Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚୋରି କରିବାକୁ ଘରେ ପଶିଲା ଚୋର, ଚୋରି ନ କରି କରିଲା ଏହି କାମ
ଅପରାଧ

ଚୋରି କରିବାକୁ ଘରେ ପଶିଲା ଚୋର, ଚୋରି ନ କରି କରିଲା ଏହି କାମ

February 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ : କର୍ଣ୍ଣାଟକ ଜିଲ୍ଲାର ଦକ୍ଷିଣ କନ୍ନଡଠାରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଘଟଣାଟି ଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗିବ, ତା’ଠୁ ଅଧିକ ଲାଗିବ ହସ । ଏଠାରେ ଜଣେ ଚୋର ଘରକୁ ଚୋରି କରିବାକୁ ଆସିଥିଲା । କିନ୍ତୁ ଚୋରି ନ କରି ଏମିତି କିଛି କରି ଧରାପଡିଗଲା ।

ଉପ୍ପିନୀଗଣ୍ଡୀ ଥାନା ସୀମାରେ ରହିଥିବା ଉଲ୍ଲାସ ଜଙ୍କସନ୍‌ରେ ଏମିତି ଏକ ଚୋରିର ଘଟଣା ସାମ୍ନାକୁ ଆସିଛି । ଜଣେ ଚୋର ମଦ ପିଇ ଜଣକ ଘରେ ଚୋରି କରିବାକୁ ପଶିଥିଲା ।  ଘରେ ପଶି ଚାବି ଖୋଜିଥିଲା । ଚାବି ପାଇବା ପରେ ଚୋର ଚୋରି ନ କରି ହାତରେ ଚାବି ଧରି ଘରେ ପଡିଥିବା ସୋଫା ଉପରେ ଶୋଇ ପଡିଲା। ଘରର ମାଲିକ କହିବାନୁଯାୟୀ ଯେତେବେଳେ ସେ ସକାଳୁ ଉଠିଲେ ସେତେବେଳେ ଦେଖିଲେ ତାଙ୍କ ଛାତର ଟାଇଲ୍‌ ଭାଙ୍ଗିଯାଇଛି । ଜଣେ ଅଜଣା ଲୋକ ସୋଫା ଉପରେ ଗାଢା ନିଦରେ ଶୋଇଛି । ଏହା ପରେ ଘରର ମାଲିକ ଜଣକ ତାକୁ ବାଡିରେ ମାରି ଉଠାଇବା ସହିତ ପୋଲିସ୍‌ରେ ଦେଇଛନ୍ତି। ପୋଲିସ୍‌ ଚୋରକୁ ଚିହ୍ନଟ କରି ମାମଲା ଦାଏର କରି ପଚରାଉଚୁରା ଜାରି ରଖିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026
Latest News

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.