Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଲୁଟ୍ କରିବା ପାଇଁ ଛକି ରହିଥିବା ଲୁଟେରାକୁ ମାଡି ବସିଲା ଟାଙ୍ଗୀ ପୋଲିସ
ଅପରାଧ

ଲୁଟ୍ କରିବା ପାଇଁ ଛକି ରହିଥିବା ଲୁଟେରାକୁ ମାଡି ବସିଲା ଟାଙ୍ଗୀ ପୋଲିସ

December 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଲୁଟ୍ କରିବା ପାଇଁ ଛକି ରହିଥିବା ଜଣେ ଲୁଟେରାକୁ ପୋଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ଛକି ରହିଥିବା ଉକ୍ତ ଲୁଟେରାକୁ ପୋଲିସ ମାଡି ବସିଥିଲା। ଅଭିଯୁକ୍ତଜଣଙ୍କ ହେଲେ ଗଂଜାମ ଜିଲା ଆସିକା ଥାନା ମରାଠି ସାହି କରତାଳି ଗ୍ରାମର ଶ୍ରିକାନ୍ତ ଦାସ (୨୫)। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ ଟି ପଲସର୍ ବାଇକ୍ ଜବତ କରିଛି ଟାଙ୍ଗୀ ପୋଲିସ୍।

ସୂଚନା ମୁତାବକ ଗତ ନଭେମ୍ବର ୨୨ ତାରିଖରେ ଟାଙ୍ଗୀ ଥାନା ଝରିଆ ଗ୍ରାମର ମୂରଲୀଧର ପଲାଇ ଟାଙ୍ଗୀ ୟୁକୋ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଣ କରି ଘରକୁ ଫେରୁଥିବା ବେଳେ ବଡପାରି ଓଭରବ୍ରିଜ୍ ନିକଟରେ ଚାରି ଜଣ ଲୁଟେରା ପଲସର ବାଇକ୍ ରେ ଆସି ସମୁଦାୟ ୮୦ ହଜାର ଟଙ୍କା ସହ ଜରୁରୀ କାଗଜ ପତ୍ର ଲୁଟିନେଇଥିଲେ। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ତଦନ୍ତ ଜାରି ରଖିଥିଲେ।

ତେବେ ଏକ ବିଶେଷସୁତ୍ରରୁ ସୁଚନା ପାଇ ଟାଙ୍ଗୀ ଆଇସିଆଇସିଆଇ ବ୍ୟାଙ୍କ ନିକଟରୁ ଉକ୍ତ ଚୋରିରେ ସାମିଲ ଥିବା ଶ୍ରୀକାନ୍ତଙ୍କୁ ଆଇଆଇସି ଗିରଫ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଟାଙ୍ଗୀ ଥାନାରେ କେସ ନମ୍ବର ୪୬୭/୨୧ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାବେଳେ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ କହିଛନ୍ତି।

ଟାଙ୍ଗୀ ପୋଲିସ ଲୁଟେରା ଲୁଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026

ଭାରତ ସରକାର, ନାଗାଲାଣ୍ଡ ସରକାର ଏବଂ ଇ.ଏନ୍.ପି.ଓ. ମଧ୍ୟରେ ଐତିହାସିକ ରାଜିନାମା ସ୍ୱାକ୍ଷରିତ

February 6, 2026

ରେଢ଼ାଖୋଲରେ ନୂତନ ମାର୍କେଟ କମ୍ପ୍ଲେକ୍ସ ପାଇଁ ସରକାର ଦେଲେ ୧.୫ କୋଟି

February 6, 2026
Latest News

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026

ଭାରତ ସରକାର, ନାଗାଲାଣ୍ଡ ସରକାର ଏବଂ ଇ.ଏନ୍.ପି.ଓ. ମଧ୍ୟରେ ଐତିହାସିକ ରାଜିନାମା ସ୍ୱାକ୍ଷରିତ

February 6, 2026

ରେଢ଼ାଖୋଲରେ ନୂତନ ମାର୍କେଟ କମ୍ପ୍ଲେକ୍ସ ପାଇଁ ସରକାର ଦେଲେ ୧.୫ କୋଟି

February 6, 2026

ରେଢ଼ାଖୋଲରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.