ଭୁବନେଶ୍ବର: କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥିପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ସେ କଂଗ୍ରେସ ଭବନରୁ ଦିବା ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ ଅଫିସ ଯାଇଥିଲେ। ଏଥିରେ ପିସିସି ସଭାପତି ନିରଞ୍ଜନ […]
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ପୌର ନିର୍ବାଚନ ଗରମ। ଏଥର ୧୦୬ ଟି ପୌର ପରିଷଦ ଏବଂ ୩ ଟି ମହାନଗର ନିଗମରେ ନିର୍ବାଚନ ହେବ। ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ […]
ଭୁବନେଶ୍ବର: ଆଜି କଂଗ୍ରେସ ଭୁବନେଶ୍ବରର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଅନ୍ୟ ଦୁଇଦଳ କୌଣସି […]
ପ୍ରକାଶ ଦଳାଇ ଏଇ ମହାଶିବରାତ୍ରୀ ଦିନର ଘଟଣା। ସକାଳେ ମନ୍ଦିରର ଆଗରେ ଥିବା ଏକ ଦୋକାନରୁ ମୁଁ ଦୀପଟିଏ କିଣୁଥିଲି। ଦୋକାନରୁ ଟିକିଏ ଦୂରରେ ଜଣେ କେହି ପାଟି କରି କାହା ସହିତ ଫୋନରେ କଥା ହେଉଥିଲା। ସେପଟେ ଥିବା ଲୋକକୁ […]
ଭୁବନେଶ୍ବର: ବହୁ ବାଦବିବାଦ ମଧ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ବିଜେଡି ଏକ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। ପୂର୍ବରୁ ବିଜେଡିର ସ୍ଥିତି ଯାହା ଥିଲା ସେଥିରେ ଆହୁରି ଅଧିକ ବୃଦ୍ଧି ପାଇଛି। ତେବେ ଏହି ପଞ୍ଚାୟତ […]
ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନର ଚୁଡାନ୍ତ ବିଜେତା ତାଲିକା ପ୍ରକାଶ କରିଛନ୍ତି। ସେହି ଅନୁସାରେ ବିଭିନ୍ନ ଜୋନରେ ଯେଉଁମାନେ ବିଜୟ ଲାଭ କରିଛନ୍ତି ସେମାନଙ୍କ ନାମ ହେଲା. ଏହି ତାଲିକା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ହୋଇଛି।
ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନର ଚୁଡାନ୍ତ ବିଜେତା ତାଲିକା ପ୍ରକାଶ କରିଛନ୍ତି। ସେହି ଅନୁସାରେ ବିଭିନ୍ନ ଜୋନରେ ଯେଉଁମାନେ ବିଜୟ ଲାଭ କରିଛନ୍ତି ସେମାନଙ୍କ ନାମ ହେଲା.. ଏହି ତାଲିକା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ହୋଇଛି। ପରବର୍ତ୍ତି ଖବରରେ […]
ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍ ତାଲିକା ପ୍ରକାଶ ପାଇଛି ଓ ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ସମୁଦାୟ ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୪୮+ ୫୯ ଣ= ୧୦୭, […]
ଭୁବନେଶ୍ବର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ଦିନ ଧରି ଚାଲିଥିବା ଭୋଟ ଗଣତିରେ ସର୍ବାଧିକ ଆସନର ଫଳାଫଳ ଘୋଷଣା ହୋଇସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଆସନ ୮୫୧ ରୁ ୮୪୫ ଟି ଜିଲ୍ଲାପରିଷଦ ଆସନ ପାଇଁ […]
ଭୁବନେଶ୍ବର: ଚାଲିଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଗଣତି। ଏହି ପର୍ଯ୍ୟାୟରେ ଆଜି ମୋଟ ୨୩୧ ଟି ଜିଲ୍ଲା ପରିଷଦ ଜୋନରର ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ରିପୋର୍ଟ ଅନୁସାରେ ବିଜେଡି ସର୍ବାଗ୍ରେ ରହିଛି। ବିଜେଡି ଏପରିସ୍ଥିତିରେ […]
ଭୁବନେଶ୍ବର: ଆଜି ବିଧିବଧ ଭାବେ ପ୍ରକାଶ ପାଇଛି ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି। ଏହି ବିଜ୍ଞପ୍ତି ରାଜ୍ୟ ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି। ରାଜ୍ୟ ସମସ୍ତ ଜିଲ୍ଲାପାଳ ଅପିସ ଏବଂ ତହସିଲ ଅପିସରେ ଏହି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏହି […]
ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ରାଜ୍ୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଗଣତିର ଫଳାଫଳ ଘୋଷଣା କରିଛନ୍ତି। ଗତକାଲି ଏହି ଗଣତି ବିଭିନ୍ନ ବ୍ଲକରେ କରାଯାଇଥିଲା। ତେବେ ସୂଚନା ଅନୁସାରେ ଗଣନା ତାରିଖ- ୨୭.୦୨.୨୨ ସମୁଦାୟ ଜିଲ୍ଲା ପରିଷଦ ସଦସ୍ୟ […]
ଚିଲିକା: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ଏହି ଗଣତିରେ ବିଜେଡ଼ିର ବିପୁଳ ବିଜୟ ଦେଖିବାକୁ ମିଳିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ୧୪ ନଂ ଜିଲ୍ଲା ପରିଷଦ ଆସନରେ ବିଜେପି ବାଜିମାତ କରିଛି। […]
ଭୁବନେଶ୍ବର: ଆଜି ହେଉଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗଣତି। ଆଜି ମୋଟ 230ଟି ଜିଲ୍ଲା ପରିଷଦ ଜୋରର ଭୋଟ ଗଣତି ହେବ। ଆଜି ସକାଳ ଆଠଟାରୁ ଏହି ଗଣତି ପକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୧୪ […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ 2 ନମ୍ବର ଜିଲ୍ଲା ପରିଷଦ ଜୋନ୍ ରେ ଜଣେ ମହିଳା ଡାକ୍ତର ବିଜୟୀ ହୋଇଛନ୍ତି। ସେ ହେଲେ ନାସା ଗଳା କର୍ଣ୍ଣ ବିଶେଷଜ୍ଞ ଡାକ୍ତର ଲିପିକା ମାଝୀ। ତାଙ୍କର ଆଉ ଏକ ପରିଚୟ ହେଉଛି […]
ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ବିଧିବଧ ଭାବେ ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୧୫ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ହୋଇଥିଲା। ଏଥିରେ ବିଜେଡି-୨୮୧, ବିଜେପି -୧୫, କଂଗ୍ରେସ-୧୪, ସ୍ବାଧୀନ-୨ ଏବଂ ଅନ୍ୟାନ୍ୟ-୨ ଜଣ […]
ଭୁବନେଶ୍ବର: ଆଜି ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିଶନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ଘୋଷଣା କରିଛନ୍ତି। ଏହି ଫଳାଫଳ ସମସ୍ତେ ଅବଗତ ଥିଲେ ମଧ୍ୟ କମିଶନରଙ୍କ ତରଫରୁ ତାହା ଘୋଷଣା କରାଯାଇ ନ ଥିଲା। ବର୍ତ୍ତମାନ ଘୋଷଣା ଅନୁସାରେ […]