Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜଙ୍କିଆ: ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
ଅପରାଧ

ଜଙ୍କିଆ: ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

August 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନସୁଗାର କାରବାର ବହୁଳ ଭାବରେ ଚାଲିଛି। ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ପୋଲିସ ନିରନ୍ତର ଭାବେ ଚଢ଼ାଉ ଜାରି ରଖିଥିବା ବେଳେ ବ୍ରାଉନସୁଗାର ବେପାରୀମାନେ ନୂଆ ନୂଆ ତରିକାରେ ବେପାର କରୁଛନ୍ତି। ବେପାରୀମାନେ ବର୍ତ୍ତମାନ ସହର ଛାଡି ଏବେ ଗାଁ ଗହଳିରେ ସେମାନଙ୍କ ବେପାର ବେଧଡକ ଭାବରେ ଚଲାଉଛନ୍ତି।

ଏକ କାର ଯୋଗେ ବ୍ରାଉନସୁଗାର ନେଇ ବିକ୍ରୀ କରିବା ପାଇଁ ଯାଉଥିବା ବେଳେ କୈଣସି ସୂତ୍ରରୁ ଖବର ପାଇ ଜଙ୍କିଆ ପୋଲିସ ହଜ ଗ୍ରାମରେ ଚଢ଼ାଉ କରି ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୨୫ଗ୍ରାମ ବ୍ରାଉନସୁଗାର, ଏକ କାର ଏବଂ ନକଦ ୧୮ହଜାର ୨୦୦ ଟଙ୍କା ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ।

ଗିରଫ ଦୁଇ ବେପାରୀ ହେଲେ ହଜ ଗ୍ରାମର ସନ୍ତୋଷ ବଳିୟାରସିଂ ଓ ନିରଞ୍ଜନ ପଲେଇ। ଉଭୟଙ୍କ ବିରୋଧରେ ଜଙ୍କିଆ ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୨୮୨/୨୨ ରେ ଏକ ମାମଲା ରୁଜୁ ଆଜି କୋର୍ଟ ଚାଲାଣ କରିଥିବାର ଜଣାପଡିଛି। ଉକ୍ତ ଚଢ଼ାଉରେ ଜିଲ୍ଲା ସ୍ୱତନ୍ତ୍ର ସ୍କ୍ୱାର୍ଡ ମଧ୍ୟ ସାମିଲ ଥିଲା।

ଜଙ୍କିଆ ପୋଲିସ ବ୍ରାଉନସୁଗାର କାରବାର
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟପ୍ରାଣୀ ସପ୍ତାହ ଶୁଭାରମ୍ଭ: ପ୍ରକୃତି ଓ ମଣିଷ ସମ୍ପର୍କ ମଜଭୁତ କରିବାକୁ ଗୁରୁତ୍ୱ

October 3, 2026

ସାଇବର ଠକେଇ: ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

October 3, 2026

ମହିଳା ହକି ଦଳର ସ୍ୱର୍ଣ୍ଣ ବିଜୟ: ଖେଳାଳି ଓ କର୍ମଚାରୀଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

October 3, 2026

ନଭେମ୍ବର ସୁଦ୍ଧା ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

October 3, 2026
Latest News

ବନ୍ୟପ୍ରାଣୀ ସପ୍ତାହ ଶୁଭାରମ୍ଭ: ପ୍ରକୃତି ଓ ମଣିଷ ସମ୍ପର୍କ ମଜଭୁତ କରିବାକୁ ଗୁରୁତ୍ୱ

October 3, 2026

ସାଇବର ଠକେଇ: ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

October 3, 2026

ମହିଳା ହକି ଦଳର ସ୍ୱର୍ଣ୍ଣ ବିଜୟ: ଖେଳାଳି ଓ କର୍ମଚାରୀଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

October 3, 2026

ନଭେମ୍ବର ସୁଦ୍ଧା ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସାରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

October 3, 2026

ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଚନ୍ଦକାରେ ଅଭିଯୁକ୍ତକୁ ଏନକାଉଣ୍ଟର

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.