Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»୩ କେଜି ଗଞେଇ ଜବତ: ମୋଟର ସାଇକେଲ୍ ସହ ୨ ଗିରଫ
ଅପରାଧ

୩ କେଜି ଗଞେଇ ଜବତ: ମୋଟର ସାଇକେଲ୍ ସହ ୨ ଗିରଫ

February 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
arrest
RSS କାର୍ଯ୍ୟାଳୟ ଉପରେ ଆକ୍ରମଣ ଘଟଣା: ଅଭିଯୁକ୍ତମାନଙ୍କ ପାକିସ୍ତାନ ଲିଙ୍କ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ତେରବେଡା ଗ୍ରାମଠାରେ ପୋଲିସ୍ ୩ କେଜି ଗଂଜେଇ ସହ ଗୋଟିଏ ମଟର ସାଇକେଲ ଜବତ କରିବା ସହ ୨ ଜଣଙ୍କୁଗିରଫ କରିଛି। ପ୍ରକାଶ ଯେ ରେଢାଖୋଲ ପୋଲିସ୍ ତେରବେଡା ଗ୍ରାମରେ ଗାଡି ଯାଂଚ କରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ବାଇକରେ ( ଓଆର୍ ୧୫ଆର୍‌-୮୮୧୮ )ଗଂଜେଇ ଧରି ଯାଉଥିବା ବେଳେ ଧରାପଡିଛନ୍ତି। ସେମାନଙ୍କ ପାଖରୁ ୩ କେଜି ଗଞେଇ ଜବତ କରିବା ସହ ମୋଟର ସାଇକେଲ୍ ଓ ନଗଦ ୧୯୦୦ଟଙ୍କା ଜବତ କରିଛି। ଗିରଫ ଯୁବକ ଦୁଇ ଜଣ ହେଲେ ରେଢାଖୋଲ ଥାନା ଘୋଷରାମାଳ ପଂଚାୟତର ରାଇଲ ଗ୍ରାମର ଚିନ୍ମୟ ମାଝୀ ଓ ଉତ୍ତରପ୍ରଦେଶ ରାଜ୍ୟର ରାମଘାଟ ଥାନା ମୋଣିପୁରର ଶ୍ୟାମ ଭୀର ବୋଲି ରେଢାଖୋଲ ଥାନାଧିକାରୀ ଜଣାଇଛନ୍ତି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ୍ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ରେଢାଖୋଲ ଥାନା କେସ୍ ନଂ୩୪ ତା ୧୮/୦୨/୨୦୨୦ ୟୁ/ଏସ ୨୦(ବି)୨୫/୨୯ ଏନ୍‌ଡିପିଏସ୍ ଅ।।କ୍ଟ ରେ ଗିରଫ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ +୨ ବିଦ୍ୟାଳୟର ମାନ୍ୟତା: ସାଧୁବାଦ ଜଣାଇଲେ ସାଂସଦ

September 2, 2026

ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି : ୧୦ ହଜାର ବଦଳରେ ଲାଗୁ ହେବ ନୂଆ ସ୍ଲାବ୍

September 2, 2026

ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନ୍ ଶୁଭାରମ୍ଭ

September 2, 2026

‘CJP ଅର୍ଥ କଂଗ୍ରେସ ଜିତାଓ ପ୍ରୋଗ୍ରାମ’: ରାହୁଲ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆକ୍ରମଣ

September 2, 2026
Latest News

​ଗଞ୍ଜାମ ଜିଲ୍ଲାର ୧୨ଟି ଉଚ୍ଚ ବିଦ୍ୟାଳୟକୁ +୨ ବିଦ୍ୟାଳୟର ମାନ୍ୟତା: ସାଧୁବାଦ ଜଣାଇଲେ ସାଂସଦ

September 2, 2026

ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି : ୧୦ ହଜାର ବଦଳରେ ଲାଗୁ ହେବ ନୂଆ ସ୍ଲାବ୍

September 2, 2026

ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଟ୍ରେନ୍ ଶୁଭାରମ୍ଭ

September 2, 2026

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ଼ ଘୋଷଣା: ଚାଷୀ ଏବଂ ଶିକ୍ଷକଙ୍କ ବିରୋଧରେ ପ୍ରତ୍ୟାହାର ହେବ ମାମଲା 

September 2, 2026

କଂଗ୍ରେସରେ ଯୋଗଦେଲେ ଆସୀମ ୱକାର: AIMIM ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.