ଭୁବନେଶ୍ଵର: ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଷଷ୍ଠ ପର୍ଯ୍ୟାୟ ଫଳାଫଳ ହସ୍ତଗତ ହୋଇଛି। ଷଷ୍ଠ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ୫୦୩୪ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କୁ ୪୫୮୨ ଭୋଟ ମିଳିଛି। ଏବଂ କଂଗ୍ରେସକୁ ୧୪୩ […]
ଭୁବନେଶ୍ଵର: ଓଡିଶା ବିଧାନସଭାର ନିର୍ବାଚନ ଫଳାଫଳ ପାଇଁ ଗଣତି ଜାରି ରହିଛି। ତେବେ ଚଳିତ ନିର୍ବାଚନ ଏକ ଆଶ୍ଚର୍ଯ୍ୟଜନକ ସଂକେତ ଦେଇଛି। ଏଥର ନିର୍ବାଚନ ଫଳାଫଳରେ ବିଜେପି ଏକ ଦମଦାର ପ୍ରଦର୍ଶନ କରୁଥିବା ଦେଖାଯାଇଛି। ଏପର୍ଯ୍ୟନ୍ତ ଗଣତିରେ ବିଜେପି ମ୍ୟାଜିକ ନମ୍ବର […]
ଭୁବନେଶ୍ବର: ବିଜେଡି ବିଜେପି ଲଢେଇ ଭିତରେ ବର୍ତ୍ତମାନ କଂଗ୍ରେସ ତାହାର ସ୍ଥିତି ରଖିବା ପାଇଁ ଚେଷ୍ଠା କରିବାରେ ଲାଗିଛି। ତେବେ ଗଣତି ଅନୁସାରେ ବର୍ତ୍ତମାନ ବିଜେପି 71 ଏବଂ ବିଜେଡି 47 ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ 13ଟି […]
ଭୁବନେଶ୍ବର: ଓଡିଶା ବିଧାନସଭାରେ ବର୍ତ୍ତମାନ ଗଣନା ଅନୁସାରେ ବିଜେପି ଆଗରେ ରହିଛି। ପଛରେ ପଡିଯାଇଛି ବିଜେଡି। ସେହିପରି କଂଗ୍ରେସର ପ୍ରଦର୍ଶନ ଭଲ ନାହିଁ। ବର୍ତ୍ତମାନ ଗଣନା ଅନୁସାରେ ବିଭିନ୍ନ ଦଳର ଆଗୁଆ ସ୍ଥିତି ରହିଛି ତାହା ହେଲା ବିଜେପି- 60 ବିଜେଡି- […]
ଭୁବନେଶ୍ଵର: ଆଜି ଦେଶର ସାଧାରଣ ନିର୍ବାଚନ ସହିତ ଓଡିଶାର ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ତେବେ ଭୋଟ ଗଣତିରେ ରାଜ୍ୟରେ ବିଜେପି ଭଲ ସ୍ଥିତିରେ ଥିବା ବେଳେ ବିଜେଡ଼ି ସଂଘର୍ଷ କରୁଥିବା ଦେଖାଯାଉଛି। ତେବେ ଏହିକ୍ରମରେ ଚିଲିକା […]
ଭୁବନେଶ୍ବର: ବଡଚଣାରେ ଏକ ଆଶ୍ଚର୍ଯ୍ୟଜନକ ସ୍ଥିତି ଆସିଛି। ସେଠାରେ ବିଜେଡି ପ୍ରାର୍ଥୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପଛରେ ପଡିଯାଇଛନ୍ତି। ସେଠାରେ ବିଜେପି ପ୍ରାର୍ଥୀ ଅମର ନାୟକ ଆଗରେ ଅଛନ୍ତି। ଗଣତି ଅନୁସାରେ ଅମର ନାୟକ ବର୍ଷାଙ୍କଠାରୁ 1228 ଖଣ୍ଡ ଭୋଟରେ […]
ଭୁବନେଶ୍ବର: ଓଡିଶା ବିଧାନସଭା ଭୋଟ ଗଣିତର ତୃତୀୟ ରାଉଣ୍ଡ ଟ୍ରେଣ୍ଡ ଆସିଛି। ତାହା ହେଲା ଯେ, ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି। ଗଣତି ଅନୁସାରେ ବିଜେପି ବର୍ତ୍ତମାନ ସୁଦ୍ଧା 50 ଟି ଆସନରେ ଆଗୁଆ […]
ଭୁବନେଶ୍ଵର: ଆଜି ଓଡିଶା ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୧୪୭ ଟି ଆସନରୁ ୮୮ ଟି ଆସନରେ ଫଳାଫଳ ପାଇଁ ଭୋଟ ଗଣତିର ଟ୍ରେଣ୍ଡ ମିଳିଛି। ଏଥିରେ ବିଜେପି ୫୦ […]
ଭୁବନେଶ୍ବର: ଓଡିଶା ବିଧାନସଭା ଭୋଟ ଗଣିତ ଜାରୀ ରହିଥିବା ବେଳେ ଇତି ମଧ୍ୟରେ ଏକ ଟ୍ରେଣ୍ଡ ଆସିଛି। ତାହା ହେଲା ଯେ, ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି। ଗଣତି ଅନୁସାରେ ବିଜେପି ବର୍ତ୍ତମାନ ସୁଦ୍ଧା […]
ଭୁବନେଶ୍ବର: ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ଭୋଟ ଗଣତି। ପ୍ରାରମ୍ଭିକ ଗଣତିରେ ଓଡିଶାର ମୋଟ ୨୧ ଟି ଲୋକସଭା ଆସନରୁ ୯ ଟି ଆସନର ଟ୍ରେଣ୍ଡ ଆସୁଥିବା ବେଳେ ବିଜେଡ଼ିକୁ ୧ ଟି, ବିଜେପିକୁ ୬ ଟି […]
ଭୁବନେଶ୍ବର: ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ଭୋଟ ଗଣତି। ତେବେ ନିୟମ ଅନୁସାରେ ପ୍ରଥମେ ସକାଳ ଆଠଟାରୁ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ ହୋଇଛି। ଏଥିରେ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ଛତ୍ରଗଡ଼ ଛକରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ମହତ୍ସୋବ ପାଳିତ ହୋଇଛି। କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ “କ୍ରାନ୍ତି” ପକ୍ଷରୁ ନିଆରା ପ୍ରୟାସ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ତୁଳସୀ ନଗର ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଯାଇଛି। ଗଣେଶ ମିସ୍ତ୍ରୀ ନାମକ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି। […]
ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତାକାଲି ସକାଳ ୮ ଘଟିକାରେ ଭୋଟ ଗଣନା ଆରମ୍ଭ ହେବ । ଖୋରଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲି ଜାତୀୟ ରାଜପଥ ମୁଖ୍ୟ ରାସ୍ତାରେ ଏକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବୃଦ୍ଧଙ୍କ ବିୟୋଗ ଘଟିଛି। ମୃତ ବୃଦ୍ଧଙ୍କର ପରିଚୟ ମିଳିନାହିଁ। ଅନ୍ୟ ପକ୍ଷରେ ଦୁର୍ଘଟଣା ଗସ୍ତ ଗାଡ଼ିର […]
ଚାନ୍ଦପୁର/ନୟାଗଡ: ଆସନ୍ତା କାଲି ସାରା ଦେଶରେ ହେବ ଭୋଟ ଗଣତି। ସେଥିପାଇଁ ସବୁଆଡେ ଲାଗି ରହିଛି ରାଜନୈତିକ ତାତି। ଉଭୟ ଶାସକ ବିରୋଧିଙ୍କ ମଧ୍ୟରେ ଲାଗି ରହିଛି ଛକା ପଞ୍ଜା। ଏତିକି ବେଳେ ବିଭିନ୍ନ ପ୍ରକାର ଅଘଟଣ ଘଟାଇ ନିଜର ମନ୍ଦ […]
ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ବହୁ ପ୍ରତୀକ୍ଷିତ ତଥା ବହୁ ଲୋକଙ୍କ ଜୀଜ୍ଞାଶାର ପୂର୍ଣ୍ଣଛେଦ ପଡିବ। କାରଣ ଆସନ୍ତାକାଲି ଆସିବ ଭୋଟ ଗଣତିର ଫଳାଫଳ। କିଏ ଜିତିବ କିଏ ହାରିବ ତାହା ଆସନ୍ତାକାଲି ଜଣାପଡିବ। ଦୀର୍ଘ ଦିନ ଧରି ଖରାରେ ଟଙ୍କା ଖର୍ଚ୍ଚ […]
ଭୁବନେଶ୍ୱର: ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ। ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା। କେବଳ ଖାଦ୍ୟ ସୁସ୍ୱାଦ ହେବା ଜରୁରୀ ନୁହେଁ ସେତିକି […]
ଭୁବନେଶ୍ବର: ଶେଷ ଓଡିଶାର ଷୋଢଶ ବିଧାନସଭା ଭଙ୍ଗ ହୋଇଛି। ଏ ନେଇ ରାଜ୍ୟପାଳ ସ୍ବୀକୃତ ଦେବା ପରେ ସଂସଦୀୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ନିୟମ ଅନୁସାରେ ଏହି ମନ୍ତ୍ରୀ ମଣ୍ଡଳ ନୂଆ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟରେ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ଏହି କ୍ୟାବିନେଟ ବୈଠକ ହେଉଛି ଚଳିତ ବିଧାନସଭାର ଶେଷ ବୈଠକ। କାରଣ ଆସନ୍ତାକାଲି ଭୋଟ ଗଣତି ପରେ କିଏ ନୂଆ ସରକାର ଗଠନ କରିବ ତାହା ସ୍ପଷ୍ଟ ହେବ। […]