କୋଭିଡ ସତର୍କତା ସହ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି, ଆଜି ରଥ ଚକରେ ଯୋଡା ହେଲା ଅଖ

Published: May 15, 2020, 1:45 pm IST

ପୁରୀ, ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ଆଜି ମହାରାଣା ସେବକମାନେ ରଥ ଚକ ନିର୍ମାଣ କରି ସେଥିରେ ଅଖ ଯୋଡି ଦେଇଛନ୍ତି।

Related posts