ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ ୨-୧ରେ ପରାସ୍ତ କରି ଭାରତୀୟ ଦଳ ଏହି ସିରିଜ ଜିତିଛି। ଏଥି ସହିତ, ଏହି ସିରିଜ୍ ଜିତିବା ପରେ ଭାରତୀୟ ଦଳକୁ ଏକ ବଡ଼ ଫାଇଦା ମିଳିଛି। ବାସ୍ତବରେ ଟିମ୍ […]
ଖୋର୍ଦ୍ଧା: ଆନ୍ତଃଜାର୍ତୀୟ ଫୁଟବଲ ଫେଡ଼େରେସନ୍ ସଂଗଠନ (ଫିଫା) ଦ୍ୱାରା ଆୟୋଜିତ ଫିଫା ମହିଳା ଫୁଟବଲ ବିଶ୍ୱକପ୍ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ଓଡ଼ିଶାର ୩୦ ଗୋଟି ଜିଲ୍ଳାରେ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା […]
ନୂଆଦିଲ୍ଲୀ: ଭାରତର ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ରୋଜର ବିନ୍ନି ମଙ୍ଗଳବାର ଦିନ ବିସିସିଆଇ ର ସଭାପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି ଏବଂ ଶୀର୍ଷ ପଦବୀରେ ତାଙ୍କୁ ବିନା ନିର୍ବାଚିତ କରାଯିବ ବୋଲି ଆଶା କରାଯାଉଛି। […]
ଭୁବନେଶ୍ବର: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି। ଶ୍ରୀ ଠାକୁର […]
ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ୍ ବାଂଲାଦେଶ ମହିଳା ଏସିଆ କପ୍ରୁ ବାଦ୍ ପଡିଛି। ଆଜି ୟୁଏଇ ମଧ୍ୟରେ ବାଂଲାଦେଶର ଏକ ମ୍ୟାଚ୍ ଥିଲା। କିନ୍ତୁ, ସିଲହଟରେ ହେବାକୁ ଏହି ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇଛି। ଫଳରେ ଆୟୋଜକ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି। […]
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖେଳାଯିବ। ତେବେ ଦିଲ୍ଲୀର ପାଗକୁ ଦେଖି ବର୍ଷା ହେତୁ ଏହି ମ୍ୟାଚ୍ ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ଏହି ତିନି ମ୍ୟାଚ୍ […]
ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ବିଶ୍ବ ମହାସମର ଫିଫା ବିଶ୍ବକପ। ଖେଳାଯିବ ୧୭ ବର୍ଷରୁ କମ ବର୍ଗର ଫୁଟବଲ ବିଶ୍ବକପ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମକୁ ପୁରା ସଜେଇ ଦିଆଯାଇଛି। ସମ୍ବଲପୁରୀ ଶାଢୀ ଢାଞ୍ଚାରେ ଷ୍ଟାଣ୍ଡିୟମ ପରିସର କରାଯାଇଛି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ସମଗ୍ର ଭାରତବର୍ଷରେ ୭୦୦ରୁ ଅଧିକ ଜିଲ୍ଲାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡ଼ାଯିବ। ଫିଫା, ୟୁନିସ୍କୋ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ […]
ନୂଆଦିଲ୍ଲୀ: ଆଜି ମହିଳା ଏସିଆ କପରେ ଭାରତୀୟ ଦଳ ଥାଇଲ୍ୟାଣ୍ଡ ଉପରେ ଏକ ବଡ ବିଜୟ ପଞ୍ଜିକରଣ କରିଛି। ପ୍ରଥମେ ବୋଲିଂ କରି ଭାରତୀୟ ଦଳ ଥାଇଲାଣ୍ଡ ଦଳକୁ ମାତ୍ର ୩୭ ରନ୍ ରେ ବାନ୍ଧି ରଖିଥିଲା। ଏହା ପରେ ଭାରତୀୟ […]
ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍ ରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ଲକ୍ଷ୍ନୌରେ ପରାଜୟର ପ୍ରତିଶୋଧ ନେଇ ସିରିଜକୁ ୧-୧ରେ ବରାବର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ସଭାପତି କଲ୍ୟାଣ ଚୌବେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି। ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରେ ଅନୁଷ୍ଠିତ ହେବାକୁ ଥିବା ୧୭ […]
ନୂଆଦିଲ୍ଲୀ: ମହିଳା ଏସିଆ କପରେ ୨୪ ଘଣ୍ଟା ମଧ୍ୟରେ ପଡ଼ିଆରେ ଅବତରଣ କରିଥିବା ଭାରତୀୟ ଦଳ ପରାଜୟକୁ ଭୁଲି ବିଜୟ ଟ୍ରାକକୁ ଫେରିଛି। ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ନିୟମିତ ଅଧିନାୟକ ହରମାନପ୍ରୀତ କୌରଙ୍କ ବିନା ଆଜି ୫୯ ରନ୍ ରେ […]
ନୂଆଦିଲ୍ଲୀ: ମହିଳା ଟି-୨୦ ଏସିଆ କପ୍ ୨୦୨୨ରେ ପାକିସ୍ତାନ ଭାରତକୁ ୧୩ ରନ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ୧୩୮ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତୀୟ ଦଳ ମାତ୍ର ୧୨୪ ରନ୍ ସ୍କୋର […]
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯାଇଛି। ଲକ୍ଷ୍ନୌରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୯ ରନରେ ପରାସ୍ତ କରିଛି। ପ୍ରଥମେ […]
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଦିନିକିଆ ମ୍ୟାଚ୍ ଖେଳିବ। ଏହି ଦିନିକିଆ […]
ଭୁବନେଶ୍ଵର: ଅକ୍ଟୋବର ୨ ତାରିଖ ୨୦୨୨ ରେ ସଂଯୁକ୍ତ ଆରବ ଏମିରେଟ୍ସରେ ବିଶ୍ୱର ସର୍ବବୃହତ ପ୍ରବାସୀ ଓଡିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୯ମ ସଂସ୍କରଣ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଏକ ସ୍ମରଣୀୟ ମ୍ୟାଚ ଦୁଇ ଦଳ ମଧ୍ୟରେ ଖେଳାଯାଇଛି। ଓଡିଆ ଗ୍ଲାଡିଏଟର୍ସ […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ସମସ୍ତ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଆଇସିସି ଟି-୨୦ ବ୍ୟାଟିଂ ର଼୍ୟାଙ୍କିଙ୍ଗକୁ ନେଇ ଚର୍ଚ୍ଚା ଜାରି ରହିଛି। ବାସ୍ତବରେ ଭାରତର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଟି-୨୦ […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ୨-୧ ରେ ଜିତିବା ପରେ ଭାରତୀୟ ଦଳ ବର୍ତ୍ତମାନ ପରବର୍ତ୍ତୀ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଛି। ଭାରତର ପରବର୍ତ୍ତୀ ବଡ କାର୍ଯ୍ୟ ହେଉଛି ଆଇସିସି ଟି-୨୦ ବିଶ୍ୱକପ […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆହତ କାରଣରୁ ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଟି-୨୦ ବିଶ୍ୱକପରୁ ବାଦ୍ ଦିଆଯାଇଛି। ସୋମବାର ରାତିରେ ବିସିସିଆଇ […]
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ଆଜି ସନ୍ଧ୍ୟାରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଟିମ୍ ଇଣ୍ଡିଆ ଏହି ସିରିଜର ଉଭୟ ଓପନିଂ ମ୍ୟାଚ୍ ଜିତି ଏହି ସିରିଜ୍ କବଜା […]
ନୂଆଦିଲ୍ଲୀ: ଅକ୍ଟୋବର ୪ ତାରିଖରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ସିରିଜରେ ୨-୦ ଅଗ୍ରଣୀ ହାସଲ କରିବା ପରେ ଟିମ୍ ଇଣ୍ଡିଆ ତୃତୀୟ ଟି-୨୦ […]