ରଣପୁର: ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଶନିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ ଖୋର୍ଦ୍ଧା ଓ ପୁରୀ ମଧ୍ୟରେ ଖେଳା ଯାଇଥିଲା। ପୁରୀ ସ୍ପୋର୍ଟସ ଟିମ ୧-୦ ଗୋଲରେ ଖୋର୍ଦ୍ଧା ସ୍ପୋର୍ଟସ ଟିମକୁ […]
ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଭାବରେ ନୂତନ ବର୍ଷ ୨୦୨୩ ଆରମ୍ଭ କରିବେ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେଉଛି। ଏହି ସିରିଜ ପାଇଁ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ […]
ଭୁବନେଶ୍ୱର: ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ୨୭ ତମ ଇଣ୍ଡିଆନ ଆସୋସିଏସନ୍ ଅଫ୍ କିକ୍ବକ୍ସିଂ ଅରଗାନାଇଜେସନ୍ସ (ଆଇଏକେଓ) ଜାତୀୟ କିକ୍ବକ୍ସିଂ ଚାମ୍ପିଅନ୍ସିପ୍ ୨୦୨୨ ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ଏହି ୪ ଦିନିଆ ଚାମ୍ପିଅନ୍ସିପ୍ରେ ଦେଶର ୧୫ଟି ରାଜ୍ୟରୁ ୫୦୦ରୁ […]
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ବ୍ୟାଟ୍ସମ୍ୟାନମାନେ ମ୍ୟାଚ୍ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ମ୍ୟାଚ୍ ଡ୍ର ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ପଏଣ୍ଟ ଟେବୁଲରେ ଅଧିକ […]
ରଣପୁର: ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଆଜି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ସେମି ଫାଇନାଲ ମ୍ୟାଚ ଗୋପାଳପୁର ଓ ଖଣ୍ଡପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ୩ଟି ଗୋଲ ଦେଇ ଫାଇନାଲକୁ ପ୍ରବେଶ […]
Rishabh Pant’s Car Crashed: ଆଜି ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କ୍ରିକେଟର ଋଷଭ ପନ୍ଥ। ଏହି ଦୁଃର୍ଘଟଣାଟି ଏତେ ତୀବ୍ର ହୋଇଛି ଯେ ପନ୍ଥ ତାଙ୍କ ଜୀବନ କିପରି ବଞ୍ଚାଇଲେ ତାହା ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କାରଣ ତାଙ୍କର […]
ନୂଆଦିଲ୍ଲୀ: କିମ୍ବଦନ୍ତୀ ଫୁଟବଲର୍ ପେଲେଙ୍କର ଦେହାନ୍ତ ହୋଇଛି। ପେଲେ ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଡସନ୍ ଆରାନ୍ତେସ୍ ଡୋ ନାସିମେଣ୍ଟୋ (ପେଲେ) ଏକମାତ୍ର ଖେଳାଳି ଥିଲେ, ଯିଏ ୧୯୫୮, ୧୯୬୨ ଏବଂ ୧୯୭୦ ରେ କ୍ରୀଡାର ସମ୍ମାନଜନକ […]
ନୂଆଦିଲ୍ଲୀ: ଚଳିତ ବର୍ଷ ଟି-୨୦ ବିଶ୍ୱ କପ ହରାଇବା ପରଠାରୁ ଭାରତୀୟ ଦଳକୁ ନେଇ ଅନେକ ଦାବି ଉଠିଛି। ଭାରତୀୟ କ୍ରିକେଟ୍ ବୋର୍ଡରୁ ମଧ୍ୟ ଦଳ ବିଷୟରେ ଭିନ୍ନ ଭିନ୍ନ ମତ ନିଆଯାଉଛି। ଏହି ସମୟରେ ବିସିସିଆଇ ଏକ ବଡ ପଦକ୍ଷେପ […]
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ସରକାର ବିଶ୍ବକପ ହକି ଆୟୋଜନରେ ମନୋନିବେଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ନିଜ ମନ୍ତ୍ରୀମାନଙ୍କୁ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ପଠାଇଛନ୍ତି। ଫଳରେ ଏବେ ରାଜ୍ୟର ସମସ୍ତ ମନ୍ତ୍ରୀ ବିଭିନ୍ନ ରାଜ୍ୟ ଗସ୍ତ କରି […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ ରେ ଅଗ୍ରଣୀ ହାସଲ କରିଛି। ବ୍ରିସବେନ୍ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ପ୍ରୋଟିଆଜକୁ ପରାସ୍ତ କରିଛି। ଏହି ବକ୍ସିଂ ଡେ […]
ନୂଆଦିଲ୍ଲୀ: ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଅଧିନାୟକ ହେବେ। […]
ଭୁବନେଶ୍ୱର : ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ୨୩ ଦିନର ଧାରଣାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଓଡ଼ିଶା କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକାମାନେ ହକି ଷ୍ଟିକ୍ ତିଆରି ଓ ସଂକୀର୍ତ୍ତନ କରି ଅଭିନବ ଉପାୟରେ ରାଜ୍ୟ […]
Hockey World Cup: ଆଜି ଓଡିଶାରେ ପହଁଚିଛନ୍ତି ହକି ଇଣ୍ଡିଆ ଟିମ। ସେମାନେ ଭୁବନେଶ୍ବରରେ ପହଁଚିବା ପରେ ତାଙ୍କୁ ଓଡିଶା ହକି ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେମାନେ ଅପରାହ୍ନ ୩ଟା ୫ରେ ଭୁବନେଶ୍ବରରୁ ବାହାରି ଅପରାହ୍ନ ୪ଟା ୧୦ରେ ଝାରସୁଗୁଡ଼ା […]
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ, ଏହି ସିରିଜ୍ ପୂର୍ବରୁ ଏକ ବଡ ଅପଡେଟ୍ ଆସୁଛି। ବାସ୍ତବରେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟି-୨୦ ଇଣ୍ଟରନ୍ୟାସନାଲରୁ […]
ଭୁବନେଶ୍ୱର: ଡିସେମ୍ବର ୨୯ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଷ୍ଟାଡିୟମ୍ରେ ୨୭ ତମ ସିନିୟର୍ ଆଇଏକେଓ ଜାତୀୟ କିକ୍ବକ୍ସିଂ ଚାମ୍ପିଅନ୍ସିପ୍ ଆୟୋଜିତ ହେବ। ଏହି ଚାମ୍ପିଅନ୍ସିପ୍ରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୫୦୦ […]
ନୂଆଦିଲ୍ଲୀ: ନୂତନ ବର୍ଷର ଆରମ୍ଭ ସହିତ ଭାରତୀୟ ଦଳକୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଏବଂ ଦିନିକିଆ ମ୍ୟାଚ୍ ଖେଳିବାକୁ ପଡିବ। ୩ ଟି ମ୍ୟାଚ୍ ର ଟି-୨୦ ଏବଂ ସମାନ ସଂଖ୍ୟକ ମ୍ୟାଚ୍ ର ଦିନିକିଆ ସିରିଜ୍ ଜାନୁଆରୀ ୩ ତାରିଖରୁ […]
ନୂଆଦିଲ୍ଲୀ: ଜାନୁଆରୀ ୩ ତାରିଖରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଚୟନ କରାଯିବ। ବର୍ତ୍ତମାନ ବିସିସିଆଇ ନୂତନ ଚୟନ କମିଟି ଚୟନ କରିନାହିଁ, ତେଣୁ ଏହି ସିରିଜ୍ ପାଇଁ କେବଳ ପୁରୁଣା […]
ରଣପୁର: ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ପରିସରରେ ଆନ୍ତଃ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ହକି ମ୍ୟାଚ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ବିଦ୍ୟାଳୟର ହକି ଟିମ ଯୋଗ ଦେବ। ଉତ୍କଳ ବିଶ୍ୱ ବିଦ୍ୟାଳୟ ମଧ୍ୟ ଏହି ହକି ଟିମରେ ସାମିଲ […]
ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଂଚିଥିବା ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଶହ ଶହ ଛାତ୍ରଛାତ୍ରୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ୱାର୍ଲଡ୍ କପ୍ ଟ୍ରଫି ବହନ କରିଥିବା ଗାଡିଟିକୁ ବାଦ୍ୟ […]
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ଛୋଟ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ଯୋଡିହୋଇଛନ୍ତି। ଦଳ ୧୭.୫ କୋଟିରେ ଗ୍ରୀନ୍ କୁ କିଣିଛି। ଏହି ଦଳରେ ଗ୍ରୀନ୍ ସାମିଲ ସହିତ ନିକଟରେ ଅବସରପ୍ରାପ୍ତ କିରନ୍ ପୋଲାର୍ଡଙ୍କ […]
ନୂଆଦିଲ୍ଲୀ: ଢାକାରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ବାଂଲାଦେଶକୁ ତିନି ୱିକେଟରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତି ନେଇଛି। ଏହି ସିରିଜରେ କ୍ଲିନ୍ ସୁଇପ୍ ପାଇବାର ଲାଭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ପଏଣ୍ଟ ଟେବୁଲରେ […]