Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଭୁବନେଶ୍ୱର ୨ ନଂ ମାର୍କେଟରେ ଟାଙ୍ଗୀ ପୋଲିସ୍ ର ଚଢାଉ: ଦୁଇ ଗିରଫ
ଅପରାଧ

ଭୁବନେଶ୍ୱର ୨ ନଂ ମାର୍କେଟରେ ଟାଙ୍ଗୀ ପୋଲିସ୍ ର ଚଢାଉ: ଦୁଇ ଗିରଫ

July 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଭୁବନେଶ୍ୱର ୨ ନଂ ମାର୍କେଟରେ ଟାଙ୍ଗୀ ପୋଲିସ୍ ଚଢାଉ କରିଛି। ଚଢାଉ ସମୟରେ ଗୋଟିଏ ଚୋରା ଜୁପିଟର ସ୍କୁଟି ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ଗଂଜାମ ଜିଲ୍ଲା କୋଦଳା ଥାନା ବେଲଝରି ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୮ ବର୍ଷ) ଓ ନୟାଗଡ ଜିଲ୍ଲା ଚାନ୍ଦପୁର ଡୋମଣୀ ସାହିର ଜଗନ୍ କୁମାର ସାହୁ (୩୨ ବର୍ଷ) ଗିରଫ ଅଭିଯୁକ୍ତ ଦ୍ୱୟ କାଳୁପଡା ଘାଟ ଜଗା ବଳିଆ ଲଜ୍ ନିକଟରୁ ଗତ ୮ ତାରିଖ ରାତିରେ ଏକ ଜୁପିଟର ସ୍କୁଟିକୁ ଚୋରୀ କରି ନେଇଥିଲେ।

ଟାଙ୍ଗୀ ଥାନା ପୁତନା ଗ୍ରାମର ଯୁବକ ଦେବଦତ୍ତ ପଟ୍ଟନାୟକ ନିଜର ଏକ ଜୁପିଟର ସ୍କୁଟିରେ ଗତ ୮ ତାରିଖରେ ଜଣେ ସାଙ୍ଗର ବାହାଘରରେ ଯୋଗ ଦେବାକୁ କାଳୁପଡା ଘାଟ ସ୍ଥିତ ଜଗା ବଳିଆ ଲଜ୍ କୁ ଆସିଥିଲେ। ଜଗା ବଳିଆ ଲଜ୍ ସମ୍ମୁଖରେ ସ୍କୁଟିକୁ ରଖି ଦେଇ ଦେବଦତ୍ତ ବାହାଘରରେ ସାମିଲ ହୋଇଥିଲେ।

ତେବେ ଭୋଜି ଖାଇ ସାରିବା ପରେ ଲଜ୍ ନିକଟରେ ସ୍କୁଟିକୁ ନପାଇ ଏଣେ ତେଣେ ଖୋଜା ଖୋଜି କରିଥିଲେ। ଏହା ପର ଦିନ ସକାଳୁ ସକାଳୁ ଲୁଟେରା ଦ୍ୱୟ ଦେବଦତ୍ତଙ୍କ ମୋବାଇଲକୁ କଲ୍ କରି ସ୍କୁଟି ଫେରାଇ ଦେବା ପାଇଁ ୧୫ ହଜାର ଟଙ୍କା ମାଗିଥିଲେ। ଏ ନେଇ ଦେବଦତ୍ତ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମୋବାଇଲ୍ କୁ ଟ୍ରାକ୍ କରି ଲୁଟେରା ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଟାଙ୍ଗୀ ପୋଲିସ୍ ଦୁଇ ଗିରଫ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜନୀତିରେ ଯୋଗଦେବେ କି ସୋନାକ୍ଷୀ ସିହ୍ନା?: ସ୍ପଷ୍ଟ କଲେ ପିତା ଶତ୍ରୁଘ୍ନ ସିହ୍ନା

August 18, 2026

ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା

August 18, 2026

ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏହି ‘ବିଶ୍ୱ ରେକର୍ଡ’: ୧୦୦ ବର୍ଷ ପରେ ମଧ୍ୟ ଭାଙ୍ଗିବା କଷ୍ଟ

August 18, 2026

ମହିଳାଙ୍କ ମାଗଣା ବସ୍‌ ଯାତ୍ରା: ଅଗଷ୍ଟ ୩୧ ପରେ ବଦଳିବ ସମ୍ପୂର୍ଣ୍ଣ ବ୍ୟବସ୍ଥା

August 18, 2026
Latest News

ରାଜନୀତିରେ ଯୋଗଦେବେ କି ସୋନାକ୍ଷୀ ସିହ୍ନା?: ସ୍ପଷ୍ଟ କଲେ ପିତା ଶତ୍ରୁଘ୍ନ ସିହ୍ନା

August 18, 2026

ଫାଶୀଦଣ୍ଡର ବିକଳ୍ପ ପଦ୍ଧତିକୁ ଖାରଜ କଲେ ସୁପ୍ରିମ କୋର୍ଟ: କେନ୍ଦ୍ରକୁ ଦେଲେ ଏହି ପରାମର୍ଶ

August 18, 2026

ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଟାଙ୍ଗି ଅଞ୍ଚଳ ପାଇଁ ଗୌରବ ଆଣିଲେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା

August 18, 2026

ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏହି ‘ବିଶ୍ୱ ରେକର୍ଡ’: ୧୦୦ ବର୍ଷ ପରେ ମଧ୍ୟ ଭାଙ୍ଗିବା କଷ୍ଟ

August 18, 2026

ପୁଣି ଚର୍ଚ୍ଚାରେ କଂଗ୍ରେସ: ଗୋଆ ବୈଠକରେ ଗାନ କଲେ ଅସମ୍ପୂର୍ଣ୍ଣ ବନ୍ଦେ ମାତରମ୍

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.