ଫଟୋ ଖବର

କୋଲକାତା, କଲୋକାତାରେ ହୋଇଥିବା ଅମ୍ଫାନ ବାତ୍ୟା ମୁକାବିଲା ପାଇଁ ସେଠାକୁ ଓଡିଶାରୁ ଯାଇଛନ୍ତି ଓଡିଶା ବିପର୍ଯ୍ୟୟ ରାପିଡ ଆକ୍ସନ ଫୋର୍ସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ…

କଟକ, ଜିଲ୍ଲାର ପ୍ରତିଷ୍ଠିତ ବ୍ୟବସାୟୀ ଅବିନାଶ ଖେମକାଙ୍କ ତରଫରୁ କଟକ ଟାଙ୍ଗୀ ଜାତୀୟ ରାଜପଥରେ ପ୍ରଦାନ କରାଯାଉଛି ମାଗଣା ଖାଦ୍ୟ ପଦାର୍ଥ।

କୋଲକାତା, ଗତ ଅମ୍ଫାନ ବାତ୍ୟାରେ ଯେପରି ବର୍ଷା ହେଲା ସେଥିରେ ଅନେକ କ୍ଷୟକ୍ଷତି ଘଟିଯାଇଛି। ସେହିପରି ବହି ଦୋକାନୀମାନେ ମଧ୍ୟ ଏହି କ୍ଷତିର ସମ୍ମୁଖୀନ ହୋଇଛନ୍ତି। କାରଣ…

ବାରିପଦା, ଅମ୍ଫାନ ବାତ୍ୟାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାହାର ପ୍ରକୋପ ଦେଖାଇ ଫେରିଯାଇଛି। ଏଙି ସମୟରେ ବାତ୍ୟା ମୟୁରଭଂଜ ଜିଲ୍ଲାର ମଧ୍ୟ କିଛି କ୍ଷୟକ୍ଷତି କରିଦେଇଛି। ଜିଲ୍ଲାର…

ପାରାଦ୍ବୀପ, ଅମ୍ଫାନ ପ୍ରଭାବ ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲ୍ଲାରେ ପରିଲକ୍ଷିତ ହେବାରେ ଲାଗିଛି। ବିଶେଷ କରି ପାରାଦ୍ବୀପରେ ଏହାର ପ୍ରଭାବ ବେଶୀ ଦେଖାଯାଇଛି। ରେଳ ବିଭାଗର ପାରାଦ୍ବୀପରେ…

ବାଲେଶ୍ବର, ବାତ୍ୟା ଅମ୍ପାନର ପ୍ରକୋପ ସମୁଦ୍ର କୂଳିଆ ଗ୍ରାମଗୁଡିକରେ ପ୍ରଭାବ ପଡିବ। ସେଥିପାଇଁ ବାଲେଶ୍ବର ଜିଲ୍ଲାର ପ୍ରଶାସନ ପୋଲିସ ସହାୟତାରେ ସମୁଦ୍ରକୂଳିଆ ସ୍ଥାନଗୁଡିକରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି।…

ଭୁବନେଶ୍ବରେ, ଦୀର୍ଘଦିନ ଧରି ଚୁପ ଥିବା ବିଏମସି ଆଜି ପୁଣି ତତ୍ପର ହୋଇ ଉଠିଛି। ତତ୍ପର ହେବାର କାରଣ ହେଉଛି ଯେ, ଏହି ଦୋକାନଗୁଡିକ ସାମାଜିକ ଦୂରତା…

ଭୁବନେଶ୍ୱର,୧୫/୫: କରୋନା ଯୁଦ୍ଧରେ ସାମିଲ ଥିବା ଡାକ୍ତର, ପୋଲିସ, ବ୍ୟାଙ୍କ ଓ ବିଏମ୍‌ସି କର୍ମଚାରୀଙ୍କୁ ଆଜି ମାଉସି’ମା ଛକ ନିକଟ ଦିନବନ୍ଧୁ ଭିଲ୍ଲାଠାରେ ଦିନବନ୍ଧୁ ଭିଲ୍ଲା ୱେଲଫାୟାର…

ପୁରୀ, ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ଆଜି ମହାରାଣା ସେବକମାନେ ରଥ ଚକ ନିର୍ମାଣ କରି ସେଥିରେ ଅଖ ଯୋଡି ଦେଇଛନ୍ତି।