Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମିଛ ସରକାରୀ ଚାକିରୀ ବିଜ୍ଞାପନ ଦେଇ ଫସିଲେ ଯୁବକ 
ଅପରାଧ

ମିଛ ସରକାରୀ ଚାକିରୀ ବିଜ୍ଞାପନ ଦେଇ ଫସିଲେ ଯୁବକ 

January 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମିଛ ସରକାରୀ ଚାକିରୀ ବିଜ୍ଞାପନ ଦେଇ ଫଶିଲେ ଯୁବକ। କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସଦର ଥାନା ବିଶିପଡ଼ା ଛକ ନିକଟରେ ନୂଆ କରି ନିର୍ମାଣ ହେଉଥିବା, ମେଡ଼ିକାଲ୍ କଲେଜରେ ବିଭିନ୍ନ ପଦବୀ ପାଇଁ ମିଛ ବିଜ୍ଞାପନ ଦେଇଥିଲେ ଯୁବକ। ପ୍ରତ୍ୟେକ ଦିନ ମଧ୍ୟ ଚାରିରୁ ପାଞ୍ଚ ଜଣ ଚାକିରୀ ଆଶାୟୀ ପ୍ରାର୍ଥୀ ଭେଟୁଥିଲେ। ଏଭଳି ଏକ ଠକ ବ୍ୟକ୍ତିଙ୍କୁ ବାନ୍ଧିଛି ଫୁଲବାଣୀ ପୋଲିସ।

ସୂଚନା ଅନୁସାରେ, ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ମେହେର, (୩୭ ବର୍ଷ), ଜୁନାଗଡ଼ କଳାହାଣ୍ଡି ଜିଲ୍ଲାର ବ୍ୟକ୍ତି, ଫୁଲବାଣୀ ରେ ଭଡ଼ା ଘର ନେଇ ରୁହନ୍ତି। ଫୁଲବାଣୀ ସହରରେ, ବିଭିନ୍ନ ସ୍ଥାନ ରେ ମିଛ ବିଜ୍ଞାପନ ଦେଇଥିଲେ, ଫୁଲବାଣୀ ରେ ନୂଆକରି ତିଆରି ହେଉଥିବା ମେଡ଼ିକାଲ୍ କଲେଜ୍ ରେ ସରକାରୀ ଚାକିରୀ ର ବିଜ୍ଞାପନ। ଯାହାକୁ ବିଶ୍ୱାସ କରିଥିଲେ କନ୍ଧମାଳ ଜିଲ୍ଲାର ନିରୀହ ସରଳ ଆଦିବାସୀ ଯୁବକ ଯୁବତୀ ମାନେ। ଏପରିକି ପ୍ରତିଦିନ ଠକ ଲକ୍ଷ୍ମୀକାନ୍ତ କୁ ମଧ୍ୟ କିଛି ଯୁବକ ଯୁବତୀ ସରକାରୀ ଚାକିରି ଲୋଭରେ ଭେଟିଛନ୍ତି ମଧ୍ୟ।

ଏହି ବିଜ୍ଞାପନ ସଂପୂର୍ଣ୍ଣ ମିଛ ବୋଲି ଗୁଜବ ବୋଲି ଚର୍ଚ୍ଚା ହେଲାପରେ, ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲ ର ଭାରପ୍ରାପ୍ତ ମେଡ଼ିକାଲ୍ ସୁପରିଣ୍ଟେଣ୍ଡ ଡ଼ ଅକ୍ଷୟ କୁମାର ସାହୁ, ତା ୧୫,୦୧,୨୦୨୫ ଦିନ ଫୁଲବାଣୀ ଟାଉନ ଥାନାରେ, ମିଛ ସରକାରୀ ଚାକିରୀ ବିଜ୍ଞାପନକୁ ନେଇ ଅଭିଯୋଗ କରିଥିଲେ।

ଟାଉନଥାନା ଅଧିକାରୀ ୧୭/୨୦୨୫ ରେ ଏକ କେସ ମାମଲା ରୁଜୁ କରି ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ମେହେର କୁ ଗିରଫ କରିବା ସହ ତା ନିକଟ ରୁ କିଛି ମିଛ ସରକାରୀ ଚାକିରୀ ବିଜ୍ଞାପନ କାଗଜ, ମୋବାଇଲ ଫୋନ, ସିମ୍ କାଡ ଜବତ କରିବା ସହ ବିଚାର ବିଭାଗୀୟ ହାଜତ କୁ ପଠେଇ ଦେଇଛନ୍ତି।

କନ୍ଧମାଳ ଜିଲ୍ଲା ବିଜ୍ଞାପନ
Share. Facebook Twitter LinkedIn Email WhatsApp Copy Link

Related Posts

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026
Latest News

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.