ଫଟୋ ଖବର

ଭୁବନେଶ୍ବର, ଭୁବନେଶ୍ବରର ବାପୁଜୀ ନଗରରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କୋଭିଡ19 ଆଇନି ଉଲ୍ଲଂଘନ ତଦାରଖ କରୁଛନ୍ତି। ସେ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ମଧ୍ୟ ଆଲୋଚନା କରୁଛନ୍ତି।

ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ର ଦେବେନ୍ଦ୍ର ଫଡନାବିଶ। ମହାରାଷ୍ଟ୍ରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ କରିଛନ୍ତି ଆଲୋଚନା।

ନୂଆଦିଲ୍ଲୀ, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଗାନ୍ଧୀ ସ୍ମୃତି ସମିତିରେ ଆୟୋଜିତ ହୋଇଥିବା ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି।

ଭୁବନେଶ୍ବର, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କିସ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି।

ଭୁବନେଶ୍ବର, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।.

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ 75 ତମ ଜନ୍ମଦିନ, ଏହି ଉପଲକ୍ଷେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ପ୍ରଦାନ କରାଯାଉଛି।

ଭୁବନେଶ୍ବର, ଆଜି ଆରମ୍ଭ ହୋଇଛି ବିଧାନସଭା। କରୋନା ମାହାମାରୀ ସଂକ୍ରାମଣକୁ ରୋକିବା ପାଇଁ ବହୁ ବ୍ୟବସ୍ଥା କରାଯାଇଛି। ଏହି ସୁରକ୍ଷା ଭିତରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ…

ଭୁବନେଶ୍ବର, ଆଜି ବିଧାନସଭା ଆରମ୍ଭ ହୋଇଛି। କୋଭିଡ ମହାମାରୀ ସମୟରେ ଏହା ହେଉଛି ପ୍ରଥମ ଅଧିବେଶନ। ଆଜି ନିର୍ଦ୍ଧାରିତ ସମୟରେ ବାଚସ୍ପତି ବିଧାନସଭା ପରିସରରେ ପହଁଞ୍ଚିବା ପରେ…

ଭୁବନେଶ୍ବର, ବିଭିନ୍ନ ସମୟରେ ଜଙ୍ଗଲ ବିଭାଗ ତରଫରୁ ଏକ୍ରାମ କାନନକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଚେଷ୍ଠା କରାଯାଇଛି। ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ କମ ଶେଷ ହେବା…

ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ ଅଲ୍ଲୀଙ୍କ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ଆଜି…

ମଣିପୁରରେ ମୁଖ୍ୟମନ୍ତ୍ରୀ 6 ଜଣ ମନ୍ତ୍ରୀଙ୍କୁ ବାହାର କରି 5 ଜଣଙ୍କୁ ନୂଆ ମନ୍ତ୍ରୀ ଭାବେ ନିଯୁ୍କ୍ତି ଦେଇଛନ୍ତି। ସେମାନେ ହେଲେ Shri S. Rajen, Shri…

ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା। ଦେଶରେ ଗ୍ୟାସ ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର।…