ନୂଆଦିଲ୍ଲୀ: ଆଇସିସି ଅଣ୍ଡର-୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ବାଂଲାଦେଶକୁ ଭାରତ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଆଣ୍ଟିଗୁଆରେ ଖେଳାଯାଇଥିବା ମ୍ୟାଚରେ ଭାରତ ୫ ୱିକେଟରେ ଜିତିଛି। ଫେବୃଆରୀ ୨ ତାରିଖରେ ହେବାକୁ ଥିବା ସେମିଫାଇନାଲରେ ଏବେ ଭାରତ ଅଷ୍ଟ୍ରେଲିଆକୁ […]
ନୂଆଦିଲ୍ଲୀ: ଅଣ୍ଡର-୧୯ ବିଶ୍ୱକପ୍ର କ୍ୱାର୍ଟର ଫାଇନାଲରେ ଆଜି ସନ୍ଧ୍ୟା ୬.୩୦ ରେ ବାଂଲାଦେଶ ସହ ଭାରତ ମୁହାଁମୁହିଁ ହେବ। ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଗୋଟିଏ ଭଲ କଥା ହେଉଛି କରୋନା କାରଣରୁ ଦଳରୁ ବାଦ ପଡିଥିବା ଗୁରୁତ୍ୱପୂର୍ଣ୍ଣ ଖେଳାଳିମାନେ […]
ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଗୋଟିଏ ମିନିଟ୍ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ […]
ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ୍ ଭାରତୀୟ ଦଳ ଆଜି ଚାଇନାକୁ ୨-୦ ରେ ପରାସ୍ତ କରି ମହିଳା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି। କୋରିଆଠାରୁ ସେମିଫାଇନାଲରେ ନିରାଶ ହେବା ପରେ ଭାରତୀୟ ଖେଳାଳିମାନେ ପ୍ରଥମ ଦୁଇ କ୍ୱାର୍ଟରରେ ନିୟନ୍ତ୍ରଣ […]
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଆସନ୍ତା ମାସରେ ଭାରତ ଆସିବ। ଫେବୃଆରୀ ୬ ତାରିଖରୁ ଦୁଇ ଦଳ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହା ପରେ ଉଭୟ ଦଳ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ […]
ନୂଆଦିଲ୍ଲୀ: ଭାରତୀୟ ପେସର ମହମ୍ମଦ ଶାମି କହିଛନ୍ତି ଯେ, ସେ ଟେଷ୍ଟ କ୍ରିକେଟରେ ଅଧିନାୟକତ୍ୱ ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳକୁ ଆଗେଇ ନେବା କଳ୍ପନା ତାଙ୍କ ମନରେ ନାହିଁ। ଏକ ୱେବସାଇଟ୍ ସହିତ କଥାବାର୍ତ୍ତା କରି […]
ନୂଆଦିଲ୍ଲୀ: ବିସିସିଆଇର ସିନିୟର ଚୟନ କମିଟି ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ଏବଂ ଟି -20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। 18 ଜଣିଆ ଦଳରେ ରୋହିତ ଶର୍ମା ଫେରିଛନ୍ତି। ସେ ଅଧିନାୟକ ହୋଇଥିବାବେଳେ କେ.ଏଲ୍ ରାହୁଲ ଉପ-ଅଧିନାୟକ ହେବେ। […]
ନୂଆଦିଲ୍ଲୀ: ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍-2022 ରେ ଆଜି ଭାରତ ମହାରାଜା ଏବଂ ୱାର୍ଲ୍ଡ ଜିଆଣ୍ଟସ୍ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ମସ୍କଟର ଅଲ ଏମିରେଟ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟର ଏହା ହେଉଛି ଶେଷ ମ୍ୟାଚ୍। ଏହା […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତର ତିକ୍ତ ସ୍ମୃତିକୁ ଭୁଲି ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚଳିତ ବର୍ଷର ପ୍ରଥମ ବିଜୟ ପଞ୍ଜିକରଣ କରିବାକୁ ଚାହୁଁଛି। ଭାରତୀୟ ଦଳକୁ ଫେବୃଆରୀ ୬ ତାରିଖରୁ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ […]
ନୂଆଦିଲ୍ଲୀ: ନିକଟରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଥିବା ହରଭଜନ ସିଂ ଦିନିକିଆ ଇଣ୍ଟରନ୍ୟାସନାଲରେ ଭାରତୀୟ ସ୍ପିନର ଆର ଅଶ୍ୱିନଙ୍କ ପ୍ରଦର୍ଶନକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସିନିୟର ବୋଲର ଆର ଅଶ୍ୱିନଙ୍କ ବଦଳରେ ଦିନିକିଆରେ କୁଲଦୀପ ଯାଦବ ଏବଂ […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଭ୍ରମଣ ପରେ ଭାରତୀୟ ଦଳ ଆସନ୍ତା ମାସରୁ ୱେଷ୍ଟଇଣ୍ଡିଜ୍ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବ। ଆଗାମୀ କିଛି ଦିନ ମଧ୍ୟରେ କାରିବିଆନ୍ ଦଳ ଭାରତ ଗସ୍ତ କରିବ। ଭାରତ ଏବଂ […]
ନୂଆଦିଲ୍ଲୀ: ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଦଳ ଏହି ଟୁର୍ ରେ ମୋଟ ୬ ଟି ମ୍ୟାଚ୍ ଖେଳି କେବଳ ଗୋଟିଏ ଜିତିବାରେ ସଫଳ ହୋଇଥିଲା। ସେଞ୍ଚୁରିଅନରେ ଟିମ୍ ଇଣ୍ଡିଆ ଯେପରି ଯାତ୍ରା ଆରମ୍ଭ କରିଥିଲା, […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଟେଷ୍ଟ ସିରିଜ୍ ୧-୨ରେ ହାରିଯିବା ପରେ ଭାରତୀୟ ଦଳ ଦିନିକିଆ ସିରିଜରେ ୦-୩ ରେ ପରାସ୍ତ ହୋଇଛି। ଟିମ୍ ଇଣ୍ଡିଆ ବିଜୟ ସହ ଏହି ଯାତ୍ରା […]
ନୂଆଦିଲ୍ଲୀ: ଆଇସିସି ଅଣ୍ଡର -19 ବିଶ୍ୱକପ 2022 ର 22 ତମ ମ୍ୟାଚ୍ ଗତକାଲି ଭାରତ ଅଣ୍ଡର-19 ଦଳ ଏବଂ ଉଗାଣ୍ଡା ଅଣ୍ଡର-19 ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତ୍ରିନିଦାଦ ଏବଂ ଟୋବାଗୋରେ ବ୍ରାଏନ୍ ଲାରା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ […]
ନୂଆଦିଲ୍ଲୀ: ଦୁଇଥର ଅଲିମ୍ପିକ୍ ପଦକ ବିଜେତା ପି.ଭି ସିନ୍ଧୁ ସୟଦ ମୋଦୀ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆଖ୍ୟା ଅର୍ଜନ କରିଛନ୍ତି। ପୂର୍ବତନ ବିଶ୍ୱ ଚାମ୍ପିୟନ ସିନ୍ଧୁ ରବିବାର ଫାଇନାଲରେ ମାଲଭିକା ବଂଶୋଦଙ୍କୁ 21-13 ଏବଂ 21-16 ରେ ପରାସ୍ତ କରି ଟାଇଟଲ […]
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ଦିନିକିଆ ମ୍ୟାଚ୍ କେପଟାଉନର ନ୍ୟୁଲ୍ୟାଣ୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ (ଏନସିଜି) ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ଘରୋଇ ଦଳ ସିରିଜରେ ୨-୦ ଅଗ୍ରଣୀ […]
ନୂଆଦିଲ୍ଲୀ: ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ସାତୋଟି ୱିକେଟ୍ ରେ ଭାରତକୁ ପରାସ୍ତ କରିଛି। ଏହା ସହିତ ଆୟୋଜକ ଦଳ ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ […]
ଚେନ୍ନାଇ: ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ସମ୍ପର୍କରେ ବିବାଦୀୟ ଟୁଇଟ୍ ପ୍ରସଙ୍ଗରେ ଚେନ୍ନାଇ ପୋଲିସ ଅଭିନେତା ସିଦ୍ଧାର୍ଥଙ୍କୁ ସମାନ କରିଛି। ଚେନ୍ନାଇ ପୋଲିସ କମିଶନର ଶଙ୍କର ଜୀୱଲ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ […]
ନୂଆଦିଲ୍ଲୀ: ଓମାନରେ ଆଜି (ଜାନୁୟାରୀ ୨୦ ତାରିଖ) ଖେଳା ଯାଉଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ସିରିଜର ଉଦଘାଟନୀ ମ୍ଯାଚରେ ଇଣ୍ଡିଆ ମହାରାଜଜ ଏବଂ ଏସିଆ ଲାୟନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସିଆ ଲାୟନ୍ସ କୁ ହରାଇ ଇଣ୍ଡିଆ ମହାରାଜାଜ ବିଜୟ […]
ନୂଆଦିଲ୍ଲୀ: ବିରେନ୍ଦ୍ର ସେହୱାଗଙ୍କ ପଡ଼ିଆକୁ ଫେରିବା ପାଇଁ ଅପେକ୍ଷା କରୁଥିବା ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଟିମ୍ ଇଣ୍ଡିଆର ଏହି ପୂର୍ବତନ ବିସ୍ଫୋରକ ଓପନର୍ ବିରେନ୍ଦ୍ର ସେହୱାଗ ବ୍ୟକ୍ତିଗତ କାରଣରୁ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (ଏଲଏଲ୍ସି) ର ପ୍ରଥମ […]
ନୂଆଦିଲ୍ଲୀ: ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯାଇଥିବା ପ୍ରଥମ ODI ରେ ଦକ୍ଷିଣ ଆଫ୍ରିକା 31 ରନରେ ଭାରତକୁ ପରାସ୍ତ କରିଛି। ଏହା ସହ ଆୟୋଜକ ଦଳ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ହୋଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ଖେଳିବା […]