Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଥାନାରୁ ଚମ୍ପଟ ଅଭିଯୁକ୍ତ ଢିଙ୍କିଆରୁ ଧରାହେଲା
ଅପରାଧ

ଥାନାରୁ ଚମ୍ପଟ ଅଭିଯୁକ୍ତ ଢିଙ୍କିଆରୁ ଧରାହେଲା

March 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
arrest
RSS କାର୍ଯ୍ୟାଳୟ ଉପରେ ଆକ୍ରମଣ ଘଟଣା: ଅଭିଯୁକ୍ତମାନଙ୍କ ପାକିସ୍ତାନ ଲିଙ୍କ

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : କୁଜଙ୍ଗ ଥାନାରୁ ଗତକାଲି ବିଳମ୍ବିତ ରାତିରେ ହ୍ୟାଣ୍ଡକଫରୁ ହାତଖସାଇ ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ଆଜି କୁଜଙ୍ଗ ପୁଲିସ ଢିଙ୍କିଆରୁ ଧରିଥିବା ଜଣାପଡ଼ିଛି । ଗତକାଲି ଅପରାହ୍ନରେ ତାଙ୍କୁ ସ୍ଥାନୀୟ ବିଚାରବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ଜାମିନୀ ଆବେଦନ ନାମଞ୍ଜରୁ ହୋଇଯିବାରୁ ତାଙ୍କୁ ସମାଗୋଳସ୍ଥିତ ଜେଲକୁ ପଠାଇଦିଆଯାଇଛି ।

ପ୍ରକାଶଯେ, ଗତକାଲି ବାଲିଆସ୍ଥିତ ଏକ ଏୟାରଟେଲ ଟାୱାର ପରିସରମଧ୍ୟରୁ ଦେଢଲକ୍ଷ ଟଙ୍କା ମୂଲ୍ୟର ବ୍ୟାଟେରୀ ଚୋରି ଅଭିଯୋଗରେ କୁଜଙ୍ଗ ପୁଲିସ ଏହିଥାନା ଅଧୀନ ଗଣ୍ଡକିପୁର ମଠସାହି ଅଂଚଳର ବିକାଶ ଭଟ୍ଟଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ ଗତକାଲି ରାତିରେ ହାଜାତ ବାହାରେ ହ୍ୟାଣ୍ଡ୍‌କଫ ପକାଯାଇ ରଖାଯାଇଥିଲା । ମାତ୍ର ସମ୍ପୃକ୍ତ ଅଭିଯୁକ୍ତ  ଗତକାଲି ପ୍ରାୟ ରାତି ଚାରିଟା ସମୟରେ କୌଣସିପ୍ରକାର ହ୍ୟାଣ୍ଡକଫରୁ ହାତଖସାଇ ଥାନା ମଧ୍ୟରୁ ଚମ୍ପଟ ମାରିବାରେ ସମର୍ଥ ହୋଇଥିଲେ । ଏହା ଜଣାପଡ଼ିବାପରେ ପୁଲିସ ସ୍ଥାନୀୟ ବିଭିନ୍ନ ଅଂଚଳରେ ଛାନଭିନ କରିଥିଲା । ମାତ୍ର ତାହାର କୌଣସି ଟେର ପାଇନଥିଲା । ତେବେ ଅନୁସନ୍ଧାନରୁ ଜଣାପଡ଼ିଥିଲାଯେ ଅଭିଯୁକ୍ତଙ୍କ ବଡ଼ବାଇଙ୍କ ଶଳା ତାକୁ ନେଇ ଢିଙ୍କିଆରେ ଛାଡ଼ିଥିଲା। ଫଳରେ ପୁଲିସ ଝିମାଣୀସ୍ଥିତ ତାଙ୍କର ସମ୍ପର୍କୀୟ ଶଳାଙ୍କୁ ପଚାରାଉଚରା କଲାପରେ ସେ ଏହି ସମ୍ପର୍କରେ ସୁରାକ ଦେଇଥିଲା । ପରେ ପୁଲିସର ଏକଟିମ୍ ଢିଙ୍କିଆର ଜଙ୍ଗଲ ମଧ୍ୟରେ ଥିବା ଏକ ପାନବରଜ ମଧ୍ୟରେ ଶୋଇଥିବା ଅବସ୍ଥାରେ ତାକୁ ଧରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026

ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ କୋହଲି ଏବଂ ରୋହିତ?: ଭିନ୍ନ ଭିନ୍ନ କମ୍ବିନେସନ ଉପରେ କହିଲେ ଗିଲ୍

July 15, 2026

ବଦଳି ଯାଇଛି କି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରେ ଲିଙ୍କ ଥିବା ନମ୍ବର?: ଘରେ ବସି କରନ୍ତୁ ଅପଡେଟ

July 15, 2026
Latest News

ଓଡ଼ିଶାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

July 15, 2026

ବାଙ୍କିପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀଙ୍କ ବିରୋଧରେ କୋର୍ଟ ଯିବ ଆରଜେଡି: ବାତିଲ ହେବ କି ନାମାଙ୍କନ?

July 15, 2026

ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ କୋହଲି ଏବଂ ରୋହିତ?: ଭିନ୍ନ ଭିନ୍ନ କମ୍ବିନେସନ ଉପରେ କହିଲେ ଗିଲ୍

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026

ବଦଳି ଯାଇଛି କି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରେ ଲିଙ୍କ ଥିବା ନମ୍ବର?: ଘରେ ବସି କରନ୍ତୁ ଅପଡେଟ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.