Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗୁଜରାଟରେ ଲଜ୍ଜା : ବସ୍‌ ଛାତ ଉପରେ ମହିଳାଙ୍କୁ ଗଣଦୁଷ୍କର୍ମ
ଅପରାଧ

ଗୁଜରାଟରେ ଲଜ୍ଜା : ବସ୍‌ ଛାତ ଉପରେ ମହିଳାଙ୍କୁ ଗଣଦୁଷ୍କର୍ମ

February 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅହମ୍ମଦାବାଦ : ଗୁଜରାଟରେ ପୁଣି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଗୁଜରାଟର ପୋରବନ୍ଦର ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି । ଏକ ବସ୍‌ର ଡ୍ରାଇଭର୍‌ ଏବଂ କଣ୍ଡକ୍ଟର ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ମଧ୍ୟପ୍ରଦେଶର ମହିଳା ଜଣକ ପେଶାରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ବୁଧବାର ରାତିରେ ଏହି ଘଟଣା ଘଟିଥିଲା । ମହିଳାଙ୍କୁ ବଳପୂର୍ବକ ଭାବରେ ଗଣଦୁଷ୍କର୍ମ କରାଯାଇଥିଲା । ମଧ୍ୟପ୍ରଦେଶର କୁକ୍‌ସୀ ସହରରୁ ମହିଳା ଜଣକ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଯାତ୍ରା କରିବାକୁ ବସ୍‌ ନ ମିଳିବାରୁ ବସ୍‌ ଡ୍ରାଇଭର୍‌ ଏବଂ କଣ୍ଡକ୍ଟର ତାଙ୍କୁ ବସ୍‌ ଛାତ ଉପରେ ଶୋଇବାକୁ ଯାଗା ଦେଇ ଗଣଦୁଷ୍କର୍ମ କରିଥିଲେ । ପୋରବନ୍ଦର ଥାନାରେ ମାମଲା ରୁଜୁ କରାଯିବା ପରେ ପେଲିସ୍‌ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । (ଏଜେନ୍ସି)

gujarat rape
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପେପର ଲିକ୍ ବିଲ୍ ଉପରେ ଚର୍ଚ୍ଚା ପାଇଁ ଅନୁରୋଧ କଲେ କିରେନ୍ ରିଜିଜୁ

July 27, 2026

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ

July 27, 2026

Indian Idol Winner Returns: ଭୁବନେଶ୍ବରରେ ପହଞ୍ଚିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ

July 27, 2026

ପ୍ରତିବାଦ ସମୟରେ AK-47 ରୁ ଗୁଳି ଚଳାଇଥିବା ପୋଲିସ ଅଧିକାରୀ ନିଲମ୍ବିତ

July 27, 2026
Latest News

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପେପର ଲିକ୍ ବିଲ୍ ଉପରେ ଚର୍ଚ୍ଚା ପାଇଁ ଅନୁରୋଧ କଲେ କିରେନ୍ ରିଜିଜୁ

July 27, 2026

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ

July 27, 2026

Indian Idol Winner Returns: ଭୁବନେଶ୍ବରରେ ପହଞ୍ଚିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ

July 27, 2026

ପ୍ରତିବାଦ ସମୟରେ AK-47 ରୁ ଗୁଳି ଚଳାଇଥିବା ପୋଲିସ ଅଧିକାରୀ ନିଲମ୍ବିତ

July 27, 2026

ବଡ଼ ଖୁଲାସା!: CJPର ସଂସଦ ପଦଯାତ୍ରା ସମୟରେ ଯବାନଙ୍କ ପେଲେଟ୍ ବନ୍ଧୁକରୁ ଚାଲିଥିଲା ଗୁଳି

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.