ଫଟୋ ଖବର

ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ‘ଜୟ ଓଡ଼ିଶା’ ପକ୍ଷରୁ ଯୁବତୀଙ୍କ ମଟର ସାଇକେଲ ରାଲି, ସହିଦ ନଗର ଦୁର୍ଗା ମଣ୍ଡପରୁ ମହିଳା ଥାନାରେ ପହଁଚିଥିଲା ବାଇକ ରାଲି।…

ରବି ୠତୁରେ କୃଷକ ପଞ୍ଜିକରଣ (ଖରିଫ ବିକ୍ରୟ ଋତୁ ୨୦୨୦-୨୧) ପାଇଁ ଯାଜପୁରରେ ପ୍ୟାକ୍ସ ସେକ୍ରେଟାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଡିଇଓ ମାନଙ୍କୁ ତାଲିମ…

ପୁରୀ ଯିବା ବେଳେ ପିପିଲି ଠାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରୁଛନ୍ତି।

ଆଜି କଟକ ‘ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ’ ପରିସରରେ ଆୟୋଜିତ ‘ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା ବିଭାଗ’ର “ବିଂଶତମ ପ୍ରତିଷ୍ଠା ଦିବସ” ପାଳନ।…

ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେବା ପାଇଁ ତାମିଲନାଡୁ ବିଜେପି କର୍ମୀମାନେ କରିଛନ୍ତି ଅପେକ୍ଷା

କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାଁଙ୍କୁ କୋଚିରେ ସାକ୍ଷାତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭଗବାନ ମହାକାଳ ପ୍ରଭୃଙ୍କୁ ପରିବାର ସହିତ ଦର୍ଶନ କରୁଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ