Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମା’ ଓ ଝିଅଙ୍କ ହତ୍ୟା କରି ଘରେ ପୋତି ଦେଇଥିଲା ଆସାମୀ
ଅପରାଧ

ମା’ ଓ ଝିଅଙ୍କ ହତ୍ୟା କରି ଘରେ ପୋତି ଦେଇଥିଲା ଆସାମୀ

July 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମିରଟ୍, ଏକ ଲୋମହର୍ଷଣକାରୀ ଘଟଣା। ଜଣେ ମହିଳା ଓ ତାର 10 ବର୍ଷର ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ଦୁଇ ମୃତଦେହକୁ ନିଜ ଘରେ ପୋତି ସେଠାରେ ନିର୍ବିଘ୍ନରେ ବାସ କରୁଥଲା। ଏହି ଘଟଣା ପ୍ରାୟ ଚାରି ମାସ ତଳର ଅର୍ଥାତ ମାର୍ଚ୍ଚ 28ର।

ଶାମସାଦ ନାମକ ଅଭିଯୁକ୍ତ ସହିତ ମହିଳା ଜଣଙ୍କର ଲିଭ୍-ଇନ୍ ସମ୍ପର୍କ ରହିଥିଲା। ଜୁଲାଇ 14ରେ ପୀଡିତା ମହିଳାଙ୍କର ଜଣେ ବନ୍ଧୁଙ୍କ ଠାରୁ ସେ ନିଖୋଜ ଥିବା ଖବର ପାଇଥିଲା ପୋଲିସ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପୋଲିସ ଶାମସାଦ ଘର ହତାରୁ ଦୁଇ ଜଣଙ୍କର କଙ୍କାଳ ଉଦ୍ଧାର କରିବା ପରେ ଘଟଣାର ରହସ୍ୟ ପଦାକୁ ଆସିଥିଲା।

ପାର୍ତ୍ତପୁର ଅଞ୍ଚଳରେ ଶାମସାଦଙ୍କ ସହିତ ବାନ୍ଧବୀ ମହିଳା ତାର ପୂର୍ବ ସ୍ବାମୀଠାରୁ ଜାତ ଝିଅ ସହିତ ପ୍ରାୟ 4 ବର୍ଷ ହେଲା ରହି ଆସୁଥିଲା। ବର୍ଷେ ହେଲା ଶାମସାଦ ମହିଳା ଜଣଙ୍କୁ ତାର ଧର୍ମ ପରିବର୍ତ୍ତନ କରିବାକୁ ଚାପ ଦେଇ ଆସୁଥିଲା। ହେଲେ ଏହାକୁ କେନ୍ଦ୍ର କରି ବିବାଦରୁ ଶାମସାଦ ଏଭଳି ନାରକୀୟ ଘଟଣା ଘଟାଇ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Latest News

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.