Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମହଙ୍ଗା ପଡ଼ିଲା ଯୁବକଙ୍କ ଟିକଟକ୍‌ ନିଶା : କେନାଲରେ ପଡି ଜୀବନ ଗଲା
ଅପରାଧ

ମହଙ୍ଗା ପଡ଼ିଲା ଯୁବକଙ୍କ ଟିକଟକ୍‌ ନିଶା : କେନାଲରେ ପଡି ଜୀବନ ଗଲା

March 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁଜାଫରନଗର: ଟିକ୍‌ଟକ୍‌ରେ ଭିଡିଓ ବନାଇବା ନିଶାରେ ଆଜିର ଯୁବପିଢିମାନେ ନିଜ ସୀମା ପାର କରିଯାଉଛନ୍ତି । ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ଯୁବକକୁ ଟିକ୍‌ଟିକ୍‌ କରିବା ବେଶ ମହାଙ୍ଗା ସାବ୍ୟସ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ 18 ବର୍ଷୀୟ ଜଣେ ଯୁବକ ଟିକ୍‌ ଟକ୍‌ ଭିଡିଓ କରିବାକୁ ଯାଇ ନିଜ ପ୍ରାଣ ଦେଇଛନ୍ତି। ଯୁବକ ଜଣକ ଗଙ୍ଗାର କେନାଲ୍‌ରେ ପଡି ମୃତ୍ୟୁବରଣ କରିଛନ୍ତି । ଯୁବକ ଜଣକ କେନାଲ୍‌ରେ ପଡିବା ପରେ ତାଙ୍କ ମୁଣ୍ଡ ପଥରରେ ମାଡ ହୋଇଯାଇଥିଲା  ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିବାର ଦୁଇ ଘଣ୍ଟା ପରେ ତାଙ୍କ ଶବ ଉଦ୍ଧାର କରାଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସାଇଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ।

ଯୁବକ ଜଣକ ତାଙ୍କ ବନ୍ଧୁଙ୍କ କେନାଲ୍‌ ପାଖରେ ଭିଡିଓ ପ୍ରସ୍ତୁତ କରୁଥିଲେ ।  ଏହି ଭିଡିଓରେ ସମ୍ପୃକ୍ତ ଯୁବକ ଜଣକ କେନାଲକୁ ଡେଉଁଥିଲେ । ଅନ୍ୟ ଜଣେ ଯୁବକ ଏହି ଘଟଣାକୁ ଲାଇଭ ଭିଡିଓ କରୁଥିଲେ । କେନାଲ୍‌କୁ ଡେଇଁଥିବା ଯୁବକ ଜଣକଙ୍କର ମୁଣ୍ଡ ପଥରରେ ମାଡ ହେବା ପରେ ସେ ବେହୋସ ହୋଇ ଡୁବି ଯାଇ ମୃତ୍ୟୁବରଣ କରିଥିଲେ । ଏହି ଘଟଣାର ଲାଇଭ ଭିଡିଓ ରେକର୍ଡିଂ କରାଯାଇଛି । ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ଶବକୁ ଉଦ୍ଧାର କରିଥିବାବେଳେ ମୃତକ ଯୁବକଙ୍କ ସମ୍ପର୍କୀୟ  ତାଙ୍କ ବନ୍ଧୁ ଉପରେ ହତ୍ୟାର ଅଭିଯୋଗ ଲଗାଇଛନ୍ତି ।

ଟିକ୍‌ଟକ୍‌ ନିଶାରେ ଯୁବପିଢି ପାଗଳ ପ୍ରାୟ ହୋଇପଡୁଛନ୍ତି । ନିଜ ଜୀବନଠାରୁ ଆଉ କିଛି ବଡ ନୁହେଁ । ଭିଡିଓ କରିବା ସମୟରେ ସାବଧାନ ରହିବା ନିତାନ୍ତ ଆବଶ୍ୟକ । ଯୁବକଙ୍କ ଅସାବଧାନତା ହିଁ ତାଙ୍କ ମୃତ୍ୟୁର କାରଣ ପାଲଟିଲା । ଭିଡିଓ ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ଯୁବପିଢିମାନେ ସତର୍କ ରହିବା ଆଜିର ସମୟରେ ବଡ ଆବଶ୍ୟକତା ।

death tiktok
Share. Facebook Twitter LinkedIn Email WhatsApp Copy Link

Related Posts

‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

September 20, 2026

ସୁଧ ଟଙ୍କା ବିବାଦ: OAS ଅଫିସରଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

September 20, 2026

ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ ଦଳର ପ୍ରଥମ ମ୍ୟାଚ୍ କେବେ?: ଜାଣନ୍ତୁ ତାରିଖ

September 20, 2026

ଅଡୁଆରେ ହୁମାୟୁନ୍ କବୀର!: ନକଲି ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ସହିତ ଦଳୀୟ ନେତା ଗିରଫ

September 20, 2026
Latest News

‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

September 20, 2026

ସୁଧ ଟଙ୍କା ବିବାଦ: OAS ଅଫିସରଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

September 20, 2026

ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ ଦଳର ପ୍ରଥମ ମ୍ୟାଚ୍ କେବେ?: ଜାଣନ୍ତୁ ତାରିଖ

September 20, 2026

ଅଡୁଆରେ ହୁମାୟୁନ୍ କବୀର!: ନକଲି ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ସହିତ ଦଳୀୟ ନେତା ଗିରଫ

September 20, 2026

କୋଷ୍ଟାଲ ରୋଡରେ ଭୟଙ୍କର ଦୁର୍ଘଟଣା: ରେଲିଂ ଭାଙ୍ଗି ପୋଲ ତଳକୁ ଖସିଲା BMW, ୩ ମୃତ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.