Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ: ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ
ଅପରାଧ

ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ: ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

February 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ: ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ
ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ: ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଧରାକୋଟ ଥାନା ଅର୍ନ୍ତଗତ ଢଉ ଗାଁ ଛକରେ ଦୁଇ ଯୁବକ ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଛି। ଉଭୟଙ୍କ ଠାରୁ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ କରାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁଙ୍କ ନିର୍ଦ୍ଦେଶନାରେ ଅତିରିକ୍ତ ନୀରିକ୍ଷକ ଅଞ୍ଜଳି ବେହେରା ଓ ଏସ୍ ଆଇ ସସ୍ମିତା ପଣ୍ଡା ଅନ୍ୟ କର୍ମଚାରୀଙ୍କ ସହ ଚଢାଉ କରିଥିଲେ। ଘଟଣାସ୍ଥଳରୁ ଉମେଶ ପାତ୍ର ଓ ଅମର ସାହୁଙ୍କୁ କାବୁ କରି ଜେରା କରିଥିଲେ। ସେହି ସମୟରେ ଉଭୟଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ ଦାମୀ ମୋବାଇଲ ଫୋନ ଜବତ କରିଥିଲେ।

ଆସ୍କା ଥାନା ଅଞ୍ଚଳର ଉକ୍ତ ଦୁଇ ଯୁବକ ପୁରୁଣା ଅପରାଧୀ ଏବଂ ଉମେଶ ନାମରେ ଆସ୍କା ଥାନାରେ ୪ ଟି ଅପରାଧ ମାମଲା ଓ ଅମର ସାହୁ ନାମରେ ୬ ଟି ସଙ୍ଗୀନ ମାମଲା ଥିବା ଜଣାପଡ଼ିଛି। ଥାନା ପୋଲିସ୍ ଉକ୍ତ ଦୁଇ ଯୁବକ ଦ୍ୱୟଙ୍କୁ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ମାମଲା ନଂ ୬୧/୬୨ ରୁଜୁ କରି କୋର୍ଟ ଚାଲାଣ କରିଛି।

ଜୀବନ୍ତ ଗୁଳି ଧରାକୋଟ ଥାନା ବନ୍ଧୁକ କାରବାର
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026
Latest News

ବନ୍ଧୁକ କାରବାର କରୁଥିବା ବେଳେ ଦୁଇ ଯୁବକ ଗିରଫ: ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

February 7, 2026

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.