Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜଙ୍କିଆ: ବେଆଇନ ପଥର ଖଣି ଉପରେ ଚଢାଉ, ତିନି ହାଇୱା ସମେତ ପୋକଲିନ ଜବତ, ଚାରି ଗିରଫ
ଅପରାଧ

ଜଙ୍କିଆ: ବେଆଇନ ପଥର ଖଣି ଉପରେ ଚଢାଉ, ତିନି ହାଇୱା ସମେତ ପୋକଲିନ ଜବତ, ଚାରି ଗିରଫ

December 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜଙ୍କିଆ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ଏକ ବେଆଇନ ପଥର ଖଣିରେ ପୋଲିସ ଚଢ଼ାଉ କରି ତିନି ଗୋଟି ମୋରମ ବୋଝେଇ ହାଇୱା ଗାଡ଼ି ସମେତ ଗୋଟାଏ ପୋକଲିନ ମେସିନ ଜବତ କରିଛି। ସୂଚନା ମୁତାବକ ଜଙ୍କିଆ ଅଞ୍ଚଳରେ ବାରମ୍ବାର ବେଆଇନ ପଥର ଚୋରାଚାଲାଣ ଅଭିଯୋଗ ହୋଇଆସୁଥିବା ବେଳେ ନୂତନ ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଗତକାଲି ରାତିତମାମ ଚଢ଼ାଉ ଜାରି ରହିଥିଲା।

ଏହି ପରିପ୍ରେକ୍ଷୀରେ ମୁଣ୍ଡାଆମ୍ବା ଗ୍ରାମ ନିକଟରେ ଏକ ବେଆଇନ ପଥର ଖଣିରେ ଚଢ଼ାଉ କରାଯାଇ ଉକ୍ତ ଗାଡିଗୁଡିକ ଜବତ ହୋଇଛି। ତେବେ ଉକ୍ତ ଘଟଣାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାର ଆଇଆଇସି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଗତକାଲି ରାତିରେ ଗୋଡିପଡା ଅଞ୍ଚଳର ଜଣେ ଦେଶୀ ମଦ ବେପାରୀକୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ସୂଚନା ଦେଇଛନ୍ତି।

ଚାରି ଗିରଫ ଜଙ୍କିଆ ହାଇୱା
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Latest News

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.