କାଶ୍ମୀର ପଣ୍ଡିତ ମହିଳାଙ୍କୁ ଗୁଳି କଲେ ଆତଙ୍କବାଦୀ, ଚିକିତ୍ସା ସମୟରେ ଶିକ୍ଷୟତ୍ରୀଙ୍କର ମୃତ୍ୟୁ

Published: May 31, 2022, 10:58 am IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ କ୍ରମାଗତ ଭାବରେ ପଣ୍ଡିତମାନଙ୍କୁ ଟାର୍ଗେଟ କରାଯାଉଛି। କୁଲଗାମର ଗୋପାଳପୁରାରେ ଜଣେ ପଣ୍ଡିତ ମହିଳାଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସେଠାରେ ସେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଚିକିତ୍ସା ପାଇଁ ଶିକ୍ଷକଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Related posts