Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମଦ ଚୋରି ଅଭିଯୋଗରେ ପୁଣି ଗିରଫ ହେଲେ ପୋଲିସକୁ ଆକ୍ରମଣ ଅଭିଯୁକ୍ତ
ଅପରାଧ

ମଦ ଚୋରି ଅଭିଯୋଗରେ ପୁଣି ଗିରଫ ହେଲେ ପୋଲିସକୁ ଆକ୍ରମଣ ଅଭିଯୁକ୍ତ

February 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଅକ୍ଟୋବର ମାସରେ ସ୍ଥାନୀୟ ବି ଏସ୍ ଏନ୍ ଏଲ୍ ଅଫିସ ନିକଟରେ ଥିବା ବିଦେଶୀ ମଦ ଦୋକାନରେ ବେଆଇନ ମଦ କାରବାର ଅଭିଯୋଗର ଖବର ପାଇ ଟାଉନ ଥାନା ପୋଲିସ୍ ସବ୍ୟସାଚୀ ମିଶ୍ର ତଦନ୍ତ ପାଇଁ ଯାଇଥିଲା ବେଳେ ମଦ ଦୋକାନ ମାଲିକ ମନୋରଞ୍ଜନ ସାବତ, ତୁମ୍ବେଶ୍ଵର ପାତ୍ର, ରଞ୍ଜିତ ପଟ୍ଟନାୟକ, ସମୀର ପ୍ରଧାନ, ସୁମନ ମହାପାତ୍ର ଓ ଲକ୍ଷ୍ମୀ ନାରାୟଣ ବେହେରା ଆତର୍କିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ବିଷୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନ ଭିତରେ ଥିବା ବିଦେଶୀ ମଦକୁ ସିଲ୍ କରି ଦୋକାନ ଭିତରେ ହିଁ ରଖିଥିଲେ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଉକ୍ତ ସମସ୍ତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

କିଛି ଦିନ ଜେଲ୍ ରେ ରହି ଉକ୍ତ ସମସ୍ତ ଅଭିଯୁକ୍ତ ଜାମିନରେ ଆସି ପୁଣି ସିଲ୍ ହୋଇଥିବା ଉକ୍ତ ମଦ ଦୋକାନ ତାଲା ଭାଙ୍ଗି ଜବତ ମଦକୁ ଚୋରି କରିଥିବା ପ୍ରମାଣ ପାଇ ମଦ ବ୍ୟବସାୟୀ ମନୋରଞ୍ଜନ ସାବତ କୁ ମାମଲା ନଂ ୭୩/୨୫ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଘଟଣା ର ଅଧିକ ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ବିବୃତି ରଖିଛନ୍ତି।

ପୋଲିସକୁ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Latest News

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.