Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନିଶାରେ 19 ମାସର କନ୍ୟା ସନ୍ତାନ ଉପରକୁ ଗରମ ପାଣି ଫୋପାଡିଲା ମା’ : ଶିଶୁ ମୃତ
ଅପରାଧ

ନିଶାରେ 19 ମାସର କନ୍ୟା ସନ୍ତାନ ଉପରକୁ ଗରମ ପାଣି ଫୋପାଡିଲା ମା’ : ଶିଶୁ ମୃତ

December 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲଣ୍ଡନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ କୋଳ । ମା’ ପାଖରେ ହିଁ ଶିଶୁଟି ସୁରକ୍ଷିତ, କିନ୍ତୁ ଯଦି ସେହି ମା’ ପାଖରେ ଶିଶୁଟି ଅସୁରକ୍ଷିତ ହୋଇପଡେ, ତେବେ କାହାକୁ କହିବା । ଜଣେ ମା’ କୋକେନ ନିଶାରେ 19ମାସର କନ୍ୟା ସନ୍ତାନ ଉପରକୁ ଗରମ ପାଣି ଫୋପାଡି ଜାଳି ଦେଇଛି । ଶିଶୁଟି ଏକ ଘଣ୍ଟା ପର୍ଯ୍ୟନ୍ତ କଲବଲ ହୋଇ ଶେଷରେ ଜୀବନ ହାରିଛି । ତେବେ ଏହି ଘଟଣାରେ କୋର୍ଟ ମହିଳାଙ୍କୁ ସଶ୍ରମ ଆଜୀବନ ଦଣ୍ଡ ଶୁଣାଇଛି ।

ମିଳିଥିବା ସୂଚନା ଅନୁସାରେ, 26 ବର୍ଷୀୟା କେଟୀ କ୍ରାଉଡର  ନିଜ 19 ମାସର ଶିଶୁ କନ୍ୟାକୁ ଗରମ ପାଣିରେ ଜଳାଇମାରିଦେଇଛନ୍ତି । ସେ ଏହି କାଣ୍ଡ କରିବାବେଳେ କୋକୋନ ନିଶାରେ ଧୂର୍ତ୍ତ ଥିଲେ । କେବଳ ଗରମ ପାଣି ଶିଶୁ କନ୍ୟା ଉପରକୁ ପକାଇନଥିଲେ ବରଂ ମହିଳା ଜଣକ ଶିଶୁଟି ଏକ ଘଣ୍ଟା ଧରି ଛଟପଟ ହେଉଥିବାର ମଧ୍ୟ ଦେଖିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମାନବିକତା ଉପରକୁ ଭରସା ଉଠିଯାଇଛି । ନିଶା ଯୋଗୁଁ ମା-ବାପା ମାନେ ମଧ୍ୟ ସେମାନଙ୍କ ସନ୍ତାନଙ୍କ ପାଇଁ ବିପଦ ପାଲଟି ଯାଉଛନ୍ତି ।

ଗରମପାଣି ଯୋଗୁଁ ଶିଶୁଟି 65 ପ୍ରତିଶତ ଜଳିଯାଇଥିଲା । ତେବେ ଶିଶୁଟି କଷ୍ଟ ସହ୍ୟ କରି ନପାରି ମରିଯାଇଥିବାର ସୂଚନା ରହିଛି । ତେବେ ଜଣେ ମା’ର ଏପରି ଦାୟିତ୍ବହୀନତା ଲଜ୍ଜାର ସୀମା ଉଲ୍ଲଂଘନ କରୁଛି । ତେବେ ମହିଳାର କର୍ମ ପାଇଁ ତାଙ୍କୁ ଶାସ୍ତି ମିଳିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026
Latest News

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.