Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଭାରତୀୟ ନମ୍ବର ସହିତ ଆସୁଥିବା ଅନ୍ତର୍ଜାତୀୟ ଜାଲ୍ କଲ୍ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶନାମା ଜାରି
ଅପରାଧ

ଭାରତୀୟ ନମ୍ବର ସହିତ ଆସୁଥିବା ଅନ୍ତର୍ଜାତୀୟ ଜାଲ୍ କଲ୍ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶନାମା ଜାରି

May 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
Mobile data
ଚୀନ୍ ଏବଂ ପାକିସ୍ତାନ ତୁଳନାରେ କାହିଁକି ଶସ୍ତା ଭାରତରେ ମୋବାଇଲ୍ ଡାଟା?: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସାଇବର ଠକମାନେ ଏବେ ଭାରତୀୟ ନାଗରିକମାନଙ୍କୁ ଜାଲ୍ ନାମରେ ଅନ୍ତର୍ଜାତୀୟ କଲ୍ କରି ସାଇବର ଅପରାଧ କରୁଛନ୍ତି। ଏହି ଠକମାନେ ଭାରତୀୟ ନମ୍ବର ପ୍ରଦର୍ଶନ କରୁଥିବା ଜାଲ୍ ନାମରେ କଲ୍ କରି ସାଇବର ଅପରାଧ କରିବା ସହ ଆର୍ଥିକ ଠକେଇ ମଧ୍ଯ କରୁଛନ୍ତି। ଏହି କଲ୍ ଗୁଡ଼ିକ ଭାରତରୁ ଆସୁଥିବା ପରି ଜଣାପଡୁଛି, କିନ୍ତୁ ପ୍ରକୃତରେ ତାହା ସାଇବର୍ ଅପରାଧିମାନଙ୍କ ଦ୍ବାରା ବିଦେଶରୁ କରାଯାଉଛି।

ସାଇବର ଅପରାଧିମାନେ କଲିଂ ଲାଇନ୍ ପରିଚୟ (ସିଏଲ୍ଆଇ)ର ନାମରେ ପରିବର୍ତ୍ତନ କରି ଏପରି କଲ୍ କରୁଛନ୍ତି। ନିକଟରେ ହୋଇଥିବା ନକଲି ଡିଜିଟାଲ୍ ଗିରଫ, ଫେଡେକ୍ସ ସ୍କାମ, କୋରିଅରରେ ନିଶା/ଡ୍ରଗ୍ସ୍ କାରବାର, ନିଜକୁ ସରକାରୀ ଏବଂ ପୋଲିସ ଅଧିକାରୀ ଭାବେ ଛଦ୍ମନାମରେ ପରିଚୟ ଦେବା ଏବଂ ଟେଲିକମ୍ ବିଭାଗ/ଟ୍ରାଇ ଦ୍ବାରା ମୋବାଇଲ୍ ନମ୍ବର ବନ୍ଦ କରିଦେବା ଇତ୍ୟାଦି ମାମଲାରେ ଏହି ଅନ୍ତର୍ଜାତୀୟ ଜାଲ୍ କଲ ଗୁଡିକର ଅପବ୍ୟବହାର କରାଯାଇଛି।

ସେଥିପାଇଁ ଟେଲିକମ ବିଭାଗ (ଡଟ୍) ଏବଂ ଟେଲିକମ୍ ସେବା ପ୍ରଦାନକାରୀ (ଟିଏସପି) ଏବେ ଭାରତୀୟ ଟେଲିକମ୍ ଉପଭୋକ୍ତାମାନଙ୍କୁ ଆସୁଥିବା ଏପରି ଅନ୍ତର୍ଜାତୀୟ ଜାଲ୍ କଲ୍ ଗୁଡିକୁ ଚିହ୍ନଟ ଏବଂ ବ୍ଲକ୍ କରିବା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି। ଟେଲିକମ୍ ସେବା ପ୍ରଦାନକାରୀମାନଙ୍କୁ ଏବେ ଏପରି ଜାଲ୍ ଅନ୍ତର୍ଜାତୀୟ କଲ ଗୁଡିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଟେଲିକମ୍ ବିଭାଗ ଦ୍ବାରା ଜାରି କରାଯାଇଥିବା ନିଦ୍ର୍ଦେଶନାମା ଅନୁଯାୟୀ, ଟିଏସପି ଦ୍ବାରା ଭାରତୀୟ ଲ୍ୟାଣ୍ଡଲାଇନ୍ ନମ୍ବର ପ୍ରଦର୍ଶନ କରି ଆସୁଥିବା ଅନ୍ତର୍ଜାତୀୟ ଜାଲ୍ କଲ୍ ଗୁଡିକୁ ବ୍ଲକ୍ କରିବା କାମ ପ୍ରଥମରୁ ଆରମ୍ଭ ହୋଇଛି।

ଉପଭୋକ୍ତାମାନଙ୍କର ସୁରକ୍ଷା ଏବଂ ନିରାପତ୍ତା ଡିଜିଟାଲ୍ ଇଣ୍ଡିଆ ଭିଜନର ଏକ ମୁଖ୍ୟ ଅଂଶ ହୋଇଥିବାରୁ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଟେଲିକମ୍ ବିଭାଗ ପକ୍ଷରୁ ନାଗରିକ କୈନ୍ଦ୍ରିକ ସଂଚାର ସାଥୀ ପୋର୍ଟାଲ୍ (https://sancharsaathi.gov.in/)ସମେତ ଅନେକ ପଦକ୍ଷେପ ନିଆଯାଇଛି।

ସର୍ବଶ୍ରେଷ୍ଠ ଉଦ୍ୟମ କରାଯାଉଥିଲେ ମଧ୍ଯ କିଛି ସାଇବର ଠକ ବିଭିନ୍ନ ଉପାୟରେ ସଫଳ ହେଉଛନ୍ତି। ଏପରି କଲ୍ ପାଇଁ, ଆପଣ ସଂଚାର ସାଥୀରେ ଥିବା ଚକ୍ଷୁ ସୁବିଧା କେନ୍ଦ୍ରରେ ଏପରି ଜାଲ୍ ଯୋଗାଯୋଗ ସମ୍ପର୍କରେ ରିପୋର୍ଟ କରି ସମସ୍ତଙ୍କୁ ସାହାଯ୍ୟ କରିପାରିବେ।

ନିର୍ଦ୍ଦେଶନାମା ଜାରି ସାଇବର ଅପରାଧ
Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.