ଆମେରିକା ଇଣ୍ଡିଆ ଫାଉଣ୍ଡେସନ ତରଫରୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆଶାକର୍ମିଙ୍କୁ କିଟ୍ ପ୍ରଦାନ

Published: Sep 12, 2020, 11:07 pm IST

ସାଲେପୁର, ଆମେରିକା ଇଣ୍ଡିଆ ଫାଉଣ୍ଡେସନ ତରଫରୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଆଶାକର୍ମୀ ମାନଙ୍କୁ କିଟ୍ ପ୍ରଦାନ।କେଭିଡ୍ ସମୟରେ ଆଶା ଭଉଣୀ ମାନେ ଯେଭଳି ଭାବରେ ଅତି ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ।

Related posts