Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା: ସିବିଆଇ ପଞ୍ଝାରେ ଆୟକର ଅଧିକାରୀ, ସୁନା ଦୋକାନୀଙ୍କ ଠାରୁ ଲାଞ୍ଚ ନେଇ ଗିରଫ
ଅପରାଧ

ଖୋର୍ଦ୍ଧା: ସିବିଆଇ ପଞ୍ଝାରେ ଆୟକର ଅଧିକାରୀ, ସୁନା ଦୋକାନୀଙ୍କ ଠାରୁ ଲାଞ୍ଚ ନେଇ ଗିରଫ

September 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କୁ ନିଜ ଖୋର୍ଦ୍ଧା ବାସ ଭବନରୁ ଗିରଫ କରିଛି ସିବିଆଇ। ସୁନା ଦୋକାନୀଙ୍କ ଠାରୁ ଲାଞ୍ଚ ନେଲାବେଳେ ସୁମନଙ୍କୁ ଗିରଫ କରିଛି ସିବିଆଇ।

ସୂଚନା ମୁତାବକ ଜଟଣୀ ଥାନା ଅନ୍ତର୍ଗତ ଅରୁଗୁଳ ଗ୍ରାମର ଦେବେନ୍ଦ୍ର କୁମାର ସାହୁଙ୍କର ଖୋର୍ଦ୍ଧା ଟ୍ରାଫିକ ଛକ ଠାରେ ଶାନ୍ତି ଜୁଏଲାରୀ ନାମରେ ଏକ ଅଳଙ୍କାର ଦୋକାନ ରହିଛି। ତେବେ ଦେବେନ୍ଦ୍ର ଆୟକର ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହାଫଳରେ ଅଳଙ୍କାର ଦୋକାନୀଙ୍କ ଠାରୁ ସୁମନ ବିଭିନ୍ନ ସମୟରେ ଲାଞ୍ଚ ନେଇଥିବା ଦୋକାନ ମାଲିକ ଦେବେନ୍ଦ୍ର ସାହୁ ଅଭିଯୋଗ ଆଣିଥିଲେ। ପ୍ରଥମ ପର୍ଯ୍ୟାୟରେ ଦେବେନ୍ଦ୍ର ୫ ଲକ୍ଷ ଟଙ୍କା ଆୟକର ଅଧିକାରୀ ଶ୍ରୀସୁମନଙ୍କୁ ହାତଗୁଞ୍ଜା ଦେଇଥିଲେ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ସହିତ ୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ଶେଷରେ ଆଜି ୧୦ ଲକ୍ଷ ଟଙ୍କା ନେଇ ଦୋକାନ ମାଲିକ ଓ ଆୟକର ଅଧକାରୀଙ୍କ ମଧ୍ୟରେ ଡିଲ ହୋଇଥିଲା।

ଏ ନେଇ ଦେବେନ୍ଦ୍ର ସି.ବି.ଆଇ. ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ସି.ବି.ଆଇ ଡି.ଏସ.ପି ପଙ୍କଜ କୁମାର ନେତୃତ୍ବରେ ୫ ଜଣିଆ ଟିମ୍ . ଶ୍ରୀ ସାହୁଙ୍କ ଖୋର୍ଦ୍ଧା ବାସ ଭବନରେ ଚଢାଉ କରି ଅନେକ ଆପତ୍ତିଜନକ ଦସ୍ତାବେଜ ଏବଂ ଅଳଙ୍କାର ଦୋକାନୀ ଦେଇଥିବା ନଗଦ ୫ଲକ୍ଷ ଟଙ୍କା ଜବତ କରିଥିଲେ।

ସିବିଆଇ ଅଧିକାରୀ ସୁମନଙ୍କୁ ଅର୍ଥ ତୋଷାରପାତ ଅଭିଯୋଗରେ ଗିରଫ କରିବା ସହିତ ଅଧିକ ତଦନ୍ତ ନିମନ୍ତେ ଭୁବନେଶ୍ଵର ମୁଖ୍ୟ କାର୍ଯ୍ୟଳୟକୁ ନେଇଥିବା ଜଣା ପଡ଼ିଛି।

ଖୋର୍ଦ୍ଧା ଗିରଫ ହେଲେ ଲାଞ୍ଚ ନେବା
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

ହ୍ୱାଟ୍ସଆପ୍ ଗ୍ରୁପରେ ଇସ୍ତଫା ଘୋଷଣା, ପରଦିନ ଡିଲିଟ୍! ତିରୁବନନ୍ତପୁରମରେ ବିଜେପିକୁ ନେଇ ବଡ଼ ରାଜନୈତିକ ଝଡ଼

October 4, 2026

ରୋଷେଇ ଘରେ ଏଭରେଷ୍ଟ ଜିରା ପାଉଡର ଅଛି କି? ବ୍ୟବହାର ପୂର୍ବରୁ ଚେକ୍ କରନ୍ତୁ ବ୍ୟାଚ୍ ନମ୍ବର

October 4, 2026
Latest News

ପାର୍ବଣ ପୂର୍ବରୁ ପୋଲିସର କାର୍ଯ୍ୟାନୁଷ୍ଠାନ: ‘ଦମନ’ ଅଭିଯାନରେ ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ

October 5, 2026

ଶୁଭାରମ୍ଭ ହେଲା ଦେଶର ପ୍ରଥମ ‘ଏମ୍‌ଆଇସିଇ ଇନ୍‌ସେଣ୍ଟିଭ୍ ପୋର୍ଟାଲ୍‌‌’

October 5, 2026

PF ଓ EPS ନେଇ ବଡ଼ ଭୁଲ କରୁଛନ୍ତି କି? ଚାକିରି ବଦଳ ପୂର୍ବରୁ ଜାଣନ୍ତୁ ଏହି ନିୟମ

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026

ଅଷ୍ଟ୍ରେଲିଆ-ଏ’ ସିରିଜ୍‌ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ, ସୂର୍ଯ୍ୟାଂଶଙ୍କୁ ସୁଯୋଗ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.