କୋଲକାତାରେ ଓଡିଆରଏଏଫ ଟିମ୍ ବନ୍ଦେ ଉତ୍କଳ ଜନନୀ ବୋଲି କରୋନା ଯୋଦ୍ଧାଙ୍କୁ କରୁଛନ୍ତି ସମ୍ମାନ

Published: Jun 1, 2020, 8:21 pm IST

କୋଲକାତା, କଲୋକାତାରେ ହୋଇଥିବା ଅମ୍ଫାନ ବାତ୍ୟା ମୁକାବିଲା ପାଇଁ ସେଠାକୁ ଓଡିଶାରୁ ଯାଇଛନ୍ତି ଓଡିଶା ବିପର୍ଯ୍ୟୟ ରାପିଡ ଆକ୍ସନ ଫୋର୍ସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସେମାନେ ମଧ୍ୟ ସାମିଲ ହୋଇଛନ୍ତି। କୋଲକାତାର ସଲଟ ଲେକ୍ ଷ୍ଟାଡିୟମରେ ସେମାନେ ସାମାଜିକ ଦୂରତା ବଜାଇ ରଖି ବୋଲିଛନ୍ତି ବନ୍ଦେ ଉତ୍କଳ ଜନନୀ।

 

Related posts