Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସେକ୍ସ ରାକେଟ ଉପରେ ଚଢ଼ାଉ,୩ ଗିରଫ ଓ ୩ ଝିଅ ଅଟକ
ଅପରାଧ

ସେକ୍ସ ରାକେଟ ଉପରେ ଚଢ଼ାଉ,୩ ଗିରଫ ଓ ୩ ଝିଅ ଅଟକ

September 14, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ପ୍ରଥମ ଗଳିରେ ଗତ ଦୁଇ ମାସ ଧରି ଚାଲିଥିବା ସେକ୍ସ୍ ରାକେଟର ଖବର ପାଇ ସଦର ଏସ୍ ଡି ପି ଓ ଶିବ ଶଙ୍କର ମହାପାତ୍ରଙ୍କ ନେତୃତ୍ଵରେ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଓ ଏସ୍ ଆଇ ରଶ୍ମିତା ସାମଲ ଚଢ଼ାଉ କରି ଘର ମାଲିକ ଅମୁଲ୍ୟ କୁମାର ପାଢ଼ୀ, ଯୌନ କାର୍ଯ୍ୟରେ ଲିପ୍ତ ୩ ଝିଅକୁ ଅଟକ ରଖି ଥାନାରେ ଜେରା କରିଥିଲେ। ଏଥି ସହିତ ଉକ୍ତ ଘରୁ ପୋଲିସ କିଛି ମଦ ବୋତଲ, ସିଗାରେଟ, ନିରୋଧ ପାକେଟ୍ ସହ ଯୌନ ଉଦ୍ଦୀପକ ଔଷଧ ଜବତ କରିଛନ୍ତିି ଓ ଉକ୍ତ ଘରକୁ ସିଲ୍ କରିଛନ୍ତି।

ଅଟକ ଥିବା ସମସ୍ତଙ୍କୁ ଥାନାରେ ଜେରା କରିବା ପରେ ପୋଲିସ କେଶ୍ ନଂ ୨୫୫/୨୩ ଅନୁଯାୟୀ ମାମଲା ରୁଜୁ କରି ଘର ମାଲିକ ଓ ଯୌନ କେଳେଙ୍କାରୀ ଯୁବକ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କାର୍ଯ୍ୟରେ ସଂଶ୍ଳିଷ୍ଟ ଝିଅ ମାନଙ୍କୁ ତାଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରି ପଠାଇବା ପାଇଁ ଚେଷ୍ଟା ଚାଲିଛି ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

ନିମଖଣ୍ଡି ଥାନା ଶକ୍ତି ନଗର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

September 29, 2026

୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପୁସ୍ତକ ପ୍ରକାଶ କଲା NCERT: ଜାଣନ୍ତୁ କେଉଁଠୁ କିଣିବେ?

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026

ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର

September 29, 2026
Latest News

ବିଜେପି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

September 29, 2026

୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପୁସ୍ତକ ପ୍ରକାଶ କଲା NCERT: ଜାଣନ୍ତୁ କେଉଁଠୁ କିଣିବେ?

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026

ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର

September 29, 2026

୫ଟି ସ୍ୱର୍ଣ୍ଣ ସମେତ ଭାରତର ମୋଟ ୪୭ ପଦକ: ୧୦ ଦିନ ପରେ ଜାଣନ୍ତୁ ପାକିସ୍ତାନର ସ୍ଥିତି

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.