Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅବୈଧ ସମ୍ପର୍କର ପରିଣାମ : ପ୍ରେମିକା ସହିତ 9 ଜଣଙ୍କୁ ହତ୍ୟା କଲା ଯୁବକ
ଅପରାଧ

ଅବୈଧ ସମ୍ପର୍କର ପରିଣାମ : ପ୍ରେମିକା ସହିତ 9 ଜଣଙ୍କୁ ହତ୍ୟା କଲା ଯୁବକ

May 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହାଇଦ୍ରାବାଦ : ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ 9 ଜଣଙ୍କୁ ହତ୍ୟା କରିଛି ଜଣେ ଯୁବକ । ବିହାରର ଏହି ଯୁବକ ଜଣକ ତେଲେଙ୍ଗାନାରେ ଏହି କାଣ୍ଡ ଭିଆଇଛନ୍ତି । ତେଲେଙ୍ଗାନାର ଓ୍ବାରାଙ୍ଗଲ ଜିଲ୍ଲାର ଗୋରେକୁଣ୍ଟା ଗ୍ରାମରେ ଏହି ଘଟଣା ଘଟିଛି । ପୋଲିସ ପକ୍ଷରୁ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବକୁ ଗିରଫ କରାଯାଇଛି ।

ଯୁବକ ଜଣଙ୍କ ଜଣେ ମହିଳାଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ । ମହିଳା ଜଣଙ୍କ ବିବାହ ପାଇଁ ଚାପ ପକାଇବାରୁ ତାଙ୍କୁ ଟ୍ରେନ୍‌ରୁ ଠେଲି ହତ୍ୟା କରିଥିଲେ ଯୁବକ । ଏହାପରେ ଏହି ହତ୍ୟାକୁ ଲୁଚାଇବାକୁ ଯାଇ ଆହୁରି 9 ଜଣଙ୍କୁ ହତ୍ୟା କରିଥିଲେ । ପଶ୍ଚିମବଙ୍ଗର ମକ୍‌ସୁଦ୍‌ ନିଜ ପରିବାର ସହିତ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ମକ୍‌ସୁଦ୍‌ଙ୍କ ଝିଆରୀ ରଫିକା ସହିତ ସଞ୍ଜୟର ପ୍ରେମ ସମ୍ପର୍କ ଥିଲା । ଉଭୟ ଲିଭ୍‌ଇନ୍‌ରେ ରହିଥିବା ବେଳେ ରଫିକା ବିବାହ ପାଇଁ ଚାପ ପକାଉଥିଲା । ଏହାପରେ ପଶ୍ଚିମବଙ୍ଗ ନେବା ରାସ୍ତାରେ ରଫିକାକୁ ହତ୍ୟା କରି ଟ୍ରେନ୍‌ରୁ ଫୋପାଡି ଦେଇଥିଲା ସଞ୍ଜୟ । ଏହାକୁ ଲୁଚାଇବା ପାଇଁ ମକ୍‌ସୁଦ୍‌ଙ୍କ ପୁରା ପରିବାରକୁ ହତ୍ୟା କରିଥିଲା ସଞ୍ଜୟ । ସମସ୍ତଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇବା ପରେ ହତ୍ୟା କରି ଏକ କୂଅ ମଧ୍ୟରେ ଫୋପାଡିଥିଲା ସଞ୍ଜୟ ।

ଏହା ସହିତ ନିଜର ଚାରି ସହକର୍ମୀଙ୍କୁ ହତ୍ୟା କରିଥିଲା ସଞ୍ଜୟ । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସୋହେଲ୍‌, ନିଜ ଗ୍ରାମର ଦୁଇ ଯୁବକ ଶ୍ରୀରାମ କୁମାର ଶାହ ଏବଂ ଶ୍ୟାମ କୁମାର ଶାହ ଏବଂ ତ୍ରିପୁରାର ମହମ୍ମଦ ସକୀଲକୁ ହତ୍ୟା କରିଥିଲା । ସମସ୍ତଙ୍କୁ ହତ୍ୟା କରି ଫେରାର ଥିବା ବେଳେ ସିସିଟିଭି ଆଧାରରେ ପୋଲିସ୍‌ ସଞ୍ଜୟକୁ ଗିରଫ କରିଥିଲା । (ଏଜେନ୍ସି)

bihar murder
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026
Latest News

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026

ରାଶିଫଳ: ଆଜି ଜୁନ ୨ ତାରିଖ ମଙ୍ଗଳବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.