ଭୁବନେଶ୍ବର : ଭୁବନେଶ୍ବରଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତ ମହିଳାଙ୍କ ବୟସ 38 ବର୍ଷ ବୋଲି ଜଣାପଡିଛି । ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିଲେ ବି ତାଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା […]
ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 136 ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନ୍ଡିଆର୍ଏଫ୍ / ଓଡିଆରଏଫ୍/ଫାୟାର ସର୍ଭିସ୍ର 54 ଜଣ କର୍ମଚାରୀ ରହିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ 17 ଜଣ ଚିହ୍ନଟ […]
ଭୁବନେଶ୍ବର : ରାଜ୍ୟରେ ଆଜି 136 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 134ଜଣ ଚିହ୍ନଟ ହୋଇଥିବାବେଳେ 2ଟି ଲୋକାଲ […]
ସୀତାରାମ ଅଗ୍ରୱାଲ ଚିଲିକା : ଦେଶରେ ତାଲାବନ୍ଦ ସମୟରେ କମ୍ ହୋଇ ଯାଇଥିବା ରାସ୍ତା ଦୁର୍ଘଟଣାର ହାର ପୁଣି ବଢିବାରେ ଲାଗିଛି । ଟିକିଏ କଟକଣା କୋହଳ ହେବାରୁ ଅମାନିଆ ବାଇକ ଆରୋହୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଆଜି ଏକ […]
ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆଜିଠାରୁ ପୁଣିଥରେ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ସକାଳ 7ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ 22 ତାରିଖ ଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଯେଉଁମାନେ ଡିଏଲ୍ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବାଣପୁରରେ ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ ଡାଉନ । ଲକ ଡାଉନ ସମୟରେ ବାଣପୁରରେ ସକ୍ରିୟ ହୋଇ ଉଠିଛନ୍ତି ଚୋରା ଦେଶୀ ମଦ ବେପାରୀ । ବାରମ୍ବାର […]
ଭୁବନେଶ୍ବର : ଆସନ୍ତା କାଲି ଠାରୁ ପୁନର୍ବାର ଆରମ୍ଭ ହେବାକୁ ଯାଉଛି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । କରୋନା କାରଣରୁ ବନ୍ଦ ରହିଥିବା ଡିଏଲ୍ ଟେଷ୍ଟ ପୁଣି ଥରେ ଆରମ୍ଭ ହେବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି […]
ଭୁବନେଶ୍ବର : ରାଜ୍ୟରେ ରହିଥିବା 6ଟି ବିଶ୍ବ ବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି । କରୋନା ସ୍ଥିତି କାରଣରୁ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ସମସ୍ତ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ବୁଧବାର ଏନେ ରାଜ୍ୟ ସରକାରଙ୍କ […]
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି 6 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ବୟସ 38 ବର୍ଷ ହୋଇଥିବା ନେଇ […]
ଭୁବନେଶ୍ବର : ରାଜ୍ୟରେ ଆଉ 149 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନାରୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 2282କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା 149 ଜଣଙ୍କ ମଧ୍ୟରୁ ଗଞ୍ଜାମରୁ 57, ଖୋର୍ଦ୍ଧାରୁ 26, ବଲାଙ୍ଗୀରରୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦୁଇଯୁବକଙ୍କୁ ଉଦ୍ଧାର କରାଯାଇ ଏମ୍କେସିଜିରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଉଭୟ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । […]
ଭୁବନେଶ୍ବର : ଶ୍ରୀମନ୍ଦିର ସେବାୟତଙ୍କୁ ମିଲିବ ମାସ୍କ । ବୟନିକା କିମ୍ବା ଅନ୍ୟ ଏସଏଚଜି ସହ ମିଶି ମାସ୍କ ବ୍ୟବସ୍ଥା କରାଯିବ । ପ୍ରାୟ 5 ହଜାର ମାସ୍କ ପ୍ରସ୍ତୁତ କରାଯିବ । 2 ଦିନ ଭିତରେ ଏହି ମାସ୍କର ଡିଜାଇନ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ସବ୍ଜେଲ୍ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ସକାଳୁ ସବ୍ଜେଲ୍ ନିକଟରୁ ଏକ ମୃତ ଶରୀର ଉଦ୍ଧାର କରାଯାଇଥିଲା । ମୃତକଙ୍କ ନାମ ନାରାୟଣ ପାତ୍ର(40) ବୋଲି ଜଣାପଡିଛି । ଚାଉଳରେ […]
ରମେଶ ମହାନ୍ତି ଜଗତସିଂହପୁର : ସକାଳୁ ରାଜ୍ୟରେ 110 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରେ ଜଗତସିଂହପୁରରୁ 33 ଜଣ ଆକ୍ରାନ୍ତ ରହିଛନ୍ତି । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି […]
ଭୁବନେଶ୍ବର : ରାଜ୍ୟରେ ଆଜି 110 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଭାବରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 97 ଜଣ କ୍ବାରେଣ୍ଟିନ୍ରେ ରହିଥିବା ବେଳେ 13 ଜଣ ସ୍ଥାନୀୟ ବ୍ୟକ୍ତି ବୋଲି ଜଣାପଡିଛି । […]
ଭୁବନେଶ୍ବର : ରାଜ୍ୟରେ କ୍ବାରେଣ୍ଟିନ୍ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ଭଦ୍ରକର କୋରକୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରବାସୀ ଶ୍ରମିକ ଜଣକ ଗତକାଲି କୋଲକାତାରୁ ଫେରିଥିଲେ । ଗତକାଲି ଫେରିବା ପରେ କୋରକୋରା କ୍ବାରେଣ୍ଟିନ୍ କେନ୍ଦ୍ରରେ […]
କନ୍ଦର୍ପ ବେହେରା ରେଢାଖୋଲ : ଚାରମାଳ ନିକଟରେ ଜନୈକ ଯୁବକ ଆତ୍ମହତ୍ୟା କରିଛନ୍ତି । ଚାରମାଳ ଥାନା ଚୁଡାପୁର ଗ୍ରାମରେ ବୁଲୁ ବେହେରା(୨୨) ନାମକ ଯୁବକ ବିଷ ପାନ କରି ଆତ୍ମହତ୍ୟା କରିଛି । ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ,ପିଲାଟି […]
ଭୁବନେଶ୍ବର : ଭୁବନେଶ୍ବର ଏମ୍ସର 4 ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗଳବାର ଏହି 4 ଡାକ୍ତର ପଜିଟିଭ୍ ହୋଇଥିବା ଜଣାପଡିଛି । ଏମ୍ସର ନିର୍ଦ୍ଦେଶକ ବି ଗୀତାଞ୍ଜଳୀ ଏହି ସୂଚନା ଦେଇଛନ୍ତି । ସଂକ୍ରମିତ ହୋଇଥିବା 4 […]
ରମେଶ ମହାନ୍ତି ଜଗତସିଂହପୁର : ଆଜି ଅପରାହ୍ନରେ ରାଜ୍ୟରେ 140 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହା ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ 11 ଜଣ ଆକ୍ରାନ୍ତ ରହିଛନ୍ତି । ସୁସ୍ଥ ହୋଇଥିବା 11 ଜଣ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ୍ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ ସହ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୁରୁଷୋତ୍ତମପୁର ଥାନା […]
ଭୁବନେଶ୍ବର : ଚାଷୀଙ୍କ ସମସ୍ୟା ନେଇ କୃଷି ସଚିବ ସୌରଭ ଗର୍ଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ରାଜ୍ୟର 60 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି ଏବଂ ଚଳିତବର୍ଷ 96ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ […]