Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଲଇଣ୍ଡାମାଳ ଛକରୁ ଗଂଜେଇ ସହ ଗୁଜୁରାଟର ୨ ଅଭିଯୁକ୍ତ ଗିରଫ
ଅପରାଧ

ଲଇଣ୍ଡାମାଳ ଛକରୁ ଗଂଜେଇ ସହ ଗୁଜୁରାଟର ୨ ଅଭିଯୁକ୍ତ ଗିରଫ

January 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲଇଣ୍ଡାମାଳ ଛକରୁ ଗଂଜେଇ ସହ ଗୁଜୁରାଟର ୨ ଅଭିଯୁକ୍ତ ଗିରଫ
ଲଇଣ୍ଡାମାଳ ଛକରୁ ଗଂଜେଇ ସହ ଗୁଜୁରାଟର ୨ ଅଭିଯୁକ୍ତ ଗିରଫ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରୁ ୮ କେଜି ଗଂଜେଇ ସହ ଗୁଜୁରାଟର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଅବକାରୀ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳ ଦଶ ଟାରେ ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଛକରେ ୨ ଜଣ ବ୍ୟକ୍ତି ଏକ ବସ୍ତାରେ ଗଂଜେଇ ଫୁଲବାଣୀ ଅଂଚଳରୁ ଆଣି ଛିଡା ହୋଇ ଥିବା ଅବକାରୀ ବିଭାଗ ଖବର ପାଇ ଥିଲା।  ଅବକାରୀ ବିଭାଗ ର ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସେଇ ଛକରୁ ଗଂଜେଇ ବେପାରୀ ମାନଙ୍କୁ ଧରିବା ସହ ୮ କେଜି ଗଂଜେଇ ଜବତ କରି ଗିରଫ କରିଥିଲା। ଗଂଜେଇ ବେପାରୀ ୨ ଜଣ ହେଲେ ଗୁଜୁରାଟ ରାଜ୍ୟ ସୁରଟ ଜିଲ୍ଲା କାଦୋଦରା ଥାନା ଅଂଚଳ ର ସୁରଜମାଲ ଖଟିକି ଓ ସୁରଜ ଯାଦବ। ସେମାନେ ଫୁଲବାଣୀ ଅଂଚଳରୁ ଗଂଜେଇ ଆଣି ରେଢ଼ାଖୋଲ ଟ୍ରେନ ଷ୍ଟେସନ ରୁ ଗୁଜୁରାଟ ଯାଇଥାନ୍ତେ ବୋଲି ଅବକାରୀ ବିଭାଗ ର ଇନ୍ସପେକ୍ଟର ଦ୍ରୁବାଦଳା ବିଶ୍ୱାଳ ପ୍ରକାଶ କରିଛନ୍ତି।

ରେଢାଖୋଲ ଥାନା ଲଇଣ୍ଡାମାଳ ଛକ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026
Latest News

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.