Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»25ଟି ସ୍କୁଲରେ ଜଣେ ଶିକ୍ଷୟିତ୍ରୀ : ଏକ ବର୍ଷରେ ଏକ କୋଟିର ଠକେଇ
ଅପରାଧ

25ଟି ସ୍କୁଲରେ ଜଣେ ଶିକ୍ଷୟିତ୍ରୀ : ଏକ ବର୍ଷରେ ଏକ କୋଟିର ଠକେଇ

June 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ : ଅନନ୍ୟ ଉପାୟରେ ଠକେଇ କରିବାର ଏକ ଉପାୟ ବାହାର କରିବା ସହିତ ଏହା ଦ୍ବାରା 1 କୋଟିରୁ ଅଧିକ ଟଙ୍କାର ଠକେଇ କରିଛନ୍ତି । ଅନାମିକା ଶୁକ୍ଳା ନାମକ ଏହି ଶିକ୍ଷୟିତ୍ରୀ ଜଣକ ଏକ ସମୟରେ 25ଟି ବିଦ୍ୟାଳୟରେ ଚାକିରି କରୁଥିଲେ । ପ୍ରାୟ ଏକ ବର୍ଷ ଧରି ମହିଳା ଜଣକ 25ଟି ସ୍କୁଲରେ କାମ କରିବା ସହିତ ଏକ କୋଟିରୁ ଅଧିକ ଟଙ୍କାର ବେତନ ନେଇଥିଲେ । ମାନବ ସମ୍ବଳ ବିଭାଗ ପକ୍ଷରୁ ଶିକ୍ଷକ ମାନଙ୍କର ଡାଟାବେସ୍‌ ତିଆରି ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି ।

ଘଟଣା ସମ୍ମୁଖକୁ ଆସିବା ପରେ ପୋଲିସ୍‌ ପକ୍ଷରୁ ଶିକ୍ଷୟିତ୍ରୀଙ୍କୁ ପଚରା ଉଚୁରା ଜାରି ରହିଛି । ଏହି ଘଟଣା ସମ୍ମୁଖକୁ ଆସିବା ପରେ ଶିକ୍ଷୟିତ୍ରୀ ଜଣକ କାସଗଞ୍ଜ ସ୍କୁଲରୁ ଇସ୍ତଫା ପ୍ରଦାନ କରିଛନ୍ତି । ମଣିପୁରୀର ଏହି ମହିଳା ଜଣକ ଏକ ସମୟରେ କାସଗଞ୍ଜ, ଆମ୍ବେଦକର ନଗର, ବାଘପତ, ଆଲିଗଡ, ଶାହରନ୍‌ପୁର ଏବଂ ପ୍ରୟାଗରାଜ ଜିଲ୍ଲାର ବିଭିନ୍ନ ସ୍କୁଲରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ଶିକ୍ଷୟିତ୍ରୀ ଜଣକ 1 କୋଟିରୁ ଅଧିକ ଟଙ୍କାର ବେତନ ନେଇ ସାରିଛନ୍ତି ।

fraud teacher
Share. Facebook Twitter LinkedIn Email WhatsApp Copy Link

Related Posts

ଗାଁ ଗାଁରେ ଆରମ୍ଭ ଖୁଦୁରୁକୁଣୀ ବ୍ରତ: ଚଳଚଞ୍ଚଳ ଗାଁ ପରିବେଶ

August 30, 2026

ଚିଲିକାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତିକୁ ନେଇ ଆଇନ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ ବୈଠକ

August 30, 2026

ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ଶ୍ରୀଲଙ୍କାଠାରୁ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର କାଢ଼ିନେଲା ICC!

August 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ

August 30, 2026
Latest News

ଗାଁ ଗାଁରେ ଆରମ୍ଭ ଖୁଦୁରୁକୁଣୀ ବ୍ରତ: ଚଳଚଞ୍ଚଳ ଗାଁ ପରିବେଶ

August 30, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ଚିଲିକାରେ ଶିକ୍ଷା ବ୍ୟବସ୍ଥାର ଉନ୍ନତିକୁ ନେଇ ଆଇନ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ ବୈଠକ

August 30, 2026

ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି: ଶ୍ରୀଲଙ୍କାଠାରୁ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର କାଢ଼ିନେଲା ICC!

August 30, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.