ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହଠାତ ରାଜ୍ୟପାଳ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ରାଜ୍ୟପାଳ ମେଡ଼ିକାଲରେ ଭର୍ତ୍ତି ହେବା ପରେ ଏହା […]
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 643 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 407 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ 44, ବାଲେଶ୍ବରରୁ […]
ଭୁବନେଶ୍ବର, ରାଜ୍ୟରେ କରୋନା ସ୍ଥିତି ନେଇ ଚିନ୍ତା ନ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିଲେ […]
ଭୁବନେଶ୍ବର, ରାଜଧାନୀ ଭୁବନେଶ୍ବରରେ କରୋନା କମିବା ନାଁ ନେଉନାହିଁ। ଆଜି ପୁଣି ଥରେ ଭୁବନେଶ୍ବର ସହରରୁ ଆଉ 126 ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକଡାଉନ ସତ୍ତ୍ବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି। ଆକ୍ରାନ୍ତ 126 ଜଣଙ୍କ ମଧ୍ୟରୁ 93 ଜଣ […]
କଟକ, କଟକ ସହରରୁ ଆଜି 34 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 34 ଆକ୍ରାନ୍ତଙ୍କ ମଧ୍ୟରେ 8 ଲୋକାଲ କେସ୍ ଥିବା ଜଣାଯାଇଛି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦେୱାନ ବଜାରରୁ 5 ସଂକ୍ରମିତ ହୋଇଛନ୍ତି। ରାଉସପାଟଣାରୁ 3 ମହିଳାଙ୍କ […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଶାଳଜଙ୍ଗ ପଞ୍ଚାୟତର ମାଳିତୋଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ନିଶାସକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ଏକ କାଠ ଫାଳିଆ ରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ […]
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି 2 ଦିନ ପାଇଁ ସ୍ଟଡାଉନ୍ ରହିବ। ଆଜିଠାରୁ ଏହି କଟକଣା ଲାଗୁ ହୋଇଥିବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଗତ 20 ତାରିଖରେ ଭୁବନ ଅଞ୍ଚଳରେ 3 ଜଣ କରୋନା ପଜିଟିଭ୍ […]
ରମେଶ ମହାନ୍ତି ଜଗତସିଂହପୁର : କଲେଜରେ ପାଠପଢିବାକୁ ଆସୁଥିବା ଯୁବପିଢିଙ୍କୁ ଉଚିତ୍ ଶିକ୍ଷାଦାନ କରି ଗଢିତୋଳିବା ଭଳି ଗୁରୁଦାୟିତ୍ୱରେ ଥିବା ଅଧ୍ୟାପକ ନିଜେ ଯଦି ନିଶାସକ୍ତ ଅବସ୍ଥାରେ ମଦ ଦୋକାନରେ ହଙ୍ଗାମା କରନ୍ତି ତେବେ ତାଙ୍କଠାରୁ ଶିକ୍ଷାପ୍ରାପ୍ତ ପାଇଁ ଆସୁଥିବା ଯୁବପିଢିଙ୍କ […]
ଭୁବନେଶ୍ବର : ଆଜି ପୁଣି 6ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ପାଞ୍ଚଜଣ କରୋନାରେ ଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ମୃତକଙ୍କ ମଧ୍ୟରେ 3 […]
ଭୁବନେଶ୍ବର : ଆଜି 27ଟି ଜିଲ୍ଲାରୁ ମୋଟ୍ 1264 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ 540 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 137, ରାୟଗଡାରୁ 84, ଗଜପତିରୁ 74,ନୟାଗଡରୁ 61, ସୁନ୍ଦରଗଡରୁ 60, […]
ଭୁବନେଶ୍ବର : ରାଜ୍ୟରେ ଆଜି 1264 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 847ଜଣ ଚିହ୍ନଟ ହୋଇଥିବାବେଳେ […]
ଜି. ଉଦୟଗିରି: କରୋନା ଯୋଦ୍ଧାରେ କୋଭିଡ୍ ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଦେଉଥିବାବେଳେ କୋଭିଡ୍ ଯୋଦ୍ଧାଙ୍କୁ ଅସମ୍ମାନ କରାଯାଉଛି। ଏପରିକି ତାଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ମଶାନରେ ଜାଗା ଦେଲେ ନାହିଁ ଲୋକେ। କରୋନାରେ ମୃତ୍ୟୁ ହୋଇଥିବା ଆଶଙ୍କା କରି […]
ବ୍ରହ୍ମପୁର : କରୋନା ଆଗରେ ଆମର ମାନବିକତା ବଳି ପଡିଯାଉଛି । ଏହି ମହମାରୀ ଯୋଗୁଁ ଲୋକଙ୍କ ମଧ୍ୟରେ ଘୃଣା ଓ ତିକ୍ତତା ବୃଦ୍ଧି ପାଉଛି । ମୃତଦେହ ଘଣ୍ଟା ଘଣ୍ଟା ଧରି ପଡିରହିଥିଲେ ବି କରୋନା ଡରରେ କେହି କାନ୍ଧ […]
ଚୌଦ୍ବାର : ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ ଜେଲ୍ଗୁଡିକରେ କରୋନା ମାମଲା ସାମ୍ନାକୁ ଆସୁଛି । ନିକଟରେ ବାଣପୁର ଜେଲ୍ର କଏଦୀମାନେ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ଚୌଦ୍ବାର ଜେଲ୍ର ଜଣେ ଅଭିଯୁକ୍ତଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି […]
ବିନିକା : ବିନିକାରେ ଟ୍ରିପଲ୍ ମର୍ଡର ହୋଇଛି । ବାପା ମାଆ ସହ 25 ବର୍ଷର ପୁଅକୁ ନିର୍ମମ ହତ୍ୟା । ଘର ଭିତରେ ପଡିଛି ବାପା ମାଆଙ୍କ ମୃତଦେହ । ଘର ବାହାରେ ପଡିଛି ପୁଅର ରକ୍ତାକ୍ତ ମୃତଦେହ । ତିନିଜଣଙ୍କ […]
ବରଗଡ : ବରଗଡ ଜିଲ୍ଲାରେ ଦିନକୁ ଦିନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଅଧା ଜିଲ୍ଲାକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି । ଆଜି ରାତି 9ରୁ 28 ତାରିଖ ରାତି 9ଟା ଯାଏ ସଟ୍ଡାଉନ୍ […]
ଜଗତସିଂହପୁର : ସ୍ବାମୀ- ସ୍ତ୍ରୀଙ୍କ ସମ୍ପର୍କ ସାତ ଜନ୍ମ ପାଇଁ । ସ୍ନେହ, ପ୍ରେମ ଓ ବିଶ୍ବାସର ଅତୁଟ ବନ୍ଧନ। ମାତ୍ର ସାମାନ୍ୟ କିଛି କାରଣ ପାଇଁ ଏହି ସମ୍ପର୍କ ଆଜି କଳଙ୍କିତ । ସାମାନ୍ୟ ଚା’ ପାଇଁ ଆଜି ଜଣେ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଏବେ କରୋନା କାୟା ବିସ୍ତାର କରି ଚାଲିଛି। କରୋନାକୁ ନେଇ ରାଜ୍ୟସରକାର ଅନେକ କଡା ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଏବେ ପ୍ରଶ୍ନର ବିଷୟ। ବାଣପୁର […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ […]
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 440 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ 83, ଗଂଜାମରୁ 68, ବାଲେଶ୍ବରରୁ 49, ମାଲକାନଗିରିରୁ 40, ଜଗତସିଂହପୁରରୁ 23, […]
ପୁରୀ, ଚଳିତ ବର୍ଷ ପୁରୀରେ ମହାପ୍ରଭୁଙ୍କ ତିନି ରଥ ଭଙ୍ଗାଯିବ ନାହିଁ। ଏହି ତିନି ରଥ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଏକ ମ୍ୟୁଜିୟମରେ ରଖିବାକୁ ଆପାତତଃ ସ୍ଥିର ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୁଧବାର ଦିନ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହା ସ୍ଥିର […]