ନାଗପୁର: ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୬ ୱିକେଟ୍ ରେ ପରାସ୍ତ କରିଛି। ଏହି ବର୍ଷା ବାଧାପ୍ରାପ୍ତ ୮ ଓଭର ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଖେଳିବା ପରେ ଟିମ୍ ଇଣ୍ଡିଆକୁ ୯୧ ରନ୍ ଲକ୍ଷ୍ୟ ଦେଇଥିଲା, […]
ଭୁବନେଶ୍ୱର: ଶେଷରେ ହକି ଇଣ୍ଡିଆ ସଭାପତି ହୋଇଛନ୍ତି ଓଡ଼ିଆ ପୁଅ। ଆନ୍ତର୍ଜାତୟ ହକି ତାରକା ଦିଲ୍ଲୀପ ତିର୍କୀ ହୋଇଛନ୍ତି ସଭାପତି। ପୂର୍ବତନ ଭାରତୀୟ ହକି କ୍ୟାପେଟନ ଦିଲ୍ଲୀପ ତିର୍କୀ। ଆସନ୍ତା ଅକ୍ଟୋବର ୧ତାରିଖରେ ହକି ଇଣ୍ଡିଆ ସଭାପତି ନିର୍ବାଚନ ହେବାକୁ ଥିଲା। […]
ନୂଆଦିଲ୍ଲୀ: ରୋଡ ସେଫ୍ଟି ୱାର୍ଲ୍ଡ ସିରିଜର ୧୪ ତମ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ବିଜୟୀ ହୋଇଛି। ଇଂଲଣ୍ଡ ଲିଜେଣ୍ଡ୍ସ ବିରୋଧରେ ଇଣ୍ଡିଆ ଲିଜେଣ୍ଡ୍ସ ୪୦ ରନ ବ୍ୟବଧାନରେ ବିଜୟୀ ହୋଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ପ୍ରଥମେ ବ୍ୟାଟିଂ କରି […]
ନୂଆଦିଲ୍ଲୀ: କରାଚିରେ ଖେଳାଯାଇଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦୦ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜୱାନ ଦଳକୁ […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଟିମ୍ ଇଣ୍ଡିଆ ହାରିଛି। ଏବେ ଦ୍ୱିତୀୟ ମ୍ୟାଚ୍ରେ ସେ ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ। ଆଗାମୀ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ଏକ […]
ନୂଆଦିଲ୍ଲୀ: ଏସିଆ କପରେ ଟିମ୍ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ପରେ କୋଚ୍ ରାହୁଲ ଦ୍ରାବିଡଙ୍କ ଚିନ୍ତା ବୃଦ୍ଧି ପାଇଛି। ତେବେ ବିଶ୍ୱକପ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରାହୁଲ ଦ୍ରାବିଡ ପ୍ରସ୍ତୁତ ହୋଇଛନ୍ତି। ଏହି ଧାରାବାହିକରେ ରାହୁଲ ଦ୍ରାବିଡ଼ ବିସିସିଆଇ ସମ୍ମୁଖରେ […]
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଅମୃତସରସ୍ଥିତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର କ୍ରୀଡ଼ାବିତ୍ମାନଙ୍କ (ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ, ଅଖିଳ ଭାରତ ଆନ୍ତଃ- ବିଶ୍ୱବିଦ୍ୟାଳୟ ଚାମ୍ପିଅନସିପ୍ […]
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜି ଠାରୁ ଆରମ୍ଭ ହେଉଛି। ଆଗାମୀ ଟି-୨୦ ବିଶ୍ୱକପ ଦୃଷ୍ଟିରୁ ଏହି ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଏଠାରେ ଏହାର ଖେଳାଳି ଏକାଦଶରେ […]
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ 27 ଅଗଷ୍ଟ 2022 ରେ ବର୍ଷ 2022 ପାଇଁ ରାଷ୍ଟ୍ରୀୟ ଖେଳ ପୁରସ୍କାର ଅର୍ଥାତ୍ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ରାଷ୍ଟ୍ରୀୟ […]
ନୂଆଦିଲ୍ଲୀ: ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ୨୦୨୨ ଆୟୋଜିତ ହେବ। ଏହି ଟି -୨୦ ବିଶ୍ୱକପ ପାଇଁ ୧୩ ଟି ଦେଶ ନିଜ ଦଳ ଘୋଷଣା କରିଛନ୍ତି। ବର୍ତ୍ତମାନ ଦଳ ଘୋଷଣା କରିବା ପରେ ସମସ୍ତ ଦେଶ ମଧ୍ୟ […]
ନୂଆଦିଲ୍ଲୀ: ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କରିଛନ୍ତି। ବେଲଗ୍ରଡରେ ଚାଲିଥିବା ବିଶ୍ୱ ରେସଲିଂ ଚାମ୍ପିଅନସିପରେ ବଜରଙ୍ଗ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସମ୍ମାନଜନକ ଚାମ୍ପିଅନସିପରେ ସାମଗ୍ରିକ ଭାବେ ବଜରଙ୍ଗଙ୍କ ଚତୁର୍ଥ ପଦକ। ଏହା […]
ନୂଆଦିଲ୍ଲୀ: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଖେଳାଯିବ। ଏଥି ସହିତ ଏହି ଦୁନିଆର ପ୍ରଥମ ଭାରତୀୟ ଦଳର ନୂଆ ଜର୍ସି ଜାରି କରାଯାଇଛି। ଏହି ଟିମ୍ ଜର୍ସି ନୀଳ ରଙ୍ଗର ଅଟେ। ଯେଉଁଥିରେ ତିନୋଟି ତାରକା ଅଛି। ଜର୍ସିର […]
ଭୁବନେଶ୍ବର: ଆଜି ହକି ଇଣ୍ଡିଆର ସଭାପତି ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଆନ୍ତର୍ଜାତୀୟ ହକି ଖେଳାଳୀ ତଥା ପୂର୍ବତନ କ୍ୟାପେଟନ ଦିଲ୍ଲୀପ ତିର୍କୀ। ସେ ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ଦିଲ୍ଲୀପ ସୂଚନା ଦେଇଛନ୍ତି। ସେ କହିଛନ୍ତି […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ଭାରତ ଗସ୍ତରେ ଅଛି। ସେପ୍ଟେମ୍ବର ୨୦ ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ମୋହାଲିରେ ଅନୁଷ୍ଠିତ ହେବ। ଏଥି […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି। ଅଲ୍ ଇଣ୍ଡିଆ ସିନିୟର ଚୟନ କମିଟି ଏଥିପାଇଁ ୧୬ ଜଣିଆ ଦଳ ଚୟନ କରିଛି। ଦଳର ନେତୃତ୍ଵ ସଞ୍ଜୁ ସାମସନଙ୍କୁ ହସ୍ତାନ୍ତର କରାଯାଇଛି। […]
ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ତଥା ରେକର୍ଡଧାରୀ ୱିକେଟ ରକ୍ଷକ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ (କୋଟ୍) ଭାବେ ନିଯୁକ୍ତ କରାଯାଇଛି। ତାଙ୍କ କାର୍ଯ୍ୟକାଳ ଆଇପିଏଲ୍ ୨୦୨୩ରୁ ଆରମ୍ଭ ହେବ। ଜଣେ ୱିକେଟ୍ ରକ୍ଷକ, […]
ନୂଆଦିଲ୍ଲୀ: ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏବେ ଦଳର ବ୍ୟାଟିଂ ଅର୍ଡର ନେଇ ଚର୍ଚ୍ଚା ଜୋର ଧରିଛି। କିଛି ପୂର୍ବତନ କ୍ରିକେଟର ବିରାଟ କୋହଲିଙ୍କୁ ଓପନିଂ ଦେଖିବାକୁ ଚାହୁଁଥିବାବେଳେ କେତେକ […]
ନୂଆଦିଲ୍ଲୀ: ଗତକାଲି ପାକିସ୍ତାନର ପୂର୍ବତନ ଅମ୍ପାୟର ଅସଦ ରଉଫଙ୍କ ଦେହାନ୍ତ ହୋଇଛି। ସେ ଲାହୋରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଭାଇ ତାହିର ରଉଫ କହିଛନ୍ତି ଯେ, ସେ ଲାହୋରରେ ପୋଷାକ ଓ ଜୋତା ଦୋକାନ ଚଲାଉଥିଲେ। ଯେତେବେଳେ ଅସଦ […]
ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ପାଇଁ ଏକ ବିଶ୍ୱସ୍ତରୀୟ କ୍ରିକେଟ୍ ପରମ୍ପରା ଗଠନ କରିବା ଲାଗି ଏମ୍ଆଇ ପକ୍ଷରୁ ମାହେଲା ଜୟବର୍ଦ୍ଧନେ ଓ ଜାହିର ଖାନଙ୍କୁ ନୂଆ ଦାୟିତ୍ୱ ସହିତ ପଦୋନ୍ନତି ପ୍ରଦାନ କରାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ସହିତ ଏମ୍ଆଇ ଏମିରେଟ୍ସ […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍ ମହିଳା ବିଶ୍ୱ କପ୍ ୨୦୨୨ ଭାରତରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ […]
ନୂଆଦିଲ୍ଲୀ: ଭାରତର ତାରକା ଏମଏଏ ଯୋଦ୍ଧା ରିତୁ ଫୋଗଟ ପୁଣି ଥରେ ରିଙ୍ଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ୱାନ୍ ଚାମ୍ପିଅନସିପ୍ ରେ ରିତୁ ଅଂଶଗ୍ରହଣ କରିବେ, ଯାହା ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେଉଛି। ଇଣ୍ଡିଆନ୍ ଟାଇଗର୍ସ ଭାବରେ ଜଣାଶୁଣା […]