପୂର୍ବରୁ ପ୍ରଶାସନ ସ୍ତରରେ ଧଡକନ ଆରମ୍ଭ ହୋଇଯାଇଛି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ତିନି ଉପଦେଷ୍ଠା ନିଜପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେମାନେ ହେଲେ ଆର ବାଲକୃଷ୍ଣାନ, ସୁରେଶ ମହାପାତ୍ର ଏବଂ ଉପେନ୍ଦ୍ର ତ୍ରିପାଠୀ। ସେହିପରି […]
ଭୁବନେଶ୍ବର: ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ବ ବେଳେ ନିଯୁକ୍ତ ହୋଇଥିବା ତିନି ଜଣ ଉପଦେଷ୍ଠା ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଆର ବାଲକୃଷ୍ଣା, ସୁରେଶ ମହାପାତ୍ର ଏବଂ ଉପେନ୍ଦ୍ର ତ୍ରିପାଠୀ। ଏହି ତିନିଜଣ ଆଇଏଏସ ଚାକିରୀରୁ ଅବସର ନେବା ପରେ […]
ଭୁବନେଶ୍ବର: ବିଜେଡିର ବଡ ବିପର୍ଯ୍ୟୟ ପରେ ଶେଷରେ ମୁହଁ ଖୋଲିଛନ୍ତି ଭି କେ ପାଣ୍ଡିଆନ। ବିଭିନ୍ନ ମହଲରେ ସେ କୁଆଡେ ଗଲେ କଣ କରୁଛନ୍ତି ପ୍ରଭୃତି ଆଶଙ୍କା ସୃଷ୍ଟି ହୋଇଛି। ଚଳିତ ନିର୍ବାଚନରେ ସେ ହିଁ ବିଜେଡିର ମଙ୍ଗ ଧରିଥିଲେ। ହେଲେ […]
ଭୁବନେଶ୍ଵର: ରାଜ୍ୟରେ ବିଜେଡ଼ି ସରକାର ଆଉ ନାହିଁ। ନବୀନ ପଟ୍ଟନାୟକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ରାଜ୍ୟରୁ ବିଜେଡ଼ି ସରକାରର ପତନ ପରେ ଲୋକମାନଙ୍କ ମଧ୍ୟରେ ଅନେକ ଆଶଙ୍କା […]
ଭୁବନେଶ୍ବର: ଶେଷରେ ସରିଛି ନିର୍ବାଚନ, ପୁରୀ ଲୋକସଭା ଆସନରେ ଆଗରୁ ଯାହା ଆଶା କରାଯାଉଥିଲା ତାହା ସତ ହୋଇଛି। ବିଜେପିର ସମ୍ବିତ ପାତ୍ର ୧ ଲକ୍ଷ ୪ ହଜାର ୭୦୯ ଖଣ୍ଡ ଭୋଟରେ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇଛନ୍ତି। ତେବେ ଆସନ୍ତୁ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସହିତ ଓଡିଶା ବିଧାନସଭା ନିର୍ବାଚନରେ ବିଜେପି ଏକ ବୃହତ ବିଜୟ ହାସଲ କରିଛି। ଯେଉଁଠାରେ ବିଜେପି ୫ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଛି। ଏଥି ସହିତ ବିଜେପି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ […]
ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଓମ୍ଫେଡ୍ ପକ୍ଷରୁ ଆରମ୍ଭ ହୋଇଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ଏହି ଅବସରରେ ଓମ୍ଫେଡ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା। ଓମ୍ଫେଡ୍ର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ – ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ଆରପିଏଫ ଷ୍ଟେସନରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାଲୁଗାଁ ରେଳ ଷ୍ଟେସନରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆରପିଏଫ ଆଇଆଇସି ଜିତେନ୍ଦ୍ର […]
ଭୁବନେଶ୍ଵର: ପୂର୍ବ ତଟ ରେଳପଥ ଦ୍ୱାରା ବିଶ୍ୱ ପରିବେଶ ଦିବସକୁ ଉତ୍ସାହ ଏବଂ ପରିବେଶ ପରିଚାଳନା ଦାୟିତ୍ୱ ପ୍ରତିବଦ୍ଧତା ସହିତ ପାଳନ କରାଯାଇଅଛି। ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ଦୃଢ଼ ନେତୃତ୍ୱରେ ରେଳ କର୍ମଚାରୀ ଏବଂ ଅଧିକାରୀମାନେ ସେମାନଙ୍କ ଆଖପାଖ ଅଞ୍ଚଳରେ […]
ଚିଲିକା (ସୀତାରାମ ଅଗ୍ରୱାଲ): ଗତକାଲି ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ପ୍ରଚଣ୍ଡ ବହୁମତରେ ବିଜେପି ପ୍ରଥମଥର ଲାଗି ସରକାର ଗଠନ କରିବାକୁ ଯାଉଛି। ଅପରପକ୍ଷେ ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ଗାଦିଚ୍ୟୁତ ହୋଇଛି। […]
ଭୁବନେଶ୍ଵର: ଓଡିଶା ରାଜନୀତିକୁ ନେଇ ବଡ ଖବର ଆସିଛି। ଓଡିଶା ବିଧାନସଭା ନିର୍ବାଚନରେ ବିଜେଡ଼ି ସଂଖ୍ୟା ଗରିଷ୍ଠତାରେ ବିଫଳ ହେବା ପରେ ପାଞ୍ଚଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବାକୁ ରାଜଭବନରେ ପହଞ୍ଚିଛନ୍ତି। ନବୀନ ପଟ୍ଟନାୟକ ପ୍ରଥମେ ସକାଳ ୧୧.୩୦ ଟାରେ […]
ଭୁବନେଶ୍ବର: ଏଥର ଲୋକସଭା ଏବଂ ବିଧାନସଭା ଫଳାଫଳ ବେଶ ଆଶ୍ଚର୍ଯ୍ୟଜନକ ହୋଇଛି। ଏଠାରେ ବିଜେପି ବିଧାନସଭାରେ ବହୁମତ ହାସଲ କରିଥିବା ବେଳେ ଲୋକସଭାରେ ସମସ୍ତ ଆସନ ପୋଛି ନେଇଛି। ଏକମାତ୍ରା କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ସେ ହେଉଛନ୍ତି କୋରାପୁଟ […]
ଭୁବନେଶ୍ବର: ବିଧାନସଭା ନିର୍ବାଚନରେ ଏଥର ତିନି ଦଳର ସେନାପତି ବା ସଭାପତି ପରାଜୟର ସମ୍ମୁଖୀନ ହୋଇଛନ୍ତି। ସେମାନେ ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଚେଷ୍ଠା କରିଥିବା ବେଳେ ନିଜେ ନିର୍ବାଚନ ବୈଇତରଣୀ ପାର ହୋଇପାରି ନାହାଁନ୍ତି। ସେମାନେ ହେଲେ ବିଜେପି ସଭାପତି […]
ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବର ଲୋକସଭା ଆସନକୁ ଅକ୍ତିୟାର କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ମନ୍ନଥ ରାଉତରାୟଙ୍କୁ 35 ହଜାର 152 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଅପରାଜିତା ମୋଟ 5 ଲକ୍ଷ […]
ଭୁବନେଶ୍ୱର: ଓଡ଼ିଶାରେ ଆଜି ଏକ ନୂଆ ଇତିହାସ ଲେଖାଯାଇଛି । ଏହି ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ। ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ ବୋଲି […]
ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ […]
ରଣପୁର: ବିଧାନସଭା ନିର୍ବାଚନରେ ରଣପୁର ଆସନରୁ ବିଜେପି ପ୍ରାର୍ଥୀନୀ ସୁରମା ପାଢୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସତ୍ୟନାରାୟଣ ପ୍ରଧାନ (ବାଦଲ) କୁ ୧୫୩୪୬ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଏହା ପରେ ସୁରମା ଙ୍କୁ ବିଭିନ୍ନ ମହଲରୁ […]