Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପଡୋଶୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍
ଅପରାଧ

ପଡୋଶୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

March 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
 ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ ପଞ୍ଚାୟତ ଅନ୍ତର୍ଗତ ଧଳତଇଲା ଗ୍ରାମର ଅରକ୍ଷିତ ମହାକୁଡ (୩୫) ଙ୍କୁ ଶୁକ୍ରବାର ଦିନ ସେହି ଗ୍ରାମର ବୀରେନ୍ ପ୍ରଧାନ ନାମକ ଯୁବକ ହତ୍ୟା କରି ଫେରାର୍ ହୋଇଯାଇଥିବା ବେଳେ କିସିଣ୍ଡା ପୋଲିସ୍ ରେଢ଼ାଖୋଲ ଥାନା କଦଳୀଗଡରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ଯୋଗ୍ୟ ଯେ, ଅରକ୍ଷିତ ମହାକୁଡ ଗ୍ରାମର ଵୀରେନ୍ ପ୍ରଧାନ (୪୦) ଙ୍କ ସହ ସାମାନ୍ୟ କଳହରୁ ପରବର୍ତ୍ତୀ ସମୟରେ ଵୀରେନ ପ୍ରଧାନ୍ ଅରକ୍ଷିତ ମହାକୁଡଙ୍କ ଘରକୁ ଆସି ମାଡ ମାରିବା ସହ ଧକ୍କା ଦେଵା ଫଳରେ ଅରକ୍ଷିତ ତଳେ ପଡିଯାଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା କରା ଯାଇ ଥିଲା ମାତ୍ର ସୁସ୍ଥ ନହେଵାରୁ ତାଙ୍କୁ ଭିମସାର ବୁର୍ଲାକୁ ସ୍ଥାନାନ୍ତରିତ କରା ଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଵୋଲି ଘୋଷଣା କରିଥିଲେ। ଶଵ ବ୍ୟବଚ୍ଛେଦ କରାଯାଇଥିଲା ଓ ସମ୍ବଲପୁରର ସାଇନଟିଫିକ ଟିମ୍ ଆସି ମୃତ୍ୟୁ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ।

ଅଭିଯୁକ୍ତ ବୀରେନ୍ ପ୍ରଧାନ ଘଟଣା ଦିନ ଠାରୁ ଫେରାର ଥିଲା। ହେଲେ ପୋଲିସ ତଦନ୍ତ କରି ରେଢାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ବସଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ରାତିରେ ଗିରଫ କରି ଥିଲା। ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି କିସିଣ୍ଡା ଥାନା ଅଧିକାରୀ ଲୋକନାଥ ସାହୁ ପ୍ରକାଶ କରିଅଛନ୍ତି।

ଅଭିଯୁକ୍ତ ଗିରଫ ନାକଟିଦେଉଳ ବ୍ଲକ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ଦାନ ଚୋରି ମାମଲା: ଇସ୍ତଫା ଦେଲେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଅନିଲ ମିଶ୍ର 

June 26, 2026

ଭାରତର ଡ୍ୟାମ ଉପରେ ଆକ୍ରମଣ କରିପାରିବ କି ପାକିସ୍ତାନ, ଜାଣନ୍ତୁ କ’ଣ କହିଲେ ପାକିସ୍ତାନୀ ବିଶେଷଜ୍ଞ?

June 26, 2026

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026
Latest News

ରାମ ମନ୍ଦିର ଦାନ ଚୋରି ମାମଲା: ଇସ୍ତଫା ଦେଲେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଅନିଲ ମିଶ୍ର 

June 26, 2026

ଭାରତର ଡ୍ୟାମ ଉପରେ ଆକ୍ରମଣ କରିପାରିବ କି ପାକିସ୍ତାନ, ଜାଣନ୍ତୁ କ’ଣ କହିଲେ ପାକିସ୍ତାନୀ ବିଶେଷଜ୍ଞ?

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.