ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ। ଏସୀୟ […]
ମୁମ୍ବାଇ: ଭାରତରେ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଏଲ୍ପି)ର ସଫଳତା ପାଇଁ ଆନ୍ତର୍ଜାତିକ ଅଲମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଅଲମ୍ପିକ୍ ମ୍ୟୁଜିୟମ୍ ସହ ମିଶି ରିଲାଏନ୍ସ ଫାଉଣ୍ଡେସନ ସହିତ ଏକ ସହଯୋଗିତାଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। କ୍ରୀଡ଼ା ଜରିଆରେ ଯୁବବର୍ଗଙ୍କ ମଧ୍ୟରେ […]
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଜିତିବାରେ ଭାରତକୁ ସାହାଯ୍ୟ କରିବାରେ କେ.ଏଲ୍ ରାହୁଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାହୁଲ ବିରାଟ କୋହଲିଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୧୬୫ ରନ୍ ଭାଗିଦାରୀ କରି ଦଳକୁ ବିଜୟ ଆଡକୁ […]
ନୂଆଦିଲ୍ଲୀ: ପାକିସ୍ତାନର କ୍ରୀଡ଼ା ଉପସ୍ଥାପିକା ତଥା ଆଙ୍କର୍ ଜେନାବ ଅବ୍ବାସ ୨୦୨୩ ବିଶ୍ୱକପ ମଝିରେ ଭାରତ ଛାଡିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାଇବର ଅପରାଧ, ଭାରତ ଏବଂ ହିନ୍ଦୁ ଧର୍ମକୁ ସମାଲୋଚନା କରିବା ପୂର୍ବରୁ ତାଙ୍କୁ ଭାରତ ଛାଡିବାକୁ କୁହାଯାଇଥିଲା। ତାଙ୍କର […]
ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ର ପଞ୍ଚମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆର ବିଜୟରେ ବିରାଟ କୋହଲି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କୋହଲି ୮୫ ରନର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍ ସମୟରେ ବିରାଟ […]
ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ବୋଲରଙ୍କ ଦ୍ୱାରା ଝଡ଼ ସୃଷ୍ଟି ହେବା ପରେ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ଚମତ୍କାର ଇନିଂସ ଖେଳି ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଛନ୍ତି। ୨୦୦ ରନ୍ ଟାର୍ଗେଟକୁ ପିଛା କରୁଥିବା ବେଳେ ମାତ୍ର […]
ନୂଆଦିଲ୍ଲୀ: ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ODI ବିଶ୍ୱକପ୍-୨୦୨୩ ର ପ୍ରଥମ ମ୍ୟାଚ୍ ଖେଳୁଛି। ପ୍ରଥମ ମ୍ୟାଚ୍ରେ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତରୁ ରକ୍ଷା ପାଇଛନ୍ତି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିର୍ଣ୍ଣୟ […]
ନୂଆଦିଲ୍ଲୀ: ଆଜି ୨୦୨୩ ଏକଦିବସୀୟ ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସଂଘର୍ଷ ହେବ। ଏହି ମ୍ୟାଚ୍ ପୂର୍ବରୁ ଷ୍ଟାର ଓପନର୍ ଶୁବମାନ ଗିଲଙ୍କ ଅସୁସ୍ଥତା ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅନେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି ଯେ, […]
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକ ସ୍କୋର କରି ଦକ୍ଷିଣ ଆଫ୍ରିକାର ଏଡନ ମାର୍କରମ ଇତିହାସ ସୃଷ୍ଟି କରିଛନ୍ତି। ସେ ମାତ୍ର ୪୯ ବଲରେ ନିଜର ଶତକ ପୂରଣ କରିଥିଲେ। ଏହାପୂର୍ବରୁ ଏହି ରେକର୍ଡ ଆୟର୍ଲାଣ୍ଡର କେଭିନ ଓ’ବ୍ରାଇନ୍ ଙ୍କ ପାଖରେ […]
ନୂଆଦିଲ୍ଲୀ: ୨୦୨୩ ଏସିଆନ୍ ଗେମ୍ସରେ ଭାରତର ଅଭିଯାନ ଶେଷ ହୋଇଛି। ଚୀନ୍ର ହାଙ୍ଗଝୋରେ ଆୟୋଜିତ ଏସୀୟ କ୍ରୀଡାରେ ଭାରତ ମୋଟ ୧୦୭ ପଦକ ଜିତିଛି। ଏଥିରେ ୨୮ ଟି ସ୍ୱର୍ଣ୍ଣ, ୩୮ ରୌପ୍ୟ ଏବଂ ୪୧ ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। […]
ଭୁବନେଶ୍ବର: ଏସୀୟ କ୍ରୀଡାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଓଡିଆ ଖେଳାଳୀ ଅମିତ ରୋହିତ ଦାସ। ସେଥିପାଇଁ ଭାରତ ହାସଲ କରିପାରିଛି ସ୍ବର୍ଣ୍ଣ। ଏହି ଖୁସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମିତ […]
ନୂଆଦିଲ୍ଲୀ: ବର୍ଷା ହେତୁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଧୋଇ ହୋଇଯାଇଛି। ଏହା ପରେ ଟିମ୍ ଇଣ୍ଡିଆକୁ ଚାମ୍ପିଅନ୍ ଘୋଷିତ କରାଯାଇଛି। ର଼୍ୟାଙ୍କିଙ୍ଗ ଆଧାରରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ପୁରୁଷ କବାଡି ମ୍ୟାଚ୍ରେ ଲାଲ୍ […]
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ-୨୦୨୩ ରେ ଭାରତ ଇତିହାସ ସୃଷ୍ଟି କରିଛି। ଭାରତୀୟ ଦଳ ୧୦୦ ପଦକ ଜିତିଛି। ଏହି ଖବର ଲେଖିବା ପର୍ଯ୍ୟନ୍ତ ଭାରତୀୟ ଦଳ ୨୫ ଟି ସ୍ଵର୍ଣ୍ଣ ପଦକ ଜିଟିଛି। ଫାଇନାଲରେ ଚାଇନାର ତାଇପେଇକୁ ପରାସ୍ତ କରି ଭାରତର […]
ନୂଆଦିଲ୍ଲୀ: ଆଜି ଏହି ବିଶ୍ୱକପ୍ର ପ୍ରଥମ ଡବଲ୍ ହେଡର୍ ହେବାକୁ ଯାଉଛି। ଆଜି ଦୁଇଟି ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ, ଅନ୍ୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦକ୍ଷିଣ […]
ନୂଆଦିଲ୍ଲୀ: ବିଭିନ୍ନ କ୍ରୀଡା କ୍ଷେତ୍ରରେ ଭାରତ କ୍ରମାଗତ ଭାବରେ ଅଗ୍ରଗତି କରୁଛି। ଏହା ହେଉଛି ପ୍ରମାଣ ଯେ, ଏସୀୟ ଗେମ୍ସରେ ଭାରତ ନିଜର ୭୨ ବର୍ଷ ପୁରୁଣା ଇତିହାସକୁ ପରିବର୍ତ୍ତନ କରିବାକୁ ଯାଉଛି। ଚଳିତ ବର୍ଷର ଏସୀୟ ଗେମ୍ସରେ ଭାରତର ୧୦୦ […]
ଭୁବନେଶ୍ବର: ଏସୀୟ କ୍ରୀଡାରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ଜିତିବା ପରେ ଚାରିଆଡେ ଖୁସିର ଲହରି ଖେଳିଯାଇଛି। ତେବେ ଏଥିରେ ଅଧିକ ଖୁସି ହୋଇଛି ଓଡିଶା। କାରଣ ଓଡିଶା ହେଉଛି ଭାରତୀୟ ହକି ର ପ୍ରାୟୋଜକ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]
ନୂଆଦିଲ୍ଲୀ: ଭାରତୀୟ ହକି ଦଳ ଏସିଆନ ଗେମ୍ସ-୨୦୨୩ ରେ ସ୍ୱର୍ଣ୍ଣ ହାସଲ କରିଛି। ଗତଥର ଏସିଆ ଚାମ୍ପିଅନ୍ ଜାପାନକୁ ଫାଇନାଲରେ ଟିମ୍ ଇଣ୍ଡିଆ ୫-୧ ରେ ପରାସ୍ତ କରିଛି। ଏହାପୂର୍ବରୁ ଭାରତ ଏବଂ ଜାପାନ ପୁଲ ରାଉଣ୍ଡରେ ମଧ୍ୟ ସଂଘର୍ଷ କରିଥିଲେ […]
ନୂଆଦିଲ୍ଲୀ: ଅନିରୁଦ୍ଧ କୁମାର ମିଶ୍ର ଜଣେ ପ୍ରସିଦ୍ଧ ଜ୍ୟୋତିଷ, ଯିଏକି ୨୦୧୧ ରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ ପୂର୍ବାନୁମାନ କରିଥିଲେ ଯେ, ଭାରତୀୟ ଦଳ ବିଶ୍ୱକପ ଜିତିବ। ଏବଂ ଏହି ସମୟ ଥିଲା ଯେତେବେଳେ ଟ୍ୱିଟର ମଧ୍ୟ ଆସି ନଥିଲା। […]
ନୂଆଦିଲ୍ଲୀ: ବିଶ୍ୱକପ ୨୦୨୩ ର ଦ୍ୱିତୀୟ ମ୍ୟାଚ୍ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ। ଯଦିଓ ଏହା ପାକିସ୍ତାନ ପାଇଁ କଷ୍ଟ ସାଧ୍ୟ ମ୍ୟାଚ ନୁହେଁ, ତଥାପି ବାବର ଆଜାମଙ୍କ ନେତୃତ୍ୱରେ […]
ନୂଆଦିଲ୍ଲୀ: ଏସୀୟ କ୍ରିଡା ପୁରୁଷ ସିଙ୍ଗଲ୍ସର ସେମିଫାଇନାଲ ମ୍ୟାଚରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପ୍ରଣୟଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହା ସହିତ ତାଙ୍କର ସ୍ୱର୍ଣ୍ଣ ପଦକର ସ୍ୱପ୍ନ ଭାଙ୍ଗିଯାଇଛି। କିନ୍ତୁ ପ୍ରଣୟ ତଥାପି ଇତିହାସ ସୃଷ୍ଟି କରିଛନ୍ତି। ୪୧ ବର୍ଷ […]
ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଏସିଆନ୍ ଗେମ୍ସ-୨୦୨୩ର ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ଶୋଚନୀୟ ଭାବରେ ପରାସ୍ତ କରିଛି। ଆଜି ହାଙ୍ଗଝୋରେ ଖେଳାଯାଇଥିବା ମ୍ୟାଚକୁ ଟିମ୍ ଇଣ୍ଡିଆ ୯ ୱିକେଟରେ ଜିତିଛି। ଏବେ ଭାରତୀୟ ଦଳ ଶନିବାର ଦିନ ସ୍ୱର୍ଣ୍ଣ ପଦକ […]