ମାସ୍କ ପିନ୍ଧି ବିଧାନସଭାକୁ ପ୍ରବେଶ କରୁଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

Published: Sep 29, 2020, 1:27 pm IST

ଭୁବନେଶ୍ବର, ଆଜି ଆରମ୍ଭ ହୋଇଛି ବିଧାନସଭା। କରୋନା ମାହାମାରୀ ସଂକ୍ରାମଣକୁ ରୋକିବା ପାଇଁ ବହୁ ବ୍ୟବସ୍ଥା କରାଯାଇଛି। ଏହି ସୁରକ୍ଷା ଭିତରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ଭିତରକୁ ପ୍ରବେଶ କରୁଛନ୍ତି।

Related posts