Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନିମଖଣ୍ଡି ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ: ମା ମୃତ, ଝିଅ ଗୁରୁତର
ଅପରାଧ

ନିମଖଣ୍ଡି ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ: ମା ମୃତ, ଝିଅ ଗୁରୁତର

August 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
୪ ଲୁଟେରାଙ୍କୁ ଗିରଫ କଲା ନିମଖଣ୍ଡି ପୋଲିସ
ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: ୪ ଲୁଟେରାଙ୍କୁ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୋଲିସ ଜିଲ୍ଲା ନିମଖଣ୍ଡି ଥାନା ଅର୍ନ୍ତଗତ ଲୋଚାପଡା ଶ୍ରୀମାଁ ନଗରେ ଆଜି ସକାଳୁ ଗାୟତ୍ରୀ ସ୍ବାଇଁ ନାମ୍ନୀ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା ବେଳେ ୧୨ ବର୍ଷର ନାବାଳିକା ଝିଅ ନୀଲମ୍ ସ୍ବାଇଁ କୁ ମାରଣାନ୍ତକ ଆକ୍ରମଣ ହୋଇଛି। ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ମୃତ ମହିଳାଙ୍କ ଭାଇ ଚିତ୍ରସେନ ସ୍ବାଇଁ ଠାରୁ ଖବର ପାଇ ଥାନା ପୋଲିସ୍, ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ନାବାଳିକାଙ୍କୁ ଡାକ୍ତରଖାନା ପଠାଇ ଛାନବିନ୍ ଆରମ୍ଭ କରିଛି।

ସୁଚନା ଅନୁଯାୟୀ ଗତ ୩ ତାରିଖ ଦିନ ଠାରୁ ମୃତ ମହିଳା ଏହି ଘରେ ଭଡ଼ାରେ ରହୁଥିଲେ। ଆଜି ସକାଳୁ ବହୁତ ସମୟ ଘର ବାହାରେ ତାଲା ପଡିଥିବାରୁ ଘର ମାଲିକ ମହିଳାଙ୍କ ସ୍ବାମୀଙ୍କୁ ଫୋନ କରିଥିଲେ ଓ ସେ ବାହାରେ ରହୁଥିବାରୁ ତାଙ୍କ ଶଳାକୁ ଜଣାଇଥିଲେ। ଶଳା ଚିତ୍ରସେନ ଆସି ଘଟଣାସ୍ଥଳରେ ପହଞ୍ଚି ଦେଖି  ପୋଲିସକୁ ଜଣାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଭଳି ଜଘନ୍ୟ ହତ୍ୟାକାଣ୍ଡର କାରଣ ଜଣାପଡି ନାହିଁ। ବ୍ରହ୍ମପୁର ଏସ୍ ପି ଦୃଢ଼ ପଦକ୍ଷେପ ସ୍ୱରୂପ ସ୍ବତନ୍ତ୍ର ଅନୁଧ୍ୟାନ ଚଳାଇଛନ୍ତି।

ଜଘନ୍ୟ ହତ୍ୟାକାଣ୍ଡ ଝିଅ ଗୁରୁତର ନିମଖଣ୍ଡି ଥାନା ମା’ ମୃତ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନର କେତୋଟି ସହର ଦଖଲ କରିଛି ବେଲୁଚ୍ ସେନା: ପଡୋଶୀ ଦେଶର ମୋଟ କେତେ ଅଂଶ?

February 8, 2026

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026

ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

February 8, 2026

ବିଶ୍ୱ ରେକର୍ଡ କଲା ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ୱକପ୍ ରେ କଲା ଏହି କୀର୍ତ୍ତିମାନ

February 8, 2026
Latest News

ପାକିସ୍ତାନର କେତୋଟି ସହର ଦଖଲ କରିଛି ବେଲୁଚ୍ ସେନା: ପଡୋଶୀ ଦେଶର ମୋଟ କେତେ ଅଂଶ?

February 8, 2026

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026

ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

February 8, 2026

ବିଶ୍ୱ ରେକର୍ଡ କଲା ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ୱକପ୍ ରେ କଲା ଏହି କୀର୍ତ୍ତିମାନ

February 8, 2026

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.