Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଫୁଲୁଟା ବୋମାମାଡ଼ ଘଟଣା: ୮ ଅଭିଯୁକ୍ତ ଗିରଫ
ଅପରାଧ

ଫୁଲୁଟା ବୋମାମାଡ଼ ଘଟଣା: ୮ ଅଭିଯୁକ୍ତ ଗିରଫ

May 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅର୍ନ୍ତଗତ ଫୁଲୁଟା ଗ୍ରାମରେ ରାତି ଅଧିଆ ବୋମାମାଡ଼ ଯୋଗୁଁ ଗତ କିଛି ଦିନ ହେଲା ଗ୍ରାମରେ ଅଶାନ୍ତ ସୃଷ୍ଟି ସହ ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ି ଯାଇଥିଲା। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁଇ ପ୍ଲାଟୁନ୍ ପୋଲିସ ମୁତୟନ କରିଥିଲେ ଓ ଗୁରୁତର ସହ ଘଟଣାର ଅନୁଧ୍ୟାନ କରି ଗାଁ ରେ ସଂଯୁକ୍ତ ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ନିମଖଣ୍ଡି ଥାନା ପୋଲିସ୍ ଉକ୍ତ ଗାଁ ରୁ ୮ ଜଣ ଅଭିଯୁକ୍ତ ଯଥା ଲିଙ୍ଗରାଜ ଚର୍ଚ୍ଚା, ବଳରାମ ନାହାକ, ଦଣ୍ଡପାଣି ଶାସମଲ, ସନ୍ୟାସୀ ଶାସମଲ, ସୁକାନ୍ତ ନାହାକ, ପୁର୍ଣ୍ଣ ବସ୍ତିଆ,ତପନ ଚର୍ଚ୍ଚା ଓ ସନ୍ତୋଷ ମଲ୍ଲିକ କୁ ଉଠାଇ ଆଣି ଜେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ଗିରଫ କରିଛନ୍ତି।

ପୁର୍ବ ଶତୃତା ଓ ଗାଁ କୋଠ ସମ୍ପତି କୁ ନେଇ ଏହି ଭଳି ବୋମାମାଡ଼ ଘଟଣା ଘଟିଥିବା ଜଣାପଡିଛି। ଏଥିସହିତ ଅଭିଯୁକ୍ତ ଯୁବକ ମାନେ ଅପର ଗୋଷ୍ଠୀ କୁ ହତ୍ୟା ଧମକ ଦେଇ ଗାଁ ରେ ଅଶାନ୍ତ ବାତାବରଣ ସୃଷ୍ଟି କରିଛନ୍ତି। ଯାହା ଫଳରେ ଗାଁ ଅଶାନ୍ତି କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବୀ ହୋଇଛି।

ନିମଖଣ୍ଡି ଥାନା ବୋମାମାଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ!: ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର?

September 11, 2026
Latest News

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.