ଶାରଜା: ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୫୨ ଟି ଲିଗ୍ ମ୍ୟାଚ୍ ର ଖେଳ ଶେଷ ହୋଇଯାଇଥିବା ବେଳେ କେବଳ ମୁମ୍ବାଇ ଇଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିପାରିଛି। ଆଇପିଏଲ ଇତିହାସରେ ଏହା ଏକ ପ୍ରଥମ ଘଟଣା ହେବ। ଲିଗ୍ […]
ଆବୁଧାବି: ଚଳିତ ଆଇପିଏଲରେ କିଙ୍ଗସ୍ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ଅରେଞ୍ଜ କ୍ୟାପ୍ ଦୌଡରେ ଆଗରେ ଥିବାବେଳେ ଦିଲ୍ଲୀ କ୍ୟାପିଟାଲସ୍ ଦ୍ରୁତ ବୋଲର କାଗିସୋ ରାବାଡା ପର୍ପଲ କ୍ୟାପ୍ ଦୌଡରେ ଶୀର୍ଷରେ ଅଛନ୍ତି। ଗତକାଲି ରାଜସ୍ଥାନ ରୟାଲସ ବିପକ୍ଷରେ କିଙ୍ଗସ୍ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍କୁ ମିଳିଛି ବଡ଼ ସଫଳତା। ପୋଲିସ୍ ପଞ୍ଝାରେ ପଡ଼ିଛନ୍ତି ରାଜ୍ୟର ତଥା ଦକ୍ଷିଣ ଓଡ଼ିଶାର ଆଇପିଏଲ୍ ବେଟିଂର ମୁଖ୍ୟ କିଙ୍ଗପିନ୍ ଏବଂ ସହଯୋଗୀ। ଏନେଇ ବ୍ରହ୍ମପୁର ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଦକ୍ଷିିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ […]
ଚେନ୍ନାଇ : ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଇର୍ଫାନ ପଠାନ ସିଲଭର ସ୍କ୍ରିନରେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ତାମିଲ ଫିଲ୍ମ କୋବ୍ରା ଜରିଆରେ ଇର୍ଫାନ ପଦାର୍ପଣ କରିବାକୁ ଯାଉଥିବା ବେଳେ ଗତକାଲି ଇର୍ଫାନଙ୍କ ଜନ୍ମଦିନରେ ଫିଲ୍ମର ଫାଷ୍ଟଲୁକ […]
ନୂଆଦିଲ୍ଲୀ: ଚଳିତ ଆଇପିଏଲର ପ୍ଲେ ଅଫ୍ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଗତକାଲି ବିସିସିଆଇ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫ୍ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତେବେ କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ପାଞ୍ଚ ତାରିଖରେ ପ୍ରଥମ ଯୋଗ୍ୟତା ମ୍ୟାଚ ଶ୍ରେଷ୍ଠ ଦୁଇଟି ଟିମ୍ […]
ଶାରଜା: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୪୬ ତମ ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ ବିପକ୍ଷରେ କିଙ୍ଗସ ଏକାଦଶ ପଞ୍ଜାବର ଲଢେଇ ହେବାକୁ ଯାଉଛି। ଉଭୟ ଦଳ ପାଇଁ ଏହି ମ୍ୟାଚଟି ଅତି ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟ ତାଲିକାରେ କୋଲକତା […]
ଦୁବାଇ: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ପଞ୍ଚମ ବ୍ୟାଟ୍ସମ୍ୟାନ୍ ତଥା ତୃତୀୟ ଭାରତୀୟ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ୨୦୦ ଛକା ମାରିଛନ୍ତି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ କୋହଲି […]
ଦୁବାଇ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୪୦ ଟି ମ୍ୟାଚ୍ ଶେଷ ହେବା ପରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପେସର୍ କାଗିସୋ ରାବାଡା ସମ୍ପୃକ୍ତ ବ୍ୟାଟିଂ ଏବଂ ବୋଲିଂ ତାଲିକାରେ […]
ଦୁବାଇ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଉ ଏକ ରେକର୍ଡ ନିଜ ନାମରେ କରିବାକୁ ଯାଉଛନ୍ତି । ପ୍ରଥମ ଖେଳାଳି ଭାବରେ ଆଇପିଏଲରେ 200 ମ୍ୟାଚ ଖେଳିବାକୁ ଯାଉଛନ୍ତି ଧୋନୀ । ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ […]
ଦୁବାଇ: କେକେଆର ଅଧିନାୟକ ପଦରୁ ଓହରିଛନ୍ତି ଦୀନେଶ କାର୍ତ୍ତିକ ।କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ଆଇପିଏଲ ମଧ୍ୟଭାଗରୁ ଅଧିନାୟକ ପଦରୁ ଓହରି ଯାଇଛନ୍ତି । କାର୍ତ୍ତିକ ଓହରିବା ସହିତ ଅଧିନାୟକ ଦାୟିତ୍ୱ ଇଓନ ମୋର୍ଗାନଙ୍କ ଉପରେ ନ୍ୟସ୍ତ କରାଯାଇଛି […]
ଲାହୋର, ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଜାଭେଦ୍ ମିଆଁଦାଦ ଦେଶରେ କ୍ରିକେଟ୍ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମିଆଁଦାଦ୍ କହିଛନ୍ତି ଯେ ଏହି ଖେଳର ତୃଣମୂଳ ସ୍ତରରେ କମ୍ପନ ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ଏଠାରେ ଏପରି ଘଟଣା […]
ଆଫଗାନିସ୍ଥାନ : ଭୟାନକ ସଡକ ଦୁର୍ଘଟଣାରେ କୋମାରେ ରହିଥିବା ଆଫଗାନିସ୍ଥାନର ଯୁବ କ୍ରିକେଟ ଖେଳାଳୀ ନଜୀବ ତରକାଇଙ୍କ ମୃତ୍ୟୁ ହୋଇଛି । 29 ବର୍ଷୀୟ ତରକାଇ ପୂର୍ବ ନାଙ୍ଗହାରରେ ରାସ୍ତା ପାର ହେଉଥିବାବେଳେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । […]
ମୁମ୍ବାଇ / ଭୁବନେଶ୍ୱର: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି। ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ ପ୍ରେମୀମାନେ ନିଜେ ଖେଳରେ ସାମିଲ୍ ହୋଇ ଆର୍ଷଣୀୟ ପୁରସ୍କାର […]
ଭୁବନେଶ୍ବର, ଆଜି ଇଲଟ୍ରୋନିକ୍ସ, ଆଇଟି ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋନପୁର ଗସ୍ତରେ ଆସି ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଏଥିସହିତ ସ୍ଥାନୀୟ ସର୍କିଟ ହାଉସରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଜିଲ୍ଲାର କ୍ରୀଡା ଭତ୍ତିଭୂମି ଉପରେ ଆଲୋଚନା କରିଥିଲେ। ଏଥିରେ ସୋନପୁର […]
ମୁମ୍ବାଇ: ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛିି। ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍ରେ ୩୯୯ ଟଙ୍କା […]
ନୂଆଦିଲ୍ଲୀ, ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ। ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ 8ଟି ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କରାଯିବ ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଅନ୍ତର୍ଭୁକ୍ତ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର […]
ନୂଆଦିଲ୍ଲୀ : କରୋନା ଭୟ ମଧ୍ୟରେ ଶେଷ ହୋଇଛି ୟୁଏସ ଓପନ 2020 । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ବିଜୟୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ଡୋମିନିକ ଥିମ । ଥିମ ଫାଇନାଲରେ ଋଷିଆର ଆଲେକଜାଣ୍ଡାର […]
ମୁମ୍ବାଇ : କରୋନା ପାଇଁ ଆଇପିଏଲ୍ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆରମ୍ଭ ହେଉଛି । ଚଳିତଥର ଆଇପିଏଲ୍ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ପୋଗ୍ରାମ ବା ସିଡ୍ୟୁଲ୍ ସମ୍ପର୍କରେ ଆଜି ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ […]
ନୂଆଦିଲ୍ଲୀ : କରୋନାକୁ ଦୃଷ୍ଟିରେ ରଖିଆଇପିଏଲର 13ତମ ସଂସ୍କରଣ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଖେଳାଳିଙ୍କ ସୁରକ୍ଷା ବିସିସିଆଇର ପ୍ରାଥମିକତା ଦେଇଛି। ଏହା ସହିତ ସମସ୍ତ ଖେଳାଳି ଏବଂ ଅଫିିସିଆଲଙ୍କ କରୋନା ପରୀକ୍ଷଣ ଏକାଧିକ ଥର କରାଯିବ । ଏନେଇ […]
ନ୍ୟୁୟର୍କ : ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ୟୁଏସ ଓପନରେ ଇତିହାସ ରଚିଛନ୍ତି । 2013ପରଠାରୁ ପ୍ରଥମ ଭାରତୀୟ ଖେଳାଳି ଭାବରେ ୟୁଏସ ଓପନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ନାଗଲ । ପ୍ରଥମ ରାଉଣ୍ଡରେ ଆମେରିକାର ବ୍ରାଡଲି କ୍ଲାନଙ୍କୁ […]
ନୂଆଦିଲ୍ଲୀ : ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭର୍ଚୁଆଲ ବ୍ୟବସ୍ଥାରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଦ୍ୟୁତି ଚାନ୍ଦଙ୍କୁ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥିଲେ। ଦ୍ୟୁତି କୋଲକାତରେ ରହି ଭର୍ଚୁୟାଲି ଏହି ପୁରସ୍କାର […]