Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନିର୍ଭୟା ଗଣଦୁଷ୍କର୍ମ ମାମଲା : ସୁପ୍ରିମ୍‌କୋର୍ଟ ଗଲା ପଓ୍ବନ
ଅପରାଧ

ନିର୍ଭୟା ଗଣଦୁଷ୍କର୍ମ ମାମଲା : ସୁପ୍ରିମ୍‌କୋର୍ଟ ଗଲା ପଓ୍ବନ

January 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ମୋଡ ଦେଖିବାକୁ ମିଳୁଛି । ପୂର୍ବରୁ ଜାରି ହୋଇଥିବା ଫାଶୀ ତାରିଖର ଗୋଟିଏ ଦିନ ପୂର୍ବରୁ ଦୋଷୀମାନେ ପୁଣି ଥରେ ନୂଆ ଚାଲ୍‌ ଚଲାଇବା ଆରମ୍ଭ କରିଛନ୍ତି । ଏହି ଅପରାଧର ଅନ୍ୟତମ ଅପରାଧୀ ପଓ୍ବନ ସିଂ ପୁଣି ଥରେ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଘଟଣା ସମୟରେ ନାବାଳକ ଥିବାର ଦର୍ଶାଇ ରିଭ୍ୟୁ ପିଟିସନ୍‌ ଜାରି କରିଛନ୍ତି । ପୂର୍ବରୁ ପଓ୍ବନର ନାବାଳକ ଦାବିକୁ ସୁପ୍ରିମ୍‌କୋର୍ଟ ଖାରଜ କରି ସାରିଛନ୍ତି । ସେହିପରି ଗତକାଲି ଅକ୍ଷୟଙ୍କ କ୍ୟୁରୋଟିଭ୍‌ ପିଟିସନ୍‌କୁ ଖାରଜ କରାଯାଇଥିବାବେଳେ ଫେବୃଆରୀ 1 ତାରିଖରେ ଫାଶୀ ଦଣ୍ଡାଦେଶକୁ ନେଇ ଶୁଣାଣି ହେବ। ତେବେ ବିଚାର ପ୍ରକ୍ରିୟା ସରିନଥିବାରୁ ଦୋଷୀଙ୍କ ଓକିଲ ମାନେ ଫାଶୀ ଟାଳିବାକୁ ପ୍ରୟାସ କରୁଛନ୍ତି । ଚାରି ଦୋଷୀଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରି ଡେଥ୍‌ ଓ୍ବାରେଣ୍ଟକୁ ଆଛ 14 ଦିନ ଘୁଞ୍ଚାଇବାକୁ ଦାବି କରୁଛନ୍ତି । ତେବେ ଜଣକୁ ଛାଡ଼ି ଆଊ ତିନିଜଣକୁ ଫାଶି ଦେବାକୁ ତିହାର ଜେଲ୍‌ ତୟାର ରହିଛି ବୋଲି ସରକାରୀ ଓକିଲ ଦାବି କରିଛନ୍ତି ।

nirbhayacase
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Latest News

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.