ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୫ ତମ ସିଜିନର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୬ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଅନ୍ୟପକ୍ଷରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳ ମାର୍ଚ୍ଚ ୨୮ ତାରିଖରେ ଗୁଜୁରାଟ […]
କରାଚି: କରାଚିରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ଏକ ଆକର୍ଷଣୀୟ ଢଙ୍ଗରେ ଶେଷ ହୋଇଛି। ଏହି ଟେଷ୍ଟରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନମାନେ ଗତ ଦୁଇ ଦିନ ବ୍ୟାଟିଂ କରୁଥିବାବେଳେ ଦଳକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ଐତିହାସିକ ବ୍ୟାଟିଂରେ […]
ଭୁବନେଶ୍ୱର: ସିଟି କ୍ଲବ ଏବଂ କିଟ୍ ମିଳିତ ଆନୁକୂଲ୍ୟରେ ଆଜିଠାରୁ ଆୟୋଜନ ହେବାକୁ ଯାଉଛି ପ୍ରଥମ ନନ୍ଦକିଶୋର ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳ କିଟ୍ ଫୁଟବଲ ଷ୍ଟାଡ଼ିୟମଠାରେ ଖେଳାଯିବ। ଏଥିରେ ମୋଟ ୬ଟି ଦଳ ଭାଗ ନେଉଛନ୍ତି। […]
ବାଙ୍ଗାଲୋର: ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୨୩୮ ରନରେ ପରାସ୍ତ କରିଛି। ଏହା ସହ ଟିମ୍ ଇଣ୍ଡିଆ ୨-୦ ରେ ଟେଷ୍ଟ ସିରିଜ୍ କୁ ଜିତିଛି। ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ […]
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ୍ ଦିବାରାତ୍ରୀ ହେବାକୁ ଯାଉଛି। ଏହି ମ୍ୟାଚ୍ ଗୋଲାପୀ ବଲ ସହିତ ଖେଳାଯିବ। ବର୍ତ୍ତମାନ ସିରିଜର ପ୍ରଥମ ମ୍ୟାଚ୍ ଜିତିବା ପରେ […]
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୨ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ସଂସ୍କରଣର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ଏହି ସଂସ୍କରଣର […]
ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ ରେ ଭାରତୀୟ ଦଳ ପାକିସ୍ତାନକୁ ୨୪୫ ରନ୍ ଟାର୍ଗେଟ୍ ଦେଇଛି। ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ସ୍ନେହ ରାଣା ଏବଂ ପୂଜା ବସ୍ତ୍ରକାରଙ୍କ ଆଧାରରେ ଭାରତ ଏହି ସ୍କୋରରେ ପହଞ୍ଚିଛି। ଉଭୟ ଖେଳାଳି ସପ୍ତମ ୱିକେଟ୍ […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍ ସ୍ପିନର ଶେନ ୱାର୍ଣ୍ଣଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ସେ ୫୨ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ଶେନ ୱାର୍ଣ୍ଣଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ସୂଚନାନୁସାରେ, ସେ ଥାଇଲ୍ୟାଣ୍ଡରେ ଥିଲେ ଏବଂ ତାଙ୍କର […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ ଟିମ୍ ଇଣ୍ଡିଆର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଜାରି କରିଛି। ଅନେକ ଚୁକ୍ତିଭିତ୍ତିକ ଖେଳାଳି ନୂତନ ଚୁକ୍ତି ତାଲିକାରେ କ୍ଷତିଗ୍ରସ୍ତ ହୋଇଛନ୍ତି। କ୍ୟାପଟେନ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା […]
ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପରେ ଟିମ୍ ଇଣ୍ଡିଆ ଜୁନ୍ ମାସର ଶେଷ ସପ୍ତାହରେ ଆୟର୍ଲାଣ୍ଡ ଗସ୍ତ କରିବ। ଏଠାରେ ଦୁଇ ଦଳ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ୨୬ ଜୁନ୍ ଏବଂ ଦ୍ୱିତୀୟ ମ୍ୟାଚ୍ ୨୮ ଜୁନ୍ […]
ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଦର୍ଶକମାନେ ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ଦେଖିବା ପାଇଁ ଷ୍ଟାଡିୟମକୁ ଆସିପାରିବେ। ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ […]
ଭୁବନେଶ୍ୱର: ୱାକର୍ସ ଇଣ୍ଟରନ୍ୟାସନାଲ ଦ୍ୱାରା ଅନୁବନ୍ଧିତ ପ୍ରାତଃଭ୍ରମଣକାରୀ ସଂଗଠନ ‘ଫନ୍ ଆଣ୍ଡ ଫିଟ୍ନେସ୍ ୱାକର୍ସ କ୍ଲବ’ ଭୁବନେଶ୍ୱର ଦ୍ୱାରା ଏକ ଫାନ୍ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ଲବର ସଦସ୍ୟ ମହିଳା, ପୁରୁଷ ଓ ଝିଅମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ […]
ଭୁବନେଶ୍ୱର: ସିଟି ବ୍ଲକ ଏବଂ ଓଡ଼ିଶା ଫୁଟବଲ ଟେନିସ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ଚାଲିଥିବା ୫ମ ନରେନ୍ଦ୍ର ଜେନା ମେମୋରିୟାଲ ଆନ୍ତଃଜିଲ୍ଲା ଫୁଟବଲ ଟେନିସ୍ ଚମ୍ପିୟାନସିପ୍ ମମତାଜଅଲ୍ଲୀ ହାଇସ୍କୁଲ୍ ଖେଳପଡ଼ିଆଠାରେ ଉଦ୍ଯାପିତ ହୋଇଯାଇଛି। ବାଳିକା ବିଭାଗରେ ଯାଜପୁର ଜିଲ୍ଲା […]
ନୂଆଦିଲ୍ଲୀ: ଟି-୨୦ ସିରିଜର ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟରେ ଭାରତ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ସିରିଜରେ ୩-୦ ରେ କ୍ଲିନ୍ ସୁଇପ୍ କରିଛି। ଶ୍ରୀଲଙ୍କା ଦେଇଥିବା ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୧୬.୫ […]
ଭୁବନେଶ୍ୱର: ୨୬ ତାରିଖ ଅପରାହ୍ନରେ ନୟାପଲ୍ଲୀ ସୟଦ ମମତାଜ ଅଲ୍ଲୀ ସ୍କୁଲ୍ ପ୍ରାଙ୍ଗଣରେ ପଞ୍ଚମ ରାଜ୍ୟ ଦିବାରାତ୍ର ନରେନ୍ଦ୍ର ଜେନା ସ୍ମାରକୀ ଫୁଟ୍ବଲ ଟେନିସ୍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଅଛି। ଏଥିରେ ମୋଟ ୧୪ଟି ପୁରୁଷ […]
ନୂଆଦିଲ୍ଲୀ: ନିକଟରେ, ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜ୍ କୁ କ୍ଳିନ ସୁଇପ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଟି-୨୦ ଆନ୍ତର୍ଜାତୀୟ ଦଳ ମାନ୍ୟତାରେ ଏକ ନମ୍ବରରେ ପହଞ୍ଚିଛି। ଦୀର୍ଘ ସମୟ ପରେ ଟିମ୍ ଇଣ୍ଡିଆ ଏହି ସଫଳତା […]
ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ତେବେ ତାଙ୍କୁ କେବଳ ଚାରିଟି ବଲ ଖେଳିବା ପାଇଁ ମିଳିଥିଲା। ସେ ତିନି ରନ୍ରେ ଅପରାଜିତ ରହିଥିଲେ। ମ୍ୟାଚ୍ ପରେ […]
ଭୁବନେଶ୍ୱର: ସିଟିକ୍ଲବ ନୟାପଲ୍ଲୀ ଏବଂ ରାଜ୍ୟ ଫୁଟବଲ ଟେନିସ୍ ସଂଘ ମିଳିତ ଆନୁକୂଲ୍ୟରେ ୫ମ ନରେନ୍ଦ୍ର ଜେନା ମେମୋରିଆଲ ଫୁଟବଲ ଟେନିସ୍ ଅନ୍ତଃଜିଲ୍ଲା ପ୍ରତିଯୋଗିତା ଚଳିତମାସ ୨୬ ଓ ୨୭ ଦୁଇଦିନ ଧରି ନୂଆପଲ୍ଲୀସ୍ଥିତ ମମତାଜ ଅଲ୍ଲୀ ହାଇସ୍କୁଲ୍ ଖେଳପଡ଼ିଆଠାରେ ଅନୁଷ୍ଠିତ […]
ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ରେ ୱେଷ୍ଟଇଣ୍ଡିଜ୍ କୁ କ୍ଳିନ ସୁଇପ କରିବା ପରେ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାକୁ ଭେଟିବ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। […]
ନୂଆଦିଲ୍ଲୀ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ। ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋରର୍ ହୋଇପାରନ୍ତି। ଏହା ବ୍ୟତୀତ ସେ ଟି-୨୦ କ୍ରିକେଟ୍ ର ତିନୋଟି ବଡ ମାଇଲଖୁଣ୍ଟ ମଧ୍ୟ ହାସଲ […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ର ଫାଇନାଲ ମ୍ୟାଚ୍ ମଇ ୨୯ ତାରିଖରେ ଖେଳାଯାଇପାରେ। ଏହି ସଂସ୍କରଣରେ ୫୫ ଟି ମ୍ୟାଚ୍ ଖେଳାଯିବ ଏବଂ ସମସ୍ତ ମ୍ୟାଚ୍ କେବଳ ତିନୋଟି ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଖବର ଅନୁଯାୟୀ ଏହି ମ୍ୟାଚ୍ ମୁମ୍ବାଇ […]