Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଅପରାଧ

ପୁରୀ ହୋଟେଲ ବୁକିଂ ଜାଲିଆତି ଘଟଣା: ରାଜସ୍ଥାନର ଦୁଇ ଅପରାଧୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

July 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ହୋଟେଲ ବୁକିଂ ଜାଲିଆତି ଘଟଣାରେ ରାଜସ୍ଥାନର ଦୁଇଜଣ ଅପରାଧୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଓଡିଶା ସାଇବର ଅପରାଧ ପୁଲିସ ପୁରୀର ହୋଟେଲ ନିଳାଦ୍ରୀ ଭକ୍ତ ନିବାସ ବୁକିଂ ଅଭିଯୋଗରେ ରାଜସ୍ଥାନର ଅଲୱାର୍‌ ଅଞ୍ଚଳର ଅମିର ଖାଁ ଏବଂ ଭରତପୁର ଅଞ୍ଚଳର ୟୁସୁପ୍‌କୁ ଗିରଫ କରିଛି। ସେମାନଙ୍କୁ ଅଲୱାର ଜିଲ୍ଲା ଗୋବିନ୍ଦ ଗଡ କୋର୍ଟରେ ହାଜର କରାଯିବା ପରେ କ୍ରାଇମବ୍ରାଞ୍ଚ ଟ୍ରାଜିଟ୍‌ ରିମାଣ୍ଡରେ ଆଣିଛି। ପୁରୀ ନୀଳାଦ୍ରି ଭକ୍ତ ନିବାସରେ ମିଥ୍ୟା ପ୍ରତିଶ୍ରୁତି ଦେଇ ରହଣୀ ସୁବିଧା ଯୋଗାଇ ଦେବା ପାଇଁ ଏମାନେ ଉଦ୍ୟମ କରିଥିଲେ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପିଟିସନ ଆଧାରରେ କ୍ରାଇମବ୍ରାଞ୍ଚ ଏହି ଦୁଇ ଠକଙ୍କୁ ଗିରଫ କରିଛି। ଇନସ୍ପେକ୍ଟର ଅବନ୍ତିମଣି ନାୟକଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଦଳ ରାଜସ୍ଥାନ ଯାଇ ଡିଜିଟାଲ ତଥ୍ୟ ପ୍ରମାଣ ଆଧାରରେ ଏହି ଦୁଇ ଠକଙ୍କୁ ଗିରଫ କରିଛି।

କ୍ରାଇମବ୍ରାଞ୍ଚ ଦୁଇ ଅପରାଧୀ ଗିରଫ ପୁରୀ ରାଜସ୍ଥାନ ସାଇବର ଅପରାଧ ହୋଟେଲ ନିଳାଦ୍ରୀ ଭକ୍ତ ନିବାସ ହୋଟେଲ ବୁକିଂ ଜାଲିଆତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025

ଇଣ୍ଟରଗ୍ରୁପ୍ ସୈନିକସ୍କୁଲ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

August 20, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା: ୱାର୍ଣ୍ଣିଂ ଜାରି

August 20, 2025
Latest News

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025

ଇଣ୍ଟରଗ୍ରୁପ୍ ସୈନିକସ୍କୁଲ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

August 20, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା: ୱାର୍ଣ୍ଣିଂ ଜାରି

August 20, 2025

ଡାକ୍ତରୀ ପାଠ ପଢିବେ ଦିଦାୟୀ ଜନଜାତି ସମ୍ପ୍ରଦାୟର ଝିଅ: ଜାଣନ୍ତୁ ସେ କିଏ?

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.