Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରଣପୁର: ନାବାଳିକା ବଧୂ ଉଦ୍ଧାର
ଅପରାଧ

ରଣପୁର: ନାବାଳିକା ବଧୂ ଉଦ୍ଧାର

February 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ପୁଣି ଏକ ନାବାଳିକା ବଧୂକୁ ଉଦ୍ଧାର କରାଯାଇଛି। ନବାଳିକା ଝିଅ ଜଣଙ୍କ ରଣପୁର ବ୍ଲକ ରଣ୍ଡା ଅଞ୍ଚଳର ବୋଲି ଜଣା ପଡିଛି। ନାବାଳିକା ଝିଅର ବୟସ ମାତ୍ର ୧୬ ବର୍ଷ ବୋଲି ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା କହିଛନ୍ତି।

ତାଙ୍କର ବିବାହ ରଣପୁର ନିକଟସ୍ଥ ରାଜନଗର ଗ୍ରାମର ବିଦ୍ୟା ଜେନାଙ୍କ ପୁଅ କାଳିଆ ଜେନା ସହିତ ହେଉଥିଲା। ଏହି ସମୟରେ ଚାଇଲଡ ହେଲ୍ପ ଲାଇନର ସଦସ୍ୟ ସୁଜାତା ବେହେରା, ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ଓ ଟିମ ପହଂଚି ଏହି ବାଲ୍ୟ ବିବାହକୁ ଅଟକାଇ ଥିଲେ।  ଏହା ସହିତ ନାବାଳିକା କନ୍ୟାକୁ ଉଦ୍ଧାର କରି ରଣପୁର ଥାନାକୁ ଆଣି ଆସିଥିଲେ।

ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026

ରାଷ୍ଟ୍ରପତିଙ୍କ ବିଷୟରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ: କହିଲେ, “ସମ୍ମାନ କରାଯିବା ଉଚିତ, କିନ୍ତୁ…”

March 9, 2026

ନୀତା ଅମ୍ବାନୀଙ୍କ ଦ୍ୱାରା ହିରୋଜ୍ ଅଭିଯାନ ଶୁଭାରମ୍ଭ

March 9, 2026
Latest News

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026

ରାଷ୍ଟ୍ରପତିଙ୍କ ବିଷୟରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ: କହିଲେ, “ସମ୍ମାନ କରାଯିବା ଉଚିତ, କିନ୍ତୁ…”

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.