ରାଉରକେଲା: ବୁଲେଟ୍ ଲୁଟେରା ଗ୍ୟାଙ୍ଗର କିଙ୍ଗପିନ୍ କୁ ଗିରଫ କରିବାରେ ସଫଳ ହୋଇଛି ରାଉରକେଲା ସେକ୍ଟର-୭ ଥାନା ପୋଲିସ। ତା’ ନିକଟରୁ ୧୨ ଟି ମୋବାଇଲ୍ ଓ ଚୋରି ସୁନାଗହଣା ଜବତ ହୋଇଛି। ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି। arrest ଲୁଟେରା
ଯୌତୁକ ନିରୋଧ ଆଇନ ଏବଂ ହିଂସାରୁ ମହିଳାଙ୍କ ସୁରକ୍ଷା ସମ୍ପର୍କୀତ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମSeptember 10, 2025