ଫଟୋ ଖବର

ନୂଆଦିଲ୍ଲୀ, ଆଜି ଓଡିଶାର ବିଜେପି ସାଂସଦମାନେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କ ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମ୍ବଲପୁରୀ ମାସ୍କ ପ୍ରଦାନ କରିଛନ୍ତି।

ବ୍ରହ୍ମପୁର, ମାସ ମାସ ଧରି କାମ ନ କରି ଘରେ ରହିବା ପରେ ବର୍ତ୍ତମାନ ପେଟ ପାଇଁ ପୁଣି ଥରେ କର୍ମ କ୍ଷେତ୍ରକୁ ବାହୁଡିବାକୁ ପଡିବ। ଶ୍ରମିକ…

ସାଲେପୁର, ଆମେରିକା ଇଣ୍ଡିଆ ଫାଉଣ୍ଡେସନ ତରଫରୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଆଶାକର୍ମୀ ମାନଙ୍କୁ କିଟ୍ ପ୍ରଦାନ।କେଭିଡ୍ ସମୟରେ ଆଶା ଭଉଣୀ ମାନେ ଯେଭଳି ଭାବରେ ଅତି…

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସର ସଶସ୍ତ୍ର ସେନା ବାହିନୀ ବିଭାଗ ମନ୍ତ୍ରୀ ସୁଶ୍ରୀ ଫ୍ଲୋରେନ୍ସ ପାର୍ଲେଙ୍କ ଉପସ୍ଥିତିରେ ଭାରତୀୟ ବାୟୁସେନାରେ ସାମିଲ ହେଲା…

ଭୁବନେଶ୍ବର, ଅନ୍ତାର୍ଜାତୀୟ ବାଲୁକାଶିଳ୍ପୀଙ୍କ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳା ଭୁବନେଶ୍ବର ବିମାନ ବନ୍ଦରରେ ଶୋଭା ପାଉଛି। ଏଥିରେ ସୁଦର୍ଶନ ଭଗବାନ ବୁଦ୍ଧ ଶୟନ ଅବସ୍ଥାର ଏକ…

ପାଟଣାଗଡ ବିଧାୟକ ସରୋଜ ମେହେର ପ୍ରବଳ ବର୍ଷା ଜନିତ ଘର ଗୁଡିକ ଭାଙ୍ଗି ଯାଇଥିବାରୁ ବେଲପଡା ବ୍ଲକ 24 ନଂ ଜୋନର ବିଭିନ୍ନ ଗ୍ରାମଗୁଡିକୁ ଯାଇ ଭାଙ୍ଗିଥିବା…

ବାଲେଶ୍ବର, ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ବନ୍ୟା ତଦାରଖ କମିଟି ଆଜି ବାଲେଶ୍ବରର ତଳସାହି, ଜଳେଶ୍ୱର ବନ୍ୟା ପ୍ରଭାବିତ…

ବିଏମସିର କମ୍ୟୁନିଟ ସଂଯୋଜକ ସସ୍ମିତା ସାହୁ କରୋନା ମୁକାବିଲା ବେଳେ କରୋନା ଆକ୍ରାନ୍ତ ହେଲେ। ଏହାପରେ ସେ ମୃତ୍ୟୁ ମୁଖରେ ପଡିଲେ। ଫଳରେ ବିଏମସି ତରଫରୁ ତାଙ୍କୁ…

ଭୁବନେଶ୍ବର, ଚଳିତ ଲଘୁଚାପ ଜନିତ ବନ୍ୟାରେ ବିଭିନ୍ନ ନଦୀ ଓ ଶାଖା ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟବଡ ଘାଇ ଏବଂ ଘଳିଆଗୁଡିକର ବନ୍ଦ କରାଯିବା କାର୍ଯ୍ୟ…

ଯାଜପୁର, ଲଗାତର ବର୍ଷାରେ ଯାଜପୁର ଜିଲ୍ଲାର ବରୀ ବ୍ଲକରେ ଅନେକ ଗାଁ ପାଣି ଘେରରେ ରହିଛି। ଜଣେ ଗର୍ଭବତୀ ମହିଳା ପାଣି ଘେରରେ ଫସି ଯାଇଥିବାରୁ ତାଙ୍କୁ…

ଭୁବନେଶ୍ବର, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି

ପୁରୀ, ନିଜ ବାଲୁକା କଳାରେ ଭାରତର ପୂବର୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ